Edu Institutes To Open
Bhubaneswar: With the improvement in Covid-19 situation in the State, the Government has decided to reopen all educational institutions in a phased manner from February 7. Physical teaching for students of class VIII and above will resume from February 7 while the schools will reopen for KG to class VII students from February 14, announced Chief Secretary Suresh Chandra...
Nuapada-Gunupur Rail Extension Waits Sanction
New Delhi: The Centre is yet to sanction the proposed project for extension of Nuapada-Gunupur railway line upto Therubali (79.15 km), Union Minister for Railways Ashwini Vaishnaw informed in Lok Sabha. He said the project was included in the Budget 2017-18 subject to requisite approvals. The Government of Odisha was requested to share 50 per cent cost of construction and...
Polavaram Affects 1002 Families
New Delhi: As many as 1,002 families including 913 tribal families of Odisha are going to be affected due to construction of Polavaram Irrigation Project by Andhra Pradesh. This was informed by Union Minister of State (MoS) for Tribal Affairs, Bishweshwar Tudu in Parliament on 2 February. While replying to a written question of BJD MP Sasmit Patra, Minister Mr.Tudu said the...
ମିଳୁନି ନିୟମିତ ପେନସନ : ଶିକ୍ଷକ ହନ୍ତସନ୍ତ
ଭୁବନେଶ୍ୱର : ପେନସନ ଗଣ୍ଡାକ ନମିଳିବାରୁ ପତ୍ନୀଙ୍କ ଚିକିତ୍ସା ହୋଇପାରିଲା ନାହିଁ । ଅବସର ଗ୍ରହଣର ଦେଢବର୍ଷ ପରେ ବି ସରକାର ପୂର୍ଣ୍ଣ ପେନସନ ଦେଲେନାହିଁ । ପତ୍ନୀଙ୍କ ମୃତ୍ୟୁପରେ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କ ପତିଙ୍କ କାଗଜପତ୍ରକୁ ଭୁବନେଶ୍ୱର ପଠାଇଛନ୍ତି । ଏହି ହତଭାଗ୍ୟ ଶିକ୍ଷକ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ଗଦିଆଁ ବ୍ଲକର ପ୍ରଧାନ ଶିକ୍ଷକ ଅବସରପ୍ରାପ୍ତ ନରୋତ୍ତମ ବେହେରା । ଶ୍ରୀ ବେହେରା ୨୦୨୦ ଜୁନ୍ ମାସରେ ସରକାରୀ ଚାକିରିରୁ ଅବସର ଗ୍ରହଣ କଲେ । ବିଭିନ୍ନ ବିଦ୍ୟାଳୟରେ ୩୯ବର୍ଷ...
IMD Issues Rain Alert
Bhubaneswar: Rains with lightning is likely to occur at a few places in the State during the next two days under the influence of westerly winds, IMD has alerted. Light to moderate rain or thundershower is very likely to occur at a few places over the districts of North Odisha on February 4. Besides, thunderstorms with lightning and hailstorms are very...
ତାଳଚେର-ବିମଳାଗଡ ରେଳପଥ ସରିବ କେବେ?
ଭୁବନେଶ୍ୱର : ତାଳଚେର-ବିମଳାଗଡ ରେଳପଥ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅଟଳ ବିହାରୀ ବାଜପେୟୀ ୨୦୦୩-୦୪ ବର୍ଷରେ ଘୋଷଣା କରିବା ସହ ଏଥିଲାଗି ମଞ୍ଜୁରୀ ମଧ୍ୟ ମିଳିଥିଲା । ତେବେ ଇତିମଧ୍ୟରେ ପ୍ରାୟ ୧୯ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଏହି ରେଳପଥ ନିର୍ମାଣ କାର୍ଯ୍ୟ କେବେ ସରିବ ତାହା କେହି ନିର୍ଦ୍ଦିଷ୍ଟ ଭାବେ କହିପାରୁ ନାହାନ୍ତି । ପ୍ରାୟ ଦେଢ଼ ଶହ କିଲୋମିଟର ଦୈର୍ଘ୍ୟର ତାଳଚେର-ବିମଳାଗଡ ରେଳପଥ କାର୍ଯ୍ୟକାରୀ ହେଲେ ଭୁବନେଶ୍ୱରରୁ ରାଉରକେଲା ମଧ୍ୟରେ ଦୂରତା ୧୦୦ କିଲୋମିଟରରୁ ଅଧିକ କମିବ ।...
SEC Sets Ball Rolling For Urban Poll
Bhubaneswar: The State Election Commission (SEC) has set the ball rolling for the much awaited Urban election in the State. The elections to the Urban Local Bodies (ULBs) have not been conducted since 2018 even as their tenures expired three years ago. Now, Administrators are looking after development and daily affairs of the civic bodies. The delimitation and reservation of seats...
Satyabrata Jagannath Bhajan Hits Music Industry
Bhubaneswar: For the first time top mandarin, Satyabrata Sahu has sung famous Odia Bhajan Jagannatha Ho Kichhi Magunahin Tate…..in a wonderful and enchanting voice, has created sensation in Odisha Music Industry. After listening to the song, no one can say that one can sing it so beautifully, being an amateur singer. Mr.Sahu sang the Bhajan like a professional playback singer. The...
ଚାକିରିରୁ ବରଖାସ୍ତ ହେଲେ ଆଇଏଏସ୍ ବିନୋଦ କୁମାର
ଭୁବନେଶ୍ୱର : ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିନୋଦ କୁମାରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ଶ୍ରୀ କୁମାର ଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ପରେ...
ଦୃଷ୍ଟି ଆକର୍ଷଣ କଲା ନିର୍ମଳାଙ୍କ ଓଡିଶା ପାଟଶାଢୀ
ଭୁବନେଶ୍ୱର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚତୁର୍ଥଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଥିବାବେଳେ ସେ ପିନ୍ଧିଥିବା ଓଡିଶା ପ୍ରସ୍ତୁତ ହାଲକା ଧଳା ପାହାଡି ଥିବା ବାଇଗିଣି ରଙ୍ଗର ବୋମକେଇ ପାଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ମୁଣ୍ଡ ଉପରେ ଉତ୍ତରପ୍ରଦେଶ ନିର୍ବାଚନ ଥିଲେ ମଧ୍ୟ ନିର୍ମଳା ବନାରସୀ ଶାଢୀ ବଦଳରେ ବୋମକେଇ ପାଟକୁ ପସନ୍ଦ କରିଛନ୍ତି । ଏଥିରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କର ଓଡିଶା ପ୍ରତି ଥିବା ଭଲ ପାଇବା ପ୍ରଦର୍ଶିତ ହୋଇଛି । ନିର୍ମଳା ପିନ୍ଧିଥିବା ବୋମକେଇ...









