ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ର ଶୁଭାରମ୍ଭ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ େୱବ୍‌ଭିତ୍ତିକ ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ର ଶୁଭାରମ୍ଭ ହୋଇଛି । ଏହା ଦାପ୍ତରିକ କାର୍ଯ୍ୟ ପରିଚାଳନାରେ ତ୍ରୁଟିହୀନ ସେବା ଯୋଗାଇଦେବ । ଦପ୍ତର ପରିଚାଳନା, କମ୍ପାନୀମାନଙ୍କୁ ସ୍ଥାନ ଆବଣ୍ଟନ, ବିଭିନ୍ନ ଦେୟ ସଂଗ୍ରହ, ସବ୍‌ସିଡି ପରିଚାଳନା ଓ ଆପତ୍ତି-ଅଭିଯୋଗର ସମାଧାନ ପରି ବିଭିନ୍ନ ଦାପ୍ତରିକ କାର୍ଯ୍ୟକଳାପ ନିମନ୍ତେ ଏହା ସ୍ୱୟଂକ୍ରିୟ ସେବା ପ୍ରଦାନ କରିବ । କ୍ରୀଡ଼ା ଓ ଯୁବସେବା, ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି...

1929 Manages Over 3 Lakh Calls

Bhubaneswar: Proving its mettle as an important establishment to help citizens during the COVID-19 pandemic, the 1929 24X7 City Call Centre of the Bhubaneswar Municipal Corporation has managed more than 3 lakh calls by the day ending yesterday. The Call Centre by July 21 has managed 3, 02,706 calls including incoming and outgoing calls. While the Call Centre has received...

ଲଘୁଚାପ ପ୍ରଭାବରେ ବଡ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ବଡ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ଓଡ଼ିଶା ଉପକୂଳରେ ଏହି ଲଘୁଚାପର ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ଶନିବାର ଅପରାହ୍ଣ ସୁଦ୍ଧା ଏହା ଉତର ଆଡକୁ ମୁହାଁଇ ବିହାର ଅଭିମୁଖେ ଯିବ ବୋଲି ସିଇସି ବୁଲେଟିନରେ କୁହାଯାଇଛି । ଏହାର...

Low Pressure Brings Rain

0

Bhubaneswar: A fresh low pressure area has formed over the Northwest Bay of Bengal and its neighbourhood on Thursday, Indian Meteorological Department (IMD) said. Under the influence of the low pressure, several places in Odisha are likely to witness rainfall activities for four days. "Under the influence of yesterday's cyclonic circulation a Low Pressure Area has formed today over the North...

ଚିନ୍ତା ବଢାଇଲାଣି କେନ୍ଦ୍ରୀୟ ଅନୁଦାନ ହ୍ରାସ

0

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରାଜ୍ୟରେ ଅଧିକ ସମ୍ବଳର ଆବଶ୍ୟକତା ଥିବାବେଳେ କେନ୍ଦ୍ରରୁ ଉଦବେଗଜନକ ଭାବେ ଅନୁଦାନ ହ୍ରାସ ଘଟିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଚଳିତ ଆର୍ôଥକ ବର୍ଷର ଜୁନ୍‍ମାସ ଶେଷସୁଦ୍ଧା କେନ୍ଦ୍ରୀୟ ଅନୁଦାନ ବାବଦରେ ୩୨ ପ୍ରତିଶତ କମ୍‍ ଅର୍ଥ ମିଳିଛି । ଅନୁଧ୍ୟାନରୁ ଜଣାପଡିଛି ଯେ ଗତ ଆର୍ଥିକବର୍ଷ ଜୁନ୍‍ ଶେଷସୁଦ୍ଧା କେନ୍ଦ୍ରୀୟ ଅନୁଦାନ ବାବଦରେ ପ୍ରାୟ ୮୫୦୦କୋଟି ଟଙ୍କା ମିଳିଥିବାବେଳେ ଚଳିତ ଆର୍ଥିକବର୍ଷର ଜୁନ୍‍ ଶେଷ ସୁଦ୍ଧା ଏ ବାବଦରେ ୫୭୦୦ କୋଟି ଟଙ୍କା ମିଳିଛି...

