Workshop On SDG
Bhubaneswar: Chief Secretary Suresh Chandra Mahapatra, Principal Secretary School and Mass Education Bishnupada Sethi, Principal Secretary Panchayati Raj and Drinking Water Ashok Kumar Meena, Principal Secretary Labour and ESI Chitra Arumugam along with senior officers participated in a validation workshop organised jointly by the United Nations and NITI Aayog on virtual mode. The workshop was organised under the co-chairmanship of...
ରାଜସ୍ୱ ଆୟ ଦେଢ ଲକ୍ଷ କୋଟିକୁ ଟପିଲା
ଭୁବନେଶ୍ୱର : ଓଡିଶା ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ୍ ୧.୫୨ ଲକ୍ଷ କୋଟି ଟଙ୍କାର ରାଜସ୍ୱ ପାଇଛନ୍ତି ଯାହାକି ଏକ ରେକର୍ଡ । ସରକାର ୨୦୨୧-୨୨ ରେ ୧.୨୫ଲକ୍ଷ କୋଟି ଟଙ୍କାର ରାଜସ୍ୱ ପାଇବାର ଲକ୍ଷ୍ୟ ରଖିଥିବାବେଳେ ଆଦାୟ ରାଜସ୍ୱ ଏହାକୁ ଅତିକ୍ରମ କରିଯାଇଛି । ୨୦୨୧-୨୨ ବଜେଟ୍ରେ ୧,୨୫,୬୦୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ଆର୍ଥିକବର୍ଷ ଶେଷ ସୁଦ୍ଧା ମୋଟ୍ ୧,୫୨,୫୨୮ କୋଟି ଟଙ୍କା ମିଳିପାରିଛି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ...
୨୦୨୧-୨୨ ଅବକାରୀ ଚଢଉକୁ ବଡ ସଫଳତା
ଭୁବନେଶ୍ୱର : ଅବକାରୀ ବିଭାଗ ସକ୍ରିୟତା ଓ ବ୍ୟାପକ ଧରପଗଡ ଯୋଗୁଁ ଜବତ ସାମଗ୍ରୀ ସହିତ ମାମଲା ସଂଖ୍ୟା ଓ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୋଟିଏ ବର୍ଷରେ ଜବତ ସାମଗ୍ରୀର ମୂଲ୍ୟ ୮୭ ପ୍ରତିଶତରୁ ଅଧିକ ବଢିଥିବାବେଳେ ମାମଲା ଓ ଗିରଫ ବ୍ୟକ୍ତିଙ୍କ ସଂଖ୍ୟାରେ ଯଥାକ୍ରମେ ୫୮ ଓ ୭୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ଅବକାରୀ କମିଶନର ଆଶିଷ କୁମାର ସିଂହ ଆଜି କରିଥିବା ସମୀକ୍ଷାରୁ ଏହା ଜଣାଯାଇଛି । ୨୦୨୧-୨୨ ବର୍ଷର ଅବକାରୀ ଧରପଗଡ ନେଇ...
ସମ୍ରେ ବିଶ୍ୱ ପାର୍କିନ୍ସନ ଦିବସ ପାଳନ
ଭୁବନେଶ୍ୱର : ପାର୍କିନ୍ସନ୍ ରୋଗ ଓ ଏ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏପ୍ରିଲ୍ ୧୧ରେ ବିଶ୍ୱ ପାର୍କିନ୍ସନ୍ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ପ୍ରସଙ୍ଗ “ଇଂଟିଗ୍ରେଟିଙ୍ଗ୍ ହେଲ୍ଥକେୟାର: ଅଲ୍ ଅଣ୍ଡର ୱାନ୍ ରୁଫ୍” ରହିଥିବା ବେଳେ ଏହି ରୋଗର ନିରାକରଣ ନେଇ ସମ୍ର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଏକ ୱାକାଥନ ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୋମବାର ସକାଳୁ ସମ୍ ହସ୍ପିଟାଲ୍ର ବ୍ଲଡ ବ୍ୟାଙ୍କ ସମ୍ମୁଖରେ ଏକ...
ସାଂସ୍କୃତିକ କାର୍ଯ୍ୟକ୍ରମ ଦଳଗତ ମନୋଭାବ ସୃଷ୍ଟି କରେ
ଭୁବନେଶ୍ୱର : ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂ୍କୃତିକ ଓ କ୍ରୀଡ଼ା ସସଦର ବାର୍ଷିକ ଉତ୍ସବ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି। ନିଜର ଉଦ୍ଘାଟନୀ ଅଭିଭାଷଣରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ସାଂସ୍କୃତିକ କାର୍ଯ୍ୟକ୍ରମ ପରସ୍ପର ମଧ୍ୟରେ ଦଳଗତ ମନୋଭାବ ସୃଷ୍ଟି କରିଥାଏ। ସାଧାରଣ ପ୍ରଶାସନ ସାଂସ୍କୃତିକ ସଂସଦର ସଦସ୍ୟମାନେ ସଠିକ୍ ଭାବେ ନିଜର ଅଫିସ କାର୍ଯ୍ୟ ସଂପାଦନ କରିବା ସହ ସାମାଜିକ ଓ ସାଂସ୍କୃତିକ...
