ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ଶିଳାନ୍ୟାସ
ଜଗତସିଂହପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଲିକୁଇଡ୍ ମେଡିକାଲ ଅକ୍ସିଜେନ୍ ସଂରକ୍ଷଣ ଓ ବଂଣ୍ଟନ ବ୍ୟବସ୍ଥାô ସହିତ ଅକ୍ସିଜେନ୍ର ଉପ୍ପାଦନ ଓ ବଣ୍ଟନ ବ୍ୟବସ୍ଥା ଏବଂ ପାରାଦ୍ୱୀପସ୍ଥିତ କୋଭିଡ୍ ହସ୍ପିଟାଲ ପାଇଁ ଅକ୍ସିଜେନ୍ର ଉତ୍ପାଦନ ଓ ବଣ୍ଟନଣ୍ଟବ୍ୟବସ୍ଥାର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁର ଜିଲ୍ଲାବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ...
୭ଜିଲ୍ଲାକୁ ଟିକାକରଣ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟ ସରକାର ଶୁକ୍ରବାର ଦିନ ସାତଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ୫ ଦିନ ମଧ୍ୟରେ କୋଭିଶିଲ୍ଡର ୧, ୧୩, ୮୦୦ ଡୋଜ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ୍), ପ୍ରଦୀପ୍ତ କୁମାର ମହାପାତ୍ର ଗଞ୍ଜାମ, ଜଗତ୍ସିଂହପୁର, ଯାଜପୁର, ଖୋର୍ଦ୍ଧା, କୋରାପୁଟ, ନୂଆପଡା ଏବଂ ସୁନ୍ଦରଗଡ ଜିଲ୍ଲାର ଜିଲ୍ଲାପାଳ ତଥା ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ...
Be Careful Of Virus ; CM
Bhubaneswar: Chief Minister Naveen Patnaik on Friday said that though the Covid situation has improved significantly in the State, the people need to be more careful. "We have to be more careful," he said while inaugurating various health infrastructures and oxygen plants in seven districts. The Chief Minister also urged the people to wear a double mask and get vaccinated. Mr.Patnaik said...
Vax Alert For 7 Districts
Bhubaneswar: The State Government on Friday instructed Collectors of seven Districts to exhaust 1, 13, 800 doses of Covishield within 5 days. Additional Chief Secretary (ACS), Health and Family Welfare, Pradipta Kumar Mohapatra has issued the instruction to the Collectors and Chief District Medical and Public Health Officers of Ganjam, Jagatsinghpur, Jajpur, Khurda, Koraput, Nuapada and Sundergarh districts. The Department...
XII Results In II Week Aug
Bhubaneswar: The Council of Higher Secondary Education (CHSE), Odisha will announce the results of Class XII students in the second week of August, 2021.The State Government had cancelled the Annual Higher Secondary Examination, 2021 considering the situation of Covid-19 Pandemic and keeping in mind the health and safety issues of the students, teachers and parents.Subsequently an Expert Committee was...
ଅଗଷ୍ଟରେ ୟୁଜି ଓ ପିଜି ପରୀକ୍ଷା
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟରେ ୟୁଜି ଓ ପିଜି ଶେଷ ବର୍ଷ/ଫାଇନାଲ ସେମିଷ୍ଟାର ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଶେଷବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ମାସରେ ଅନ୍ଲାଇନ୍ ମାଧ୍ୟମରେ ହେବ ଏବଂ ଅଗଷ୍ଟ/ସେପେଫମ୍ବର ମାସରେ ପରୀକ୍ଷା ଫଳ ପ୍ରକାଶିତ ହେବ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି ।...
ଘୋଡା ମୂର୍ତ୍ତି ସ୍ଥାନାନ୍ତରକୁ ବିରୋଧ
ଭୁବନେଶ୍ୱର : ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡା ପ୍ରତିମୂର୍ତ୍ତି ହଟାଇବା ପ୍ରସଙ୍ଗରେ ନିଜର ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ସମୃଦ୍ଧ ଐତିହ୍ୟ ଓ କୀତ୍ତିରାଜିର ପ୍ରତୀକ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡା ଓ ଯୋଦ୍ଧା ମୂର୍ତ୍ତି । ଏହାକୁ ସ୍ଥାନାନ୍ତରଣ ନକରି ମାଷ୍ଟରକ୍ୟାଣ୍ଟିନର ସୌନ୍ଦର୍ଯ୍ୟକରଣ ପାଇଁ କର୍ତ୍ତୃପକ୍ଷ ବିଚାର କରନ୍ତୁ । ରାଜ୍ୟର ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କୁ ଏହି କୀର୍ତ୍ତିରାଜିର ସ୍ଥାନାନ୍ତରଣ ବ୍ୟଥିତ କରିଛି । ଏହା ଆମ ଐତିହ୍ୟର ପରିଚୟ ।...
ରଥଯାତ୍ରା ପାଇଁ ୪ଥର କୋଭିଡ ପରୀକ୍ଷା
ପୁରୀ: ବର୍ତ୍ତମାନର କୋଭିଡ -୧୯ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍ଜେଟିଏ) ରଥଯାତ୍ରାରେ ନିୟୋଜିତ ସେବାୟତ, ପୋଲିସ ଏବଂ ମନ୍ଦିର କର୍ମଚାରୀଙ୍କ ୪ଥର ଆରଟି- ପିସିଆର ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ବର୍ଷ ଜୁଲାଇ୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କ ରଥଯାତା ପର୍ବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସେବାରେ ଯୋଗଦେବାର ୪୮ ଘଣ୍ଟା ପୂର୍ବରୁ ରୀତିନୀତିରେ ଜଡିତ ସମସ୍ତ ସେବାୟତଙ୍କ ପାଇଁ ଆରଟି-ପିସିଆର ପରୀକ୍ଷା କରାଯିବ । ସେହିଭଳି ରଥଯାତ୍ରାରେ ଜଡିତ ପୋଲିସ କର୍ମଚାରୀ ଏବଂ...
Four Times Tests During Rath Jatra
Puri: In view of the prevailing Covid-19 pandemic situation, the Shree Jagannath Temple Administration (SJTA) has decided to conduct RT-PCR test of servitors, police and temple officials four times during Rath Jatra. The annual festival of Lord Jagannath Temple in Puri is scheduled to be held from 12-23 July. RT-PCR testing will be carried out for all the Sevaks...
UG PG Exam By Aug End
Bhubaneswar: The State Government on Friday decided to conduct the final year or semester examinations of undergraduate (UG) and postgraduate (PG) courses by the end of August this year. This decision was taken during the meeting of All Vice Chancellors with Higher Education Minister Arun Kumar Sahoo held today on a virtual platform. “It was decided to hold the final year...