ସ୍କୁଲ ଖୋଲିବା ନେଇ ଦ୍ୱନ୍ଦ

0

ଭୁବନେଶ୍ୱର : କରୋନାର ତୃତୀୟ ଲହର ମୁଣ୍ଡଉପରେ ଥିବାବେଳେ ବିଦ୍ୟାଳୟ ଖୋଲିବାପାଇଁ ନିଆଯାଇଥିବା ନିଷ୍ପତ୍ତିରେ ବହୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଆତଙ୍କିତ । ଦ୍ୱିତୀୟ ଲହରରେ ଅନେକ ଶିଶୁ ଆକ୍ରାନ୍ତ ହୋଇଥିବା ପରିପ୍ରେକ୍ଷୀରେ ବହୁ ଅଭିଭାବକ ଏବେ ପିଲାଙ୍କୁ ଛାଡିବାକୁ ସାହସ କରିପାରୁ ନାହାନ୍ତି । ଚଳିତମାସ ୨୬ତାରିଖରୁ ଦଶମ ଓ ଦ୍ୱାଦଶ ଏବଂ ଅଗଷ୍ଟ ୧୬ତାରିଖରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବାପାଇଁ ନିଷ୍ପତ୍ତି ନିଆଯାଇଛି । କରୋନା କଟକଣାକୁ ଏ ପରିପ୍ରେକ୍ଷୀରେ କଡାକଡି ଭାବେ ବିଦ୍ୟାଳୟ କର୍ତ୍ତୃପକ୍ଷ ଲାଗୁ କରିବେ...

ରଥ ଉପରେ ସୁନା ବେଶ

ପୁରୀ: କୋଭିଡ ପ୍ରତିବନ୍ଧକ ଯୋଗୁଁ ବିନା ଭକ୍ତରେ ବୁଧବାର ଦିନ ତିନି ଠାକୁର -ଭଗବାନ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଭଗବାନ ଜଗନ୍ନାଥଙ୍କୁ ୨୦୦ କିଲୋଗ୍ରାମରୁ ଅଧିକ ସୁନା ଅଳଙ୍କାରରେ ରଥ ଉପରେ ସୁନାବେଶ କରାଯାଇଥିଲା । ବାହୁଡା ଯାତ୍ରାର ଗୋଟିଏ ଦିନ ପରେ ଅଳଙ୍କାରରେ ସଜ୍ଜିତ ହୋଇ ସୁନା ବେଶ ହୋଇଥାନ୍ତି ଶ୍ରୀଜୀଉ । ଅଶାଢ ଶୁକ୍ଲ ଏକାଦାଶୀ ତିଥି କିମ୍ବା ଆଶାଢ ମାସରେ ଏକାଦଶ ଶୁଳ୍କ ପକ୍ଷରେ ଏହା ଅନୁଷ୍ଠିତ ହୋଇଥାଏ । ପ୍ରକାଶ ଥାଉକି, କୋଭିଡ ମହାମାରୀ ଯୋଗୁଁ ଲଗାତାର ଦ୍ୱିତୀୟ...

Digital Asset Register Soon

Bhubaneswar: Odisha will be having Digital Asset Register (DAR) in coming 2-3 Months time as it is a priority of the State Government to put in place the system, which can be assessed by the citizen. While Odisha Space Application Center (ORSAC) has been roped in as the Technical Partner in development of the Asset Register of the State, Odisha...

Odisha Gets 25 % Less Central Transfer

0
Tax Collection

Bhubaneswar: While Odisha Government is eying for more and more Central Grants and Share Tax from the Union Government during COVID-19 Pandemic, funds flow from Central Kitty has gone down by 25 Percent during First Quarter of 2021-22 Fiscal. According to Budget Estimate of 2021-22, Total Revenue Receipt  has been targeted at Rs.1,25,600 Crore out of which Total Central Transfer...

ଗଣମାଧ୍ୟମ ପ୍ରବକ୍ତାଙ୍କୁ ନିରଞ୍ଜନଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ଗଣମାଧ୍ୟମ ବିଭାଗର ପ୍ରବକ୍ତା ତଥା ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ, ଆବାହକ, ସଂଯୋଜକ ଓ ସାମାଜିକ ଗଣମାଧ୍ୟମ ବିଭାଗର ମୁଖ୍ୟ, ରାଜ୍ୟ ଯୁବ ଓ ଛାତ୍ର ବିଭାଗର ପ୍ରବକ୍ତା ମାନଙ୍କୁ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁମନ୍ତ୍ର ଦେଇଛନ୍ତି । ଏହି ଅବସରକରେ ପିସିସି ସଭାପତି କହିଛନ୍ତି ଯେ ଆପଣମାନେ କଂଗ୍ରେସ ଦଳର ଆଖି, କାନ ଓ ପାଟି ତେଣୁ ଆପଣମାନେ କଂଗ୍ରେସ ଦଳର ଯୋଜନା, ନୀତି, ଆର୍ଦଶ ଓ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ...