Royal Wedding Bell Rings

0

Bhubaneswar: There is a very popular song in Odia saying…”Asa Ki e Kha e ba… Raja Ghar Bahaghar Khana..” This song seems not applicable where Odisha’s most popular and respected King Gajapati Maharaja Divyasingha Deb organized his youngest daughter Debeshi Devi’s marriage here.Thanks to television channels that the common people could get a glimpse of the royal weeding held...

Tudu Gets HC Protection

0

Cuttack: Senior BJP leader and Union Minister Bishweswar Tudu got interim protection from Orissa High Court in a criminal case lodged against him by two State government officers The High Court today granted interim protection from arrest to Mr.Tudu in the case filed by the two officials of Mayurbhanj district accusing him of assaulting them. The interim relief will be...

ଡଃ. ଉମାକାନ୍ତ ମହାପାତ୍ରଙ୍କ ପୁସ୍ତକ ଉନ୍ନୋଚିତ

0

ଭୁବନେଶ୍ୱର : ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଲୋକସମ୍ପର୍କ ଅଧିକାରୀ ଡଃ. ଉମାକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ ‘‘ ଦକ୍ଷିଣ ଏସିଆରେ ସ୍ୱେଚ୍ଛାସବୀ ଅନୁଷ୍ଠାନ ଓ ଗ୍ରାମୀଣ ବିକାଶ-ଅବଧାରଣା ଓ ବାସ୍ତବତା ’’ ଶୀର୍ଷକ ପୁସ୍ତକର ଶୁଭ ଉନ୍ନୋଚନ କରିଛନ୍ତି । ଏହି ପୁସ୍ତକ  ବିଶ୍ୱସ୍ତରର ଅଗ୍ରଣୀ ପ୍ରକାଶନ ସଂସ୍ଥା ସ୍ପିଞ୍ଜର ନେଚର ଦ୍ୱାରା ପ୍ରକାଶିତ ହୋଇଛି । ମୁଖ୍ୟ ଶାସନ...

ଚନ୍ଦ୍ରଶେଖରପୁର ଡିଏଭିକୁ କାରଣ ଦର୍ଶାଅ ନୋଟିସ୍‌

0

ଭୁବନେଶ୍ୱର : ଛାତ୍ରଛାତ୍ରୀମାନଙ୍କୁ ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା ଦେବାକୁ ବାଧ୍ୟ କରାଯାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଡିଏଭି ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସୂଚାନ ଯୋଗ୍ୟ ଯେ ଗତ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ପିଲାମାନଙ୍କ ପାଠପଢ଼ା ବନ୍ଦ ଥିଲା । ମହାମାରୀର ପ୍ରଭାବ କମିବା ପରେ ଗତ ଫେବୃଆରୀ ୭ ତାରିଖ ଦିନଠାରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଛି । ଛାତ୍ରଛାତ୍ରୀମାନଙ୍କ...

Book On Voluntary Orgs & Rural Devp Unveiled

0

Bhubaneswar: Chief Secretary Suresh Chandra Mahapatra unveiled the book titled Voluntary Organisations and Rural Development in South Asia: Assumptions and Realities authored by Dr. Umakanta Mohapatra, PRO to Chief Secretary. Bishnupada Sethi Principal Secretary School and Mass Education, and Information and Public Relations graced the occasion. The book has been published very recently by a leading Global Publisher Springer Nature. Mr....

ପାନୀୟ ନିଗମ ଦେଲା ୬. ୨୬ କୋଟିର ଲାଭାଂଶ

0

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପାନୀୟ ନିମଗମ ତରଫରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫ କୋଟି ଟଙ୍କା  ପ୍ରଦାନ କରାଯାଇଛି । ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଏହି ରାଶିର ଚେକ୍‌ ନିଗମର ଅଧ୍ୟକ୍ଷ ସୁଶୀଲ କୁମାର ଲୋହାନୀଙ୍କ ଠାରୁ ଗ୍ରହଣ କରିଛନ୍ତି । ଚେକ୍‌ ପ୍ରଦାନ କରି ଶ୍ରୀ ଲୋହାନୀ ଜଣାଇଥିଲେ ଯେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷ ଜୁନ୍‌ ମାସରେ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ...

