ଲୋକଙ୍କ ଆସ୍ଥା ବୃଦ୍ଧି କର
ଭୁବନେଶ୍ୱର : ବିଭିନ୍ନ ସରକାରୀ ସେବା ପ୍ରଦାନରେ ଜନ ସାଧାରଣଙ୍କ ଆସ୍ଥା ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଆଲୋଚନା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ସେ କହିଥିଲେ ଯେ ସ୍ୱଚ୍ଛ ଓ ନିରପେକ୍ଷ ପ୍ରକ୍ରିୟା ମାଧ୍ୟମରେ ସମୟାନୁବନ୍ଧିତ ସେବା ପ୍ରଦାନ କଲେ ଲୋକଙ୍କ ମନରେ ସେବା ପ୍ରଦାନ ବିଷୟରେ ସନ୍ତୋଷ ସୃଷ୍ଟି ହେବ ଏବଂ...
୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର : ଦୁର୍ନୀତି ଓ ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଜେଲ ଡି.ଆଇ.ଜି., ଜଣେ କମାଣ୍ଡାଣ୍ଟ, ଜଣେ ଡି.ଏସ୍.ପି., ଜଣେ ଡେପୁଟି କମାଣ୍ଡାଣ୍ଟ ଥିବା ବେଳେ ୨ ଜଣ ଖଣି ଅଧିକାରୀ ଓ ଜଣେ ସି.ଡି.ପି.ଓ. ଅନ୍ତର୍ଭୁକ୍ତ ଅଟନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଜୀବନରେ ସାଧୁତା ଓ ନୈତିକତା ଉପରେ ଗୁରୁତ୍ବ ଦେଇ ଆସିଛନ୍ତି । ଅପାରଗ ତଥା ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଶୂନ୍ୟ...
Odisha Gets Rs.2370 Cr
Odisha has received Rs.208.08 Crore on Monday as the Ministry of Finance has released the 10thweekly installment of Rs.6,000 Crore to the States to meet the GST compensation shortfall. So till date Odisha has received Rs.2370.37 Crore out of Rs.2858 Crore additional borrowing allowed for the State by the Union Government. Odisha Government is receiving the quota of additional borrowing as...
BJD BJP Face Off
Governing BJD and Opposition BJP have entered into a slugfest over the political violence at Mahanga in Cuttack district where two persons including a saffron party leader were killed. While BJP highlights the rise in political violence in the state during the BJD regime, the ruling party claimed that the State Government adopts a zero tolerance to political violence. Meanwhile, BJP...
ଶେଷ ତିନି ମାସରେ ଖର୍ଚ୍ଚ ବୃଦ୍ଧି ଯୋଜନା
ଭୁବନେଶ୍ୱର : ଆର୍ଥିକ ବର୍ଷର ଶେଷ ତିନିମାସରେ ଉଭୟ ଯୋଜନା ଓ ପ୍ରଶାସନିକ ବ୍ୟୟକୁ ଜୋରଦାର କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ବିଶେଷକରି ଯୋଜନା ବ୍ୟୟ କିଭଳି ଅଧିକ ହେବ ସେଥିପାଇଁ ରୂପରେଖ ପ୍ରସ୍ତୁତ ହୋଇଥିବା ଜଣାଯାଇଛି । ୨୦୨୦-୨୧ଆର୍ଥିକ ବର୍ଷରେ ଉନ୍ନୟନ ବାବଦ ବ୍ୟୟ ୧୭.୩୯ ପ୍ରତିଶତ ହେବାର ଲକ୍ଷ୍ୟ ଥିବାବେଳେ କୋଭିଡ ମହାମାରୀ ଯୋଗୁଁ ନଭେମ୍ବର ଶେଷସୁଦ୍ଧା ଏହା ୭ପ୍ରତିଶତକୁ ହ୍ରାସ ପାଇଛି । ଏଭଳି ବ୍ୟୟ ହ୍ରାସ ପାଇଁ କୋଭିଡ ମହାମାରୀକୁ ଦାୟୀ କରାଯାଉଛି । ସରକାରୀ...
ସି ପ୍ଲେନ ତାଲିକାରେ ଓଡିଶା ନାହିଁ
ଭୁବନେଶ୍ୱର : କେନ୍ଦ୍ର ସରକାର ଦେଶର ବିଭିନ୍ନ ସ୍ଥାନରେ ‘ସି ପ୍ଲେନ୍’ ଚଳାଚଳ ପାଇଁ ତାଲିକା ପ୍ରସ୍ତୁତ କରିଥିବାବେଳେ ଓଡିଶା ଏଥିରୁ ବାଦ୍ ପଡିଛି । କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟ ପକ୍ଷରୁ ଏସ୍ପିଭି ଜରିଆରେ ଆଗ୍ରହୀ ବିମାନ କମ୍ପାନୀଙ୍କୁ ନେଇ ନିର୍ଦ୍ଧିଷ୍ଟ କେତେକ ପଥରେ ଏହା ଚଳାଚଳ ପାଇଁ ପଦକ୍ଷେପ ନିଆଯାଉଛି । ପର୍ଯ୍ୟଟନ ବିଶେଷଜ୍ଞମାନେ ରାଜ୍ୟର ତିନିଟି ରୁଟ୍ରେ ସି ପ୍ଲେନ ଚଳାଚଳ ସପକ୍ଷରେ ମତ ଦେଉଛନ୍ତି । ଏଗୁଡିକ ହେଲା ଭୁବନେଶ୍ୱରରୁ ପୁରୀ ଭାୟା ଚିଲିକା,...
State Scales Up Spending
State Government has decided to scale up both program and administrative expenditure during the next three months to boost the economy, officials said on Monday. More spending on programme is planned and the details are being chalked out in this regard, the officials said. While 17.39 per cent developmental expenditure was planned during 2020-21 fiscal, it came down to a meager...
Seaplane Destinations Elude Odisha
No destination in Odisha is among the list of destinations under seaplane operation across the country envisaged by the Centre. The Ministry of Ports, Shipping and Waterways is initiating the process of commencing operations of the service on select routes under a special purpose vehicle (SPV) framework through prospective airline operators. But no destination is Odisha is in the list it...
Berhampur Gets 5T Boost
Chief Minister Naveen Patnaik on Monday said that the State Government is making all efforts to make Berhampur an ideal city. "Berhampur has always been of special importance to me. I think I have always kept a close eye on the development of Berhampur and Ganjam," he said inaugurating the restoration and beautification of Ramlingeshwar Reservoir in the silk city. CM Mr.Patnaik...
State Asks For Session Sites
State Government has directed the District Collectors to identify Session Sites and Five Member Team for each Session Sites for COVID-19 Vaccination of Health Care Workers(HCW)s. ACS Health & Family Welfare, Pradipta Kumar Mahapatra has written to all the District Collectors and Municipal Commissioners of Five Municipal Corporations on 4 January in this regard. Mr.Mohapatra has said that as per Operational...