Veteran Actor Atal No More

0

Sambalpur: Veteran Actor, Atal Bihari Panda, a renowned playwright and lyricist, died due to old age-related ailments at VIMSAR, Burla in Sambalpur district on Saturday, family sources said. He was 92. Mr.Panda had lost his wife a few days ago, they said. Born in Binika village in Subarnapur district, Mr.Panda started acting in theatre in 1944. He had acted in...

War Of Words On SDG

Bhubaneswar: Governing BJD and Opposition BJP got engaged in a war of words over the recent Sustainable Development Goals (SDG) India Index of Niti Aayog for 2020-21.  Bhubaneswar MP and BJP National Spokesperson Aparajita Sarangi demanded the State Government to clarify certain issues. Ms.Sarangi slammed the State government saying that after 21 years of the BJD government, 33 per cent of...

ସମରେ କର୍କଟ ପୀଡିତ ଶିଶୁଙ୍କ ଚିକିତ୍ସା ଉପଲବ୍ଧ

0

ଭୁବନେଶ୍ୱର  : ଜାତୀୟ କର୍କଟ ସରଭାଇଭର ଦିବସ ବା National cancer Survivor Day ପ୍ରତିବର୍ଷ ଜୁନ ମାସ ପ୍ରଥମ ରବିବାର ପାଳନ କରାଯାଏ।  ଏହି ଦିବସ ଦର୍ଶାଇଥାଏ ଯେ "କର୍କଟ ରୋଗ ଚିହ୍ନଟ ପରେ ମଧ୍ୟ ଜୀବନର ବାସ୍ତବତା ରହିଥାଏ" । National Cancer Survivors Day ଫାଉଣ୍ଡେସନ କର୍କଟରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ "କର୍କଟ ରୋଗ ସହ ବଞ୍ଚିଥିବା ଜଣେ ବ୍ୟକ୍ତି- ରୋଗ ଚିହ୍ନଟ ହେବା କ୍ଷଣ ଠାରୁ ବାକି ଥିବା ଜୀବନ ପର୍ଯ୍ୟନ୍ତ" ବୋଲି ବ୍ୟାଖ୍ୟା କରେ ।...

Black Fungus Treatment Ward In SCB

0

Cuttack: For the treatment of Black Fungus (Mucormycosis), a special 30-bedded ward has been opened at States premier medical institution—SCB Medical College and Hospital in Cuttack. The special ward has been opened at the upper floor of the ENT department in the aftermath of reporting of two suspected black fungus cases in the hospital, said SCB Medical Colleges Emergency Officer,...

ଭର୍ଚୁଆଲ ଟୁରରେ ଲାଂଜିଆ ସଉରା ଘର

0

ଭୁବନେଶ୍ୱର : କରୋନା ସଂକ୍ରମଣ ଯୋଗୁଁ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଦର୍ଶକମାନଙ୍କ ପାଇଁ ଭର୍ଚୁଆଲ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ଜୁନ୍‌ ୬ ତାରିଖ ଦିନ ଟୁଇଟର ଓ ଫେସ୍‌ବୁକ୍‌ ପେଜ୍‌ @stscdev, @scstrti ଖୋଲି ଲାଂଜିଆ ସଉରାଙ୍କ ଘର ବିଷୟରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି । ଲାଂଜିଆ ସଉରା ଜନଜାତିମାନେ...

ରେକର୍ଡ ପରିମାଣର ବ୍ରାଉନ୍ ସୁଗର ଓ ଗଞ୍ଜେଇ ଜବତ

ଭୁବନେଶ୍ୱର : ବ୍ରାଉନ ସୁଗର ଏବଂ ଗଞ୍ଜେଇ ଭଳି ନିଶା କାରବାର ଉପରେ ରାଜ୍ୟ ପୋଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ବିଗତ କିଛି ଦିନ ଧରି ରାଜ୍ୟ ପୋଲିସ୍ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣରେ ବ୍ରାଉନ୍ ସୁଗର ଏବଂ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଗତ କିଛି ବର୍ଷ ଧରି ପୋଲିସ୍ ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣରେ ବ୍ରାଉନ୍ ସୁଗର ଜବତ୍ କରିବାରେ ସକ୍ଷମ ହୋଇଛି । ବିଗତ ୪ ବର୍ଷର...

Rajaswa Ratha Delivers Service At Doorsteps

Berhampur: T Apang Ao, Revenue Divisional Commissioner (RDC) Southern Division has distributed Record of Rights (RoR) to the people directly, thanks to the innovative overdrive for delivery of Public Services through ‘Rajaswa Ratha’. Mr.Ao during COVID-19 Pandemic rushed to villages and met the people to handover their RoR near their homes. Delivery of Public Service through ‘Rajaswa Ratha’ is priority of...

ଓଡିଶାରେ ପ୍ରଥମ ବାୟୋ ଫ୍ଲକ ଚିଙ୍ଗୁଡି ଚାଷ

ଭୁବନେଶ୍ୱର : ବାୟୋ ଫ୍ଲକ ପ୍ରଣାଳୀରେ ରାଜ୍ୟରେ ବିଭିନ୍ନ ପ୍ରକାର ମାଛ ଚାଷ ହେଉଥିବାବେଳେ ପ୍ରଥମଥର ପାଇଁ ବାଗଦା ଚିଙ୍ଗୁଡି ଚାଷ ଆରମ୍ଭ ହୋଇଛି । ରାଜ୍ୟରେ ଏହାକୁ ଆରମ୍ଭ କରିଛନ୍ତି ଅନ୍ୟତମ ସଫଳ ଯୁବ ଉଦ୍ୟୋଗୀ ମାନସ ଚୌଧୁରୀ । ବୟାଶିଳମୌଜାରେ ନିଜସ୍ୱ ବାୟୋ ଫ୍ଲକ ଫାର୍ମରେ ଆରମ୍ଭ ହୋଇଥିବା ଏହି ଚିଙ୍ଗୁଡି ଚାଷ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି । ବାଗଦା ଚିଙ୍ଗୁଡି ଚାଷ ସଂକ୍ରାନ୍ତରେ ଶ୍ରୀ ଚୌଧୁରୀ କହିଛନ୍ତି ଯେ ତାଙ୍କ ଫାର୍ମରେ ୫୦ହଜାର ଲିଟର ବିଶିଷ୍ଟ ୪ଟି ବୃହତ୍‍...

ବିଚାରପତି ପଦବୀ ଖାଲି ସହିତ ବଢୁଛି ମାମଲା

ଭୁବନେଶ୍ୱର : ଓଡିଶା ହାଇକୋର୍ଟରେ ମାମଲା ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବିଚାରପତି ସଂଖ୍ୟା କିନ୍ତୁ କମ୍‍ ରହୁଛି । ରାଜ୍ୟବାସୀଙ୍କୁ ନ୍ୟାୟ ଦେଉଥିବା ଏହି ଉଚ୍ଚ ନ୍ୟାୟାଳୟର ଖାଲି ପଡିଥିବା ବିଚାରପତି ପଦବୀ ସବୁ କେବେ ପୂରଣ ହେବ ଏବଂ ମାମଲା ସଂଖ୍ୟାକୁ ଦୃଷ୍ଟରେ ରଖି ଅଧିକ ବିଚାରପତି ପଦବୀ କେବେ ସୃଷ୍ଟିହେବ ସେଥିଘେନି ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ କାହା ପାଖରେ କିଛି ଖବର ନାହିଁ । ଓଡିଶା ହାଇକୋର୍ଟ ଲାଗି ମୋଟ୍‍ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ରହିଛି । ଏଥିରୁ ଏବେ...

ନିରାଶ୍ରୟଙ୍କୁ କରୋନା ଟିକା

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୀମା ମଧ୍ୟରେ ଥିବା ସହରାଂଚଳ ଆଶ୍ରୟସ୍ଥଳୀରେ ହୋଇଛି ଟିକାକରଣ । କମିଶନର ସଞ୍ଜୟ କୁମାର ସିଂହ ଏହି ଟିକାକରଣକୁ କରିବାକୁ ନିର୍ଦ୍ଦେଶ ଦେବାପରେ ଏହି ଟିକାକରଣ ଆରମ୍ଭ କରାଯାଇଛି । ଆରମ୍ଭ ହୋଇଥିବା ଏସ୍ ୟୁ ଏଚ୍ ଗୁଡ଼ିକ ହେଲା-ଚନ୍ଦ୍ରଶେଖରପୁର (ନର୍ଥଜୋନ୍‌), ଭୀମ୍‌ପୁର ଏବଂ ଗଙ୍ଗନଗର (ଦକ୍ଷିଣ-ପଶ୍ଚିମ ଜୋନ୍‌) ଏବଂ ଅଶୋକନଗର (ଦକ୍ଷିଣ-ପୂର୍ବ ଜୋନ୍‌) । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ପାଖାପାଖି ୧୨୦ ଜଣ ଅନ୍ତେବାସୀଙ୍କୁ ଆଜି ଟିକାକରଣ କରାଯାଇଛି...