OSBCL Donates 5 Cr To CMRF

0

Bhubaneswar: Odisha State Beverages Corporation Limited (OSBCL), a Public Sector unit donated Rs.5 crore to ChiefMinister’s Relief Fund.Chief Secretary Suresh Chandra Mahapatra in the presence of Development Commissioner, Pradeep Kumar Jena received the cheque of this amount from Chairman OBSCL, Sushil Kumar Lohani in the State Lokseba Bhawan today.Presenting the Cheque, Mr.Lohani said that the Corporation contributed Rs 5...

Land Bank For Compensatory Afforestation

Bhubaneswar: Additional Chief Secretary, Revenue & Disaster Management Satyabrata Sahu said that the State Government has created Land Bank of over 26,000 Acres for Compensatory Afforestation (CA) across the State. He Around 26,500 acers of degraded revenue forest land were identified in 18 districts during the month of January, 2022. The districts like Keonjhar, Sndargarh, Bolangir, Jajpur, Mayurbhanj, Balasore, Sambalpur, Angul,...

ରାଜଧାନୀ ଫ୍ଲାଟ୍‍ ଦଲାଲ ଏବେ ଛାନିଆ

0

ଭୁବନେଶ୍ୱର : ସରକାରୀ ଘର ଆବଣ୍ଟନ କେଳେଙ୍କାରୀ ଅଭିଯୋଗରେ କଟକରେ ଜଣେ ବ୍ୟକ୍ତି ଗିରଫ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଏବେ ଦଲାଲମାନଙ୍କ ଭିତରେ ଏବେ କୋକୁଆଭୟ ସୃଷ୍ଟି ହୋଇଛି । ସମାନ ଅଭିଯୋଗରେ ରାଜଧାନୀରେ କେତେକଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହୋଇପାରେ । ବସ୍ତିବାସିନ୍ଦା ବିଶେଷକରି ଗରିବ ଲୋକଙ୍କୁ ମାଗଣାରେ ଆବାସ ଯୋଗାଇ ଦେବା ପାଇଁ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି । ରାଜ୍ୟର ସହରାଞ୍ଚଳରେ ଏହି ଯୋଜନାରେ ଅନେକ ଲୋକଙ୍କୁ ଫ୍ଲାଟ୍‍ ଆବଣ୍ଟନ କରାଯାଇଛି ଏବଂ ଯୋଗ୍ୟ ହିତାଧିକାରୀମାନଙ୍କ ତାଲିକା ମୁତାବକ...

ଠିକଣା ଭାବେ କାର୍ଯ୍ୟକରୁନି ପୁରସ୍କୃତ ସଫ୍ଟୱର

ଭୁବନେଶ୍ୱର : ଯେଉଁ ସଫ୍ଟୱରକୁ ନେଇ ଓଡିଶା ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା ଓ ଯାହାକୁ ଅନ୍ୟ ରାଜ୍ୟ ଓଡିଶାରୁ ଖରିଦ କରିଛନ୍ତି ସେହି ସଫ୍ଟୱର ଏବେ ଓଡିଶାରେ ଠିକଣା ଭାବେ କାର୍ଯ୍ୟ କରୁନାହିଁ । ଏହାକୁ ଚଳାଇବାପାଇଁ ମାଳ ମାଳ କର୍ମଚାରୀ ତାଲିମ ନେଇଥିଲେ ବି ଏଥିରେ ଚିଠିଟିଏ ଅପ୍‍ଲୋଡ ହୋଇପାରୁ ନାହିଁ । ଏହି ସଫ୍ଟୱରଟି ହେଉଛି ଓଡିଶା ଆଇଟି ବିଭାଗର ନିଜସ୍ୱ ପ୍ରସ୍ତୁତ ‘ଇ-ଡେସ୍‍ପାଚ୍‍’ । ୨୦୧୧ ମସିହାରେ ଓଡିଶାରେ ଏହା ଆରମ୍ଭ ହୋଇଥିବାବେଳେ ସବୁ ସ୍ତରରୁ ଏହାକୁ ଭୁରି...