ଗାନ୍ଧୀ, ଗୋପବନ୍ଧୁଙ୍କ ଆଦର୍ଶ ଓ ଚିନ୍ତାଧାରା ଯୁବ ସମାଜକୁ ପ୍ରେରଣା ଯୋଗାଇବ
ଭୁବନେଶ୍ୱର: ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଗସ୍ତ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ କଟକର କ୍ୟାଣ୍ଟନମେଣ୍ଟ ରୋଡର ଗୋପବନ୍ଧୁ ଛକରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କର ଏକ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ଏହାକୁ ମାନବତାର ପ୍ରତିମୂର୍ତ୍ତି ବା ଷ୍ଟାଚୁ ଅଫ ହ୍ୟୁମାନିଟି ନାମରେ ନାମିତ କରାଯାଇଛି । ଓଡିଶାରେ ମାନବତାର କଥା ଆସିଲେ, ପ୍ରଥମେ ଗୋପବନ୍ଧୁ...
PM Greets On Utkal Dibasa
The Prime Minister, Shri Narendra Modi has greeted the people of Odisha on Utkala Dibasa. In a tweet, the Prime Minister said, "Greetings on the special occasion of Utkala Dibasa. I bow to the unique culture of Odisha. The people of Odisha have contributed immensely to India’s progress. May the people of the state be blessed with happiness and good...
High Schools Transformation Program Launched
Secretary to CM (5T) VK Pandian today launched the ‘High Schools Transformation’ programme in Gajapati district as part of the 5T initiative. The 5T Secretary launched the ambitious programme