ଦୁଇବର୍ଷ ପରେ ଗୋଟିଏ ଆପ୍
ଭୁବନେଶ୍ୱର : ମୋ ସାଇକେଲ୍ ବ୍ୟବସ୍ଥା ଆରମ୍ଭ ହେବାର ୨ବର୍ଷ ପରେ ଏବେ ତିନି ସାଇକେଲ କମ୍ପାନୀ ପାଇଁ ଗୋଟିଏ ଆପ୍ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍ (ବିଏସସିଏଲ୍)ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସ୍ମାର୍ଟସିଟିର ସିଇଓ ତଥା ବିଏମସି ର କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶରେ ସାଇକେଲିଆଙ୍କୁ ଉତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଅଛି । ତେବେ ଫେବୃଆରୀ ମାସରେ ଏହି ସୁବିଧାର ଉପଯୋଗ ହୋଇପାରିବ । ଫଳରେ କେବଳ ଗୋଟିଏ ଆପ୍ ର...
ଡିଜି ଅଫିସ ଘେରିବ ବିଜେପି
ଭୁବନେଶ୍ୱର : ଶାସକ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଯେଉଁଭଳି ହତ୍ୟା କରାଗଲା, ତାହା ଅତ୍ୟନ୍ତ ଘୃଣ୍ୟ ଏବଂ ନିନ୍ଦନୀୟ । ଶାନ୍ତିପୂର୍ଣ୍ଣ ରାଜ୍ୟ ଓଡିଶାରେ ଏହିଭଳି ଘୃଣ୍ୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହା ପ୍ରତିବାଦରେ ରାଜ୍ୟ ବିଜେପି ଆଗାମୀ ୮ ତାରିଖରେ ପୁଲିସ୍ ଡିଜିଙ୍କ ଦପ୍ତର ଘେରାଉ କରିବ । ଏହି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ...
ହାସଲ ହୋଇନି ମହାତ୍ମାଙ୍କ ସ୍ୱପ୍ନ
ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରମାର ଘୋଷିତ ପ୍ରତିଶ୍ରୁତି ଏବଂ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନର ରାଜ୍ୟ ଓ ଗ୍ରାମସ୍ୱରାଜ ସ୍ୱାଧୀନତାପ୍ରାପ୍ତିର ୭୪ବର୍ଷରେ ବି ହାସଲ ହୋଇପାରି ନାହିଁ । ଗାନ୍ଧୀ ବିଚାର ବିଶ୍ୱରେ ଦିନକୁ ଦିନ ଅଧିକ ପ୍ରାସଙ୍ଗିକ ମନେ ହେଉଥିବାବେଳେ ଦୃଢ ରାଜନୈତିକ ଇଚ୍ଛଶକ୍ତିର ଅଭାବ ଯୋଗୁଁ ଭାରତରେ କିନ୍ତୁ ଏହା ଏଯାବତ୍ ଆଶାନୁରୂପ ଭାବେ ବିକଶିତ ହୋଇପାରି ନାହିଁ । ରାଜ କିଶୋର ନାୟକ ଜାତୀୟ ଫାଉଣ୍ଡେସନ ପକ୍ଷରୁ ‘ମହାଗାନ୍ଧୀଙ୍କ ପରେ ଭାରତ ବର୍ଷ’ ଶୀର୍ଷକ ସମ୍ପାନରେ ଅଂଶଗ୍ରହଣ କରି ବହୁ...
ଦୁଇ ଯୋଜନାକୁ ନୀତି ଆୟୋଗଙ୍କ ପ୍ରଶଂସା
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଆମ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ଓଡ଼ିଶା ମିଲେଟ୍ ମିଶନ’ ଏବଂ ‘ମୋ ଉପକାରୀ ବଗିଚା’ ଯୋଜନାକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି ।। ଏହି ଦୁଇଟି ଯୋଜନା ଗର୍ଭବତୀ, ପ୍ରସୂତି ମହିଳା, କିଶୋରୀ ଏବଂ ଶିଶୁମାନଙ୍କ ଖାଦ୍ୟ ସାରଣୀରେ ବିବିଧତା ଆଣିବା ସହ ପୁଷ୍ଟି ସାଧନ କ୍ଷେତ୍ରରେ ତୃଣମୂଳ ସ୍ତରରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି ବୋଲି...
ନାଲକୋ କ୍ଷମତା ବୃଦ୍ଧି ପାଇଁ ପତ୍ର
ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ବାର୍ଷିକ କ୍ଷମତା ୧ ମିଲିୟନ ଟନ୍ ବୃଦ୍ଧି କରିବା ପାଇଁ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିବା ପରେ ଏ ସମ୍ବନ୍ଧରେ ତାଙ୍କୁ ପତ୍ର ଲେଖି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଅନୁଗୁଳ ଜିଲ୍ଲାର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଫିଡର କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ (ସିପିପି)...
ଶପଥ ନେଲେ ଜଷ୍ଟିସ୍ ଏସ୍. ମୂରଲୀଧର
କଟକ: ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏସ୍. ମୁରଲୀଧର । ରାଜଭବନରେ ଆଜି ଏହି ଶପଥ ପାଠ ଉତ୍ସବ ଆୟୋଜିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପୂର୍ବାହ୍ନ ପ୍ରାୟ ୮ଟା ୩୦ରେ ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟମାନେ ରାଜଭବନ ପରିସରରେ ପହଞ୍ଚିଥିଲେ । ଏହାପରେ ସକାଳ ପ୍ରାୟ ୯ଟା ୩୦ରେ ଶପଥ ପାଠ ଉତ୍ସବ ଆୟୋଜିତ ହୋଇଥିଲା । ଏହି...
Orissa High Court New CJ Sworn In
Dr.Justice S Muralidhar on Monday took oath as the 32nd Chief Justice of the Orissa High Court.Governor of Odisha Prof.Ganeshi Lal administered the oath of office at Raj Bhawan here. A simple Oath taking ceremony of Dr.Justice S Muralidhar was attended by Minister Law Pratap Jena, Leader of Opposition, Pradipta Kumar Naik, Chief Secretary, Suresh Chandra Mohapatra, DGP Abhay ACS...
କେନ୍ଦ୍ରରୁ ମିଳିଛି କମ୍ ଅର୍ଥ
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ଯେତେ ଅର୍ଥ ସଂଗ୍ରହ କରିବେ ବୋଲି ଲକ୍ଷ୍ୟ ରଖିଥିଲେ । ଗତ ଡିସେମ୍ବର ସୁଦ୍ଧା ତାହାର ପ୍ରାୟ ୫୪ ପ୍ରତିଶତ ସଂଗୃହୀତ ହୋଇଥିବା ବେଳେ ଶେଷ ତିନିମାସରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା କଷ୍ଟକର ବ୍ୟାପାର ହୋଇପାରେ । ଏଠାରେ ଉଲ୍ଲେଖନୀୟ ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧ଲକ୍ଷ ୨୪ହଜାର ୩୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଡିସେମ୍ବର ସୁଦ୍ଧା ୬୭ହଜାର ୫୪୩ କୋଟି ୫୯...
ଓମ୍ଫେଡ୍ ଦେଉନି କମିଶନ ଅର୍ଥ
ଭୁବନେଶ୍ୱର : କମିଶନି ଅର୍ଥ ବନ୍ଦ ଯୋଗୁଁ ଓମ୍ଫେଡ୍ର ଦୁଗ୍ଧ ସଂଗ୍ରହ ଏବେ ସଙ୍କଟରେ । ଘରୋଇ ଦୁଗ୍ଧ କମ୍ପାନୀମାନେ ଓମ୍ଫେଡ୍ ଠାରୁ ୫ରୁ ୬ଗୁଣ ଅଧିକ କମିଶନି ଦେଇ କ୍ଷୀର ସଂଗ୍ରହ ବଢାଇ ଚାଲିଥିବାବେଳେ ଓମ୍ଫେଡ୍ର କମିଶନି ଅର୍ଥ ଲିଟର ପିଛା ୫ପଇସା ବଢିଥିଲେ ମଧ୍ୟ ତାହା ବି ନିୟମିତ ପ୍ରଦାନ କରାଯାଉନାହିଁ । ଓମ୍ଫେଡ୍ କର୍ତ୍ତୃପକ୍ଷ ଗାଁ ଗହଳରେ ଦୁଗ୍ଧ ସଂଗ୍ରହ କରୁଥିବା ସମିତିର ସମ୍ପାଦକମାନଙ୍କୁ ଲିଟର ପିଛା ୧୦ ପଇସା କମିଶନି ପ୍ରଦାନ କରୁଥିଲେ । ଏହି ଅର୍ଥ ହେଉଛି...
Flow Of Funds Slows
Slowing down of funds flow from the Central kitty has come as a major worry for the financial administrators in the State even as it has chalked out an ambitious annual Budget with the hope that the Union Government will be able to fund its required amount of share during the COVID-19 pandemic. Odisha Government is expecting Rs.36,299.74 crore from...