ଡିଜିଟାଲ ତାଲିମରେ ଓଡିଶାରୁ ୧୭ଲକ୍ଷରୁ ଅଧିକ
ଭୁବନେଶ୍ୱର : ଗାଁ ଗହଳର ଲୋକଙ୍କୁ ଡିଜିଟାଲ କାରବାର ସହିତ ପରିଚିତି ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସଶକ୍ତ ଅଭିଯାନ (ପିଏମ୍ଜିଦିଶା)ରେ ଓଡିଶାର ୧୭ଲକ୍ଷରୁ ଅଧିକ ଲୋକ ତାଲିମ ପାଇଛନ୍ତି । ବିଜେଡି ସାଂସଦ ସୁଜିତ କୁମାରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସଂସଦରେ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ସମଗ୍ର ଦେଶରେ କାର୍ଯ୍ୟକାରୀ...
ପୌର ଭୋଟ ପାଇଁ ଜମିଲାଣି ଭୋଜି ଭାତ
ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଲାଗୁ କରିବା ପୂର୍ବରୁ ସହରାଞ୍ଚଳର ଭୋଟରମାନଙ୍କୁ ନିଜ ପଟକୁ ଆଣିବାପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ଭୋଜି ଭାତର ଆସର ଜମିବା ସହିତ ନେତାମାନେ ବି ସହାୟତାର ହାତ ବଢାଇଲେଣି । ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନ ପରେ ପରେ ପୌର ନିର୍ବାଚନ କରାଇବାକୁ ରାଜ୍ୟ ନିର୍ବାଚନ କମିଶନ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ସହିତ ପୌର...
East Coast Achieves 200MT Milestone
Bhubaneswar: East Coast Railway (ECoR) has achieved 200 MT milestone in loading during the current financial year, till February 14. According to official sources in ECoR, East Coast Railway has loaded 200.50MT of freight during April 1, 2021 to February 14, 2022 as against 173.82 MT carried in the corresponding period of last fiscal, registering a 15% growth. The East...
ଲିଙ୍ଗଗତ ସମାନତା ସୁଦୃଢ଼ ପାଇଁ ହେବ ଚୁକ୍ତିନାମା
ଭୁବନେଶ୍ୱର : ରାଜ୍ୟରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ରାଜ୍ୟ ଜେ-ପାଲ୍ ସହିତ ଏକ ଅଣଆର୍ଥିକ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛି । ବିଦ୍ୟାଳୟ ଯାଉଥିବା କିଶୋରକିଶୋରୀମାନଙ୍କ ମଧ୍ୟରେ ଲିଙ୍ଗଗତ ମନୋଭାବ ଏବଂ ଆଚରଣ ପରିବର୍ତ୍ତନ କରି ଏହା ଲିଙ୍ଗଗତ ସମାନତାକୁ ତ୍ୱରାନ୍ୱିତ କରିବ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆର୍ଥିକ ଖର୍ଚ୍ଚ ଜଡ଼ିତ ନୁହେଁ ଏବଂ ଓଡ଼ିଶା ସରକାରଙ୍କଠାରୁ ସର୍ବନିମ୍ନ ପ୍ରକାରର ସହାୟତା ଆବଶ୍ୟକ । କାର୍ଯ୍ୟକ୍ରମଟି ଷଷ୍ଠରୁ ଦଶମ ଶ୍ରେଣୀ ପାଇଁ ବିଦ୍ୟାଳୟ ପାଠ୍ୟକ୍ରମରେ ଲିଙ୍ଗଗତ ସମାନତା ପାଠ୍ୟକ୍ରମକୁ...
୮୦ ପ୍ରତିଶତ ଆକ୍ରାନ୍ତ ଶିଶୁ କର୍କଟରୁ ସୁସ୍ଥ ହୋଇପାରିବେ
ଭୁବନେଶ୍ୱର : ପୃଥିବୀରେ କର୍କଟ ଭଳି ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ । ଆଗୁଆ ରୋଗର ଚିହ୍ନଟ, ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଫଳରେ ଏଭଳି ଦୁଃସାଧ୍ୟ ରୋଗକୁ କୁନି କୁନି ଶିଶୁ ପରାସ୍ତ କରିପାରିବେ ବୋଲି କହିଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ପେଡିଆଟ୍ରିକ୍ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସରୋଜ ପ୍ରସାଦ ପଣ୍ଡା । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ...
ମାଲ ପରିବହନରେ ପୂର୍ବତଟ ରେଳବାଇର ରେକର୍ଡ
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ଫେବୃୟାରୀ ମାସ 14 ତାରିଖ ଅର୍ଥାତ୍ 1 ଏପ୍ରିଲ 2021 ରୁ 14 ଫେବୃଆରୀ, 2022 ମଧ୍ୟରେ ପୂର୍ବ ତଟ ରେଳପଥ ଗତ ଆର୍ଥିକ ବର୍ଷର ସମାନ ସମୟ ଅବଧି ତୁଳନାରେ ପଣ୍ୟ ବୋଝେଇ କ୍ଷେତ୍ରରେ ପ୍ରାୟ 26.67 ନିୟୁତ ଟନ ଅଧିକ ବୋଝେଇ କରି 15% ବୃଦ୍ଧି ପଞ୍ଜିକରଣ କରି 200 ନିୟୁତ ଟନ ମାଇଲଖୁଣ୍ଟ ହାସଲ କରିଛି | ଏହି ସମୟ ମଧ୍ୟରେ, ପୂର୍ବ ତଟ ରେଳପଥ ଗତ ଆର୍ଥିକ ବର୍ଷର ସମାନ...
ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ଗାଡ଼ି ବ୍ୟବହାର ଓ ଖର୍ଚ୍ଚ ସୀମା
ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ପୌର ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ନିମନ୍ତେ ଗାଡ଼ିର ବ୍ୟବହାର ଓ ନିର୍ବାଚନୀ ଖର୍ଚ୍ଚ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରତ୍ୟୋକ ୱାର୍ଡର କାଉନସିଲର/କର୍ପୋରେଟର ପଦବୀ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ତିନିଚକିଆ ଓ ଚାରିଚକିଆ ଗାଡ଼ିକୁ ମିଶାଇ ସର୍ବାଧିକ ଦୁଇଟି ଗାଡ଼ି ବ୍ୟବହାର କରିପାରିବେ । ବିଜ୍ଞାପିତ ଅଞ୍ଚଳ ପରିଷଦ/ମୁନିସିପାଲିଟି ଅଞ୍ଚଳ ମଧ୍ୟରେ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ତିନିଚକିଆ ଓ ଚାରିଚକିଆ ଗାଡ଼ି...
Pact For Gender Equality
Bhubaneswar: Odisha Government is going to sign a Non-financial MoU with J-PAL to improve gender outcomes in the state. This will accelerate gender equity by changing gendered attitudes and behaviors among school going adolescents. Bishnupada Sethi, Principal Secretary School & Mass Education has discussed the issues with senior officers of the Department of School & Mass Education, before green signalling...
All Set For Rural Poll
Bhubaneswar: State Election Commission (SEC) headed by Aditya Prasad Padhi has made elaborate arrangements for smooth conduct of the first phase Panchayat Election in the State tomorrow. The three-tier Panchayat election in Odisha will be held in five phases on February 16, 18, 20, 22 and 24. Over 2.79 crore voters will exercise their franchise in 6794 Panchayats and...
State Requests For Amarda Flight Clerance
Bhubaneswar: Odisha Government has requested Union Government to allow Amarda Road Airstrip for flight operation under RCS-UDAN Program.Chief Secretary Suresh Chandra Mahapatra has written to Union Secretary Ministry of Defence, Ajay Kumar in this regard, official sources said.Looking at the huge tourism potential, Odisha Government requested the Ministry of Civil Aviation in Government of India to include Amarda Road...










