ବାଜି ମାରିନେଲେ ରୁଦ୍ର

0

ଭୁବନେଶ୍ୱର : ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀ ବାଜି ମାରିନେଇଛନ୍ତି । ସେ ରେକର୍ଡ ସଂଖ୍ୟକ ୯୬,୯୭୨ ଖଣ୍ଡ ପାଇବା ସହିତ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ୨୦,୯୧୬ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ଦେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ୫ହଜାରରୁ କମ୍‍ ଭୋଟ ପାଇ ଏଠାରେ ଅମାନତ ହରାଇଛନ୍ତି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜେଡି ପକ୍ଷରୁ ସ୍ୱର୍ଗତ ମହାରଥୀଙ୍କ ପୁଦ୍ର ରୁଦ୍ର ପ୍ରସାଦଙ୍କୁ...

ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କ ଭୁବନେଶ୍ୱର ଷ୍ଟେସନ ନୀରିକ୍ଷଣ

0

ଭୁବନେଶ୍ୱର  : ରେଳ ମନ୍ତ୍ରଣାଳୟର ରେଳବାଇ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ସୁନୀତ ଶର୍ମା ଦିନିକିଆ  ଗସ୍ତ ସମୟରେ ଭୁବନେଶ୍ୱର ରେଳ ଷ୍ଟେସନ ନୀରିକ୍ଷଣ କରିବା ସହିତ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ,  ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ରେଳବାଇ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହ ଏହି ଅଞ୍ଚଳର ଚାଲୁରହିଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି | ଭୁବନେଶ୍ୱର ରେଳ ଷ୍ଟେସନର ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ଯାତ୍ରୀ ମାନଙ୍କୁ  ଦିଆଯାଉଥିବା ସୁବିଧା ତଥା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।...

Two Maoists Surrendered

0

Bhubaneswar: Two women Maoist cadres have surrendered before the Director General of Police (DGP) Abhay in Koraput on Sunday. The surrendered Maoists are identified as Debe Padiami alias Gangi of Guma area Committee and Gita Padiami alias Rajita a member of the Andhra-Odisha Border (AOB) Millitary platoon. While Debe was carrying a cash reward of Rs 4 lakh in her...

BJD Wins Pipili Bye-Poll

0

Bhubaneswar: Governing Biju Janata Dal(BJD) has won the Pipili Assembly seat by over 20,000 votes. With Twenty Five rounds of counting of votes have been completed in the Pipili bye-poll, the BJD took a huge lead of 20,607 votes. BJD candidate Rudrapratap Maharathy has got 96,972 votes while BJP’s Ashrit Pattanayak is in second position with 76,056 votes. Congress candidate Bishwokeshan...

Congress Requires Resolve

0

Bhubaneswar: About 48 hours before the votes were counted for the 30 September by-election in Pipili Assembly segment, Odisha Pradesh Congress Committee (OPCC) President Niranjan Patnaik went on record saying that his party candidate was not winning the by-poll. “There is no such atmosphere for us to win by-poll there (Pipili). This is because attempts have been made by...

ଶ୍ରମ କାର୍ଡ ପାଇଁ ରାତି ଅନିଦ୍ରା

0

ଭୁବନେଶ୍ୱର : କେନ୍ଦ୍ର ସରକାର ଇ-ଶ୍ରମ ପୋର୍ଟାଲରେ ଶ୍ରମିକ କାର୍ଡ ତିଆରି ପାଇଁ ଏବେ ଗାଁ ଗହଳରେ ଲୋକେ ରାତି ଅନିଦ୍ରା ହେଉଛନ୍ତି । ଦିନବେଳା ଧିମା ଇଣ୍ଟରନେଟ୍‍ ସାଙ୍ଗକୁ ପୋର୍ଟାଲ ଖୋଲୁନଥିବାରୁ ଲୋକେ ଏବେ ରାତି ଅଧରେ ବସି କାର୍ଡ ତିଆରି କରୁଛନ୍ତି । ଏହି କାର୍ଡ ତିଆରି କଲେ ଆକାଉଣ୍ଟକୁ ଟଙ୍କା ଆସିବ ବୋଲି ଗାଁ ଗହଳରେ ପ୍ରଚାର ହୋଇଯିବା ପରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଭେଣ୍ଡିଆଙ୍କ ଠାରୁ ବୁଢା ଏପରିକି ଗୃହିଣୀମାନେ ମଧ୍ୟ ନିଜ ନାମକୁ ଇ-ଶ୍ରମ...

ରାଜଧାନୀରୁ ଗାନ୍ଧୀଭବନ ଉଭାନ

0

ଭୁବନେଶ୍ୱର : ଆର୍ନ୍ତଜାତିକ ଅହିଂସା ଦିବସ ଅବସରରେ ପୂରପଲ୍ଲୀରୁ ଆରମ୍ଭ କରି ଜାତିସଂଘ ମୁଖ୍ୟାଳୟ ପର୍ଯ୍ୟନ୍ତ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜନ୍ମଦିବସ ଆଜି ପ୍ରତିପାଳିତ ହେଉଥିବାବେଳେ ଗାନ୍ଧୀପ୍ରେମୀମାନେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଖୋଜୁଛନ୍ତି ହଜି ଯାଇଥିବା ଗାନ୍ଧୀଭବନକୁ । ସଚିବାଳୟ ମାର୍ଗର ରବୀନ୍ଦ୍ରମଣ୍ଡପ ଓ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରେ ରାଜ୍ୟ ପାଠଗାର ଚାଲୁଛି ତାହା ଦିନେ ଗାନ୍ଧୀଭବନ ନାମରେ ସାରା ରାଜ୍ୟରେ ଖ୍ୟାତ ଥିଲା । ଗତ ଶତାବ୍ଦୀର ୮୦ଦଶକ ମଧ୍ୟଭାଗ ପର୍ଯ୍ୟନ୍ତ ଏହି ସୌଧରେ ଡିପିଆଇ ଅଫିସ ଚାଲୁଥିଲା । ସେତେବେଳେ...

Naveen Releases Gandhiji In Odisha

0

Bhubaneswar: As India is celebrating ‘Azadi ka Amrit Mahotsav’ to mark the 75 years of its independence, the Odisha Government is also organizing various programmes on the freedom movement, and the life and achievements of Mahatma Gandhi, the Father of Nation. In this context, the Information & Public Relations Department of the Odisha Government has brought out the reprint of...

Ekamra Haat Reopens

0

Bhubaneswar: After complete renovation, the urban Haat, situated at Unit-III Bhubaneswar popularly known as Ekamra Haat has been reopened for public on Saturday. After taking over the management of the urban Haat by Handlooms, Textiles & Handicrafts Department from IDCO during October, 2020, the urban Haat has been given a new look. This Haat will remain open from 10 AM to...

GST Records 65 % Growth

0

Bhubaneswar: The GST collection upto September of the current financial year 2021-22 has recorded a growth of 65.44 per cent, an official said on Saturday. The progressive GST collection till September was Rs 20,303.86 crore while Rs 12,272.98 crore collected till September of last fiscal. The corresponding collection till September 2019 was Rs 15026.08 crore. There was a 40 per cent...