୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍ଘାଟିତ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣା ଠାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍ଘାଟନ କରିଛନ୍ତି। ଏଥିରେ ୧୬ଟି ICU ଓ ୧୬ଟି HDU ଶଯ୍ୟା ସହିତ ଏକ ସ୍ୱତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି । ଏଥିରେ ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି । ଏହାଦ୍ବାରା କଳାହାଣ୍ଡି ଓ ଆଖପାଖ ଅଞ୍ଚଳର ଲୋକମାନେ ଉନ୍ନତମାନର କୋଭିଡ ଚିକିତ୍ସା ପାଇପାରିବେ ବୋଲି...
IPS Association Mourns Panigrahi Demise
The members of the IPS Association (Odisha Branch) have been shocked by the sad demise of Debasis Panigrahi, Director Vigilance, Odisha. A condolence meeting in this regard was held today on virtual platform under the Chairmanship of Abhay,DGP, Odisha. The members present in the meeting offered floral tribute to the departed soul. Two minutes silence was observed by the members. The association...
Mohapatra Is No More
Bhubaneswar: Senior Odia IAS officer and Secretary, Department for Promotion of Industry and Internal Trade (DPIIT), Dr Guruprasad Mohapatra passed away on Saturday. He was under treatment in AIIMS, New Delhi since mid-April. An Indian Administrative Service (IAS) officer of 1986 batch, Mr.Mohapatra had assumed charge as the secretary of the Department for DPIIT in August 2019. Prior to that, he...
Panigrahi Passes Away
Cuttack: Senior IPS officer and Director Vigilance Debasis Panigrahi lost his battle against Covid-19 complications while undergoing treatment at a super speciality hospital in Kolkata. The 1991 batch IPS officer breathed his last at around 10.15 pm last night. He was 56. His mortal remains has been brought to Cuttack. Senior cops have paid tribute to him. Before conducting last...
ପରଲୋକରେ ଦେବାଶିଷ ପାଣିଗ୍ରାହୀ
ଭୁବନେଶ୍ୱର : ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ୧୯୯୧ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଫିସର ଦେବାଶିଷ ପାଣିଗ୍ରାହୀ କରୋନାରେ ପ୍ରାଣ ହରାଇଛନ୍ତି । କୋଲକତା ଠାରେ ଚିକିତ୍ସିତ ହେଉଥିବା ଦେବାଶିଷ ଶୁକ୍ରବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ପାଣିଗ୍ରାହୀ କରୋନା ସଂକ୍ରମିତ ହେବାପରେ ପ୍ରଥମେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଇକମୋ ଚିକିତ୍ସା ଲାଗି ତାଙ୍କୁ କୋଲକତା ସ୍ଥିତ ମେଡିକା ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ...
ୟୁଟ୍ୟୁବ ପାଠପଢା ପାଇଁ ସ୍ମାର୍ଟଫୋନ୍ ଚିନ୍ତା
ଭୁବନେଶ୍ୱର : ଆସନ୍ତା ୨୧ ତାରିଖରୁ ନବମ ଓ ଦଶମଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ ଜରିଆରେ ସିଧାସଳଖ ପଢାଇବାପାଇଁ ସ୍ଥିର ହୋଇଥିବାବେଳେ ଏଥିପାଇଁ ପୂର୍ବ କସରତ ଆରମ୍ଭ ହୋଇଛି । ତେବେ ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ସୁବିଧା ଅଳ୍ପ ସଂଖ୍ୟାକ ପିଲାଙ୍କ ନିକଟରେ ଥିବାବେଳେ ଏଥିରୁ କେତେ ସୁଫଳ ମିଳିବ ତାହାକୁ ନେଇ ଶିକ୍ଷାବିତ୍ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ରାଜ୍ୟର ମାତ୍ର ୨୮ପ୍ରତିଶତ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ମାର୍ଟଫୋନ୍ ଉପଲବ୍ଧ ଥିବା ଖୋଦ୍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧାନସଭାରେ ସୂଚନା ଦିଆଯାଇଥିଲା ।...
ନିଶା ମାମଲାରେ ଦଣ୍ଡବିଧାନ ଆଶାନୁରୂପ ହେଉନି
ଭୁବନେଶ୍ୱର : ଚୋରା ନିଶା ବେପାର ରୋକିବାପାଇଁ ପୁଲିସ୍ ପ୍ରଶାସନ ସକ୍ରିୟତା ପ୍ରକାଶ କରି ବ୍ୟାପକ ପରିମାଣର ନିଶା ସାମଗ୍ରୀ ଜବତ ସହ ଏହି ଅପରାଧରେ ଜଡିତ ଅନେକ ଅଭିଯୁକ୍ତଙ୍କୁ ଗିରଫ କରୁଛି । କିନ୍ତୁ ନିଶା କାରବାର ମାମଲାରେ ଦଣ୍ଡବିଧାନ ହାର ଆଶାନୁରୂପ ହେଉନାହିଁ । ଗତ କିଛିବର୍ଷ ମଧ୍ୟରେ ଓଡିଶାରେ ଚୋରା ମଦ ସହ ବ୍ରାଉନସୁଗାର, ଗଞ୍ଜେଇ, ନିଶାଯୁକ୍ତ କଫସିରପ ଆଦିର କାରବାର ବେଶ୍ ବଢିଛି । ଏଥିଯୋଗୁଁ ଛୋଟ ମୋଟ ଅପରାଧମାନ ଘଟିବା ସହ ସ୍ଥଳ ବିଶେଷରେ ନିଶାବେପାରୀମାନେ ପୁଲିସ୍...
ଦୁଇଟି ଡୋଜ୍ ଟିକା ସହିତ ଜୁଲାଇ ପହିଲାରୁ ଅଫିସ
ଭୁବନେଶ୍ୱର : ରାଜଧାନୀରେ ଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କୋଭିଡ ଟିକାର ଦୁଇଟି ଡୋଜ୍ ବାଧ୍ୟତାମୂଳକ କରାଯିବା ସହିତ ସେମାନେ ଟିକା ନେଇ ଜୁଲାଇ ପହିଲାରୁ ଅଫିସ ଆସିବାକୁ କୁହାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜିବ ଚୋପ୍ରା ଆଜି ଏହି ମର୍ମରେ ରାଜଧାନୀରେ ଥିବା ସମସ୍ତ ବିଭାଗ ଓ ବିଭାଗୀୟ ମୁଖ୍ୟ ଦପ୍ତରକୁ ପତ୍ର ଲେଖିଛନ୍ତି । ଶ୍ରୀ ଚୋପ୍ରା କହିଛନ୍ତି ଯେ ଭୁବନେଶ୍ୱରରେ ଥିବା ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଓ ସରକାରୀ ଉଦ୍ୟୋଗର...
AAI Asks Wind Flow Data
Bhubaneswar: The team of officials of the Airport Authority of India (AAI), who were in Odisha to conduct a pre-feasibility study for setting up an international airport in Puri, has sought wind-flow data of 20 years from the State Government. After making a field visit to Puri, the team members on Friday held a meeting with State Government official here...
II Dose Timeline For Govt Employees
Bhubaneswar: The State Government on Friday asked its employees working in Capital City Bhubaneswar to get double dose of vaccines by June end. Otherwise, they will not be allowed to join work at the offices. However, there is exception for employees who have medical and other genuine problems. Additional Chief Secretary, General Administration and Public Grievance, Sanjeev Chopra has...









