୧୦ଦିନ ମଧ୍ୟରେ ଆହୁରି କମିବ ସଂକ୍ରମଣ

0

ଭୁବନେଶ୍ୱର : ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇବ । ପଶ୍ଚିମ ଓ ଦକ୍ଷିଣ ଓଡିଶରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଏଭଳି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଶ୍ରୀ ମହାପାତ୍ର ଆଜି ରାଜ୍ୟର କୋଭିଡ ପରିସ୍ଥିତି ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି ଯେ ମଇ ୨୨ତାରିଖରେ ରାଜ୍ୟରେ ସର୍ବାଧିକ ୧୨,୮୫୨ କରେନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହି...

Urban Rural Connect For Waste Management

0

Bhubaneswar: While Odisha has emerged as leader in Faecal Sludge Management  (FSM)  in Urban areas, State Government has decided to utilize the Urban Infrastructure for rural areas also. In order to bring in synergy and convergence in the sanitation activities and to leverage the urban infrastructures of Faecal Sludge Septage  and Plastic Waste Management (PWM) for servicing Rural and Urban...

Imported Oxygen Cylinders Landed Here

Bhubaneswar: First time in the country, a freighter from China landed at Biju Patnaik International Airport with 1350 Medical Oxygen Cylinders, thanks to the overdrive by the State Level Task Force for Oxygen Management Chief Asit Tripathy. Acting upon the Chief Minister Naveen Patnaik directive that "No patient shall suffer for want of oxygen in Odisha", Task Force Chief is...

କୋଭିଡ ପ୍ରଭାବିତ ଶିଶୁଙ୍କ ତାଲିକା ମାଗିଲେ ଆୟୋଗ

ନୂଆଦିଲ୍ଲୀ : ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) ଶିଶୁ ଆଇନ, ୨୦୧୫ଧାରା ୧୦୯ ଅଧୀନରେ କୋଭିଡ-୧୯ ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ପିଲାମାନଙ୍କ ସୁରକ୍ଷା ନେଇ ବାଲସ୍ୱରାଜ (କୋଭିଡ-କେୟାର) ଲିଙ୍କ”ନାମକ ଏକ ଅନଲାଇନ ପୋର୍ଟାଲ ଆରମ୍ଭ କରିଛନ୍ତି । ଯେଉଁ ପିଲାମାନେ ଯତ୍ନ  ଓ ନିରାପତ୍ତା ଆବଶ୍ୟକ କରୁଛନ୍ତି ସେମାନଙ୍କୁ ଅନଲାଇନରେ ଠାବ କରିବା ସହ ସେମାନଙ୍କ ସୁବିଧା ତଦାରଖ ଉଦ୍ଦେଶ୍ୟରେ ଆୟୋଗଙ୍କ ପକ୍ଷରୁ ଏହି ପୋର୍ଟାଲ ଆରମ୍ଭ କରାଯାଇଛି । କୋଭିଡ-୧୯ ଯୋଗୁଁ ଯେଉଁ ପିଲାମାନେ ସେମାନଙ୍କ ମାତାପିତା...

୮ବର୍ଷ କଟକଣା ପରେ ବି ବିକ୍ରି ଚାଲିଛି

ଭୁବନେଶ୍ୱର : ଓଡିଶାରେ ଗୁଟ୍‍ଖା ଓ ତମାଖୁ ସାମଗ୍ରୀ ନିଷିଦ୍ଧ କରାଯିବାର ୮ବର୍ଷ ବିତି ଯାଇଥିଲେ ମଧ୍ୟ ରାଜ୍ୟରେ ବେଧଡକ ଭାବରେ ଏହି ବିଷାକ୍ତ ନିଶା ସାମଗ୍ରୀର ବେପାର ଚାଲିଛି । ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ପ୍ରତିବର୍ଷ ଗତାନୁଗତିକ ଭାବେ ସରକାରୀ ଓ ବେସରକାରୀ ସ୍ତରରେ ତମାଖୁ ବର୍ଜନ ଲାଗି ସଚେତନତା ନାମରେ ବିପୁଳ ଅର୍ଥ ବରବାଦ ହେଉଥିବାବେଳେ ଏହାର ବ୍ୟବହାର କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ସମଗ୍ର ବିଶ୍ୱରେ ମୁଖ ଗହ୍ୱର କର୍କଟ ରୋଗରେ ଯେତେ ଲୋକ...

ଦୁଗ୍ଧ ପାଇଁ ସମସ୍ତେ ହନ୍ତସନ୍ତ

Milk Image

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ନିଜ ଉତ୍ପାଦିତ ଦୁଗ୍ଧ ବିକ୍ରି କରିନପାରି ଗାଁ ଗହଳର ଚାଷୀମାନେ ହନ୍ତସନ୍ତ ହେଉଥିବାବେଳେ ସହରରେ ବି ଲୋକେ ଓମଫେଡ୍‍ କ୍ଷୀରଟିକେ ପାଇବାକୁ ଡହଳ ବିକଳ ହେଉଛନ୍ତି । କ୍ଷୀର ବିକ୍ରି କରିବାପାଇଁ ଓମଫେଡ୍‍ ନିଜସ୍ୱ କୌଣସି ବ୍ୟବସ୍ଥା କରିନଥିବାବେଳେ ସ୍ୱିଗୀ ଦ୍ୱାରା ଏହାର ସାମଗ୍ରୀ ଉପଲବ୍ଧ ହେବବୋଲି ବିଜ୍ଞାପନ ଦେଇଥିଲେ ମଧ୍ୟ ଏଥିରେ ଓମଫେଡ୍‍ ପ୍ରସ୍ତୁତ ସାମଗ୍ରୀ କିଣିବା ସମ୍ଭବପର ହେଉନାହିଁ । ଚଳିତମାସ ୫ ତାରିଖରୁ ରାଜ୍ୟରେ ଲକ୍‍ଡାଉନ୍‍ ଜାରି ପରେ ଓମଫେଡ ନିଜର ପଞ୍ଜିକୃତ...

ଉପକୂଳରେ ସ୍ୱତନ୍ତ୍ର ବନ୍ଧ ନିର୍ମାଣ ଯୋଜନା

ଭୁବନେଶ୍ୱର : ଉପକୂଳର ୧୦ଟି ଜିଲ୍ଲା ତଟବର୍ତୀ ଅଂଚଳକୁ ସୁରକ୍ଷା ଦେବା ପାଇଁ ଜଳ ସଂପଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଛି । ପୂର୍ବରୁ ଜାତୀୟ ବାତ୍ୟା ବିପର୍ଯ୍ୟୟ କ୍ଷତି ପରିଚାଳନା ପ୍ରକଳ୍ପ ଜରିଆରେ ରାଜ୍ୟର ୪ଟି ଜିଲ୍ଲା ଯଥା କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ୫୨ କିଲୋମିଟର ଦୀର୍ଘ ଲୁଣାବନ୍ଧର ସୁରକ୍ଷା କାର୍ଯ୍ୟ ଜଳ ସଂପଦ ବିଭାଗ ପକ୍ଷରୁ କରାଯାଇଛି । ବିଶ୍ୱ ବ୍ୟାଙ୍କ ସହାୟତାରେ ୨୦୧୩-୨୦୧୬ ଯୋଜନାରେ ଏହି ବନ୍ଧ ନିର୍ମାଣ କରାଯାଇଥିଲା । ଏହା...

୨୦ଜିଲ୍ଲା ବୁଲିଲାଣି ରାଜସ୍ୱ ରଥ

0

ଭୁବନେଶ୍ୱର : କୋଭିଡ୍‌-୧୯ ମହାମାରୀ ସମୟରେ ସରକାରୀ କାର୍ଯ୍ୟାଳୟକୁୁ କିମ୍ବା ଅନ୍ୟ କେନ୍ଦ୍ରକୁ ଲୋକମାନେ ନଆସି ନିରବଚ୍ଛିନ୍ନ ଭାବେ ରାଜସ୍ୱ ସେବା ପାଇବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ସମୟୋପଯୋଗୀ ତଥା ଅଭିନବ ପଦକ୍ଷେପ ସ୍ୱରୂପ ‘ରାଜସ୍ୱ ରଥ’ ମାଧ୍ୟମରେ ସେବା ବିତରଣ କାର୍ଯ୍ୟକ୍ରମ ଚଳିତ ମାସ ଗତ ୧୩ ତାରିଖରେ ଶୁଭାରମ୍ଭ କରାଯାଇଥିଲା । ବିଗତ ଦୁଇ ସପ୍ତାହ ଲକ୍‌ଡାଉନ୍‌ ମଧ୍ୟରେ ଏହି କାର୍ଯ୍ୟକ୍ରମ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାର ୧୨୮ରୁ ଊଦ୍ଧ୍ୱର୍...

Riding Out The Storm

0

The scientific community across the globe has a unanimous opinion: never interfere with nature, rather cope with it. And this nature has been very cruel towards the poor states like Odisha as it is frequently disturbing the state’s growth. However, due to advancement of science and advance preparation, cyclones have lost the ‘killer’ tag of late. Now the cyclones...

Climate Change Added To Forest & Env

0

Bhubaneswar: State Government on Saturday renamed the ‘Forest & Environment Department’ as ‘Forest, Environment & Climate Change Department.’ The department will give focus on climate change alongwith Forest and Environment protection and conservation, The department will be the nodal agency of our State for Climate Change Actions. Development of State Action Plan on Climate Change (SAPCC) along with other plan,...