ମଇ ୧ରୁ ରବି ଧାନ ସଂଗ୍ରହ
ଭୁବନେଶ୍ୱର : ରାଜ୍ୟର ୧୭ଟି ଜିଲ୍ଲାରେ ଚଳିତ ରବିଧାନ ସଂଗ୍ରହ କାର୍ଯ୍ୟ ମଇ ୧ ତାରିଖରୁ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ପଡ଼ୋଶୀ ରାଜ୍ୟର ଅନଧିକୃତ ଧାନ ଯେପରି ମଣ୍ଡିରେ ପ୍ରବେଶ କରି ନପାରିବ, ସେଥି ନିମନ୍ତେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହିସବୁ ଜିଲ୍ଲାର ସ୍ଥିରୀକୃତ ମଣ୍ଡିରେ ପଂଜୀକୃତ ଓ ଯାଞ୍ଚ ହୋଇଥିବା ପ୍ରକୃତ ଚାଷୀ ଯେପରି ରବିଧାନ ବିକି୍ର କରି ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ପାଇପାରିବେ, ସେଥି ନିମନ୍ତେ କ୍ଷେତ୍ର ଅଧିକାରୀମାନେ...
State Excise Creates Record in 2021-22
Cuttack: Directorate of Excise in Odisha has created a record on seizure of illegal excise materials and arrest on such cases during the financial year 2021-22. The Team Excise headed by Ashish Kumar Singh, Commissioner of Excise have seized excise materials including drugs worth Rs 133 crores in the year 2021-22, while such materials of Rs 71 crores were seized...
ଓଡିଶା ଆସୁଛନ୍ତି ୧୦ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର : ଦେଶବ୍ୟାପୀ ‘ସାମାଜିକ ନ୍ୟାୟିକ ପକ୍ଷ’ ପାଳନ ଅବସରରେ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ସାଧାରଣ ଜନତାଙ୍କୁ ଅବଗତ କରାଇବା ସହ ସଚେତନ ସୃଷ୍ଟି କରୁଛନ୍ତି । ଏହି ଅବସରରେ ଅନୁନ୍ନତ ଜିଲ୍ଲା ଭାବେ ଚିହ୍ନଟ ହୋଇଥିବା ଦେଶର ଆକାଂକ୍ଷୀ ଜିଲ୍ଲାଗୁଡିକରେ କେନ୍ଦ୍ରମନ୍ତ୍ରୀମାନେ ଗସ୍ତ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଏବଂ କାର୍ଯ୍ୟକ୍ରମର ବାସ୍ତବ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତଦନୁଯାୟୀ ଓଡିଶାକୁ ୧୦ଜଣ କେନ୍ଦ୍ରମନ୍ତ୍ରୀ ଆସି କାର୍ଯ୍ୟ ସମୀକ୍ଷା କରିବେ ବୋଲି ବିଜେପି ପକ୍ଷରୁ ସୂଚନା...
ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିଲା
ଭୁବନେଶ୍ୱର: ଲୋକା ସେବା ଭବନ, ଖାରବେଳ ଭବନ ଏବଂ ରାଜୀବ ଭବନକୁ ଏପ୍ରିଲ ୧୮ ରୁ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଗୃହ ବିଭାଗର ଓଏସ୍ଡି ତଥା ସ୍ୱତନ୍ତ୍ର ସଚିବ, ପି.ସି. ପ୍ରଧାନ ସରକାରଙ୍କ ଏହି ନିଷ୍ପତ୍ତି ବିଷୟରେ ସମସ୍ତ ବିଭାଗକୁ ସୂଚନା ଦେଇଛନ୍ତି । ଦୁଇ ବର୍ଷର ବ୍ୟବଧାନ ପରେ ତିନୋଟି ରାଜ୍ୟ ମୁଖ୍ୟାଳୟ କାର୍ଯ୍ୟାଳୟ ଜନସାଧାରଣଙ୍କ ପାଇଁ ଖୋଲିବ । ମାର୍ଚ୍ଚ ୨୦୨୦ ରେ କୋଭିଡ -୧୯ ମହାମାରୀ ଆରମ୍ଭ ହେବା ପରେ ଜନସାଧାରଣ ତଥା ସାମ୍ବାଦିକମାନଙ୍କ...
Union Ministers On District Tour
Bhubaneswar: As many as 10 Union Ministers including Dharmendra Pradhan and Ashwini Vaishnaw will visit 10 Aspirational Districts of Odisha to review developmental works undertaken at the ground-level in the districts. As many as 10 Districts of Odisha are covered under the Programme. The Districts are---Nuapada, Rayagada, Nabarangpur, Kandhamal, Kalahandi, Malkangiri, Balangir, Dhenkanal, Koraput and Gajapati. As per schedule, Minister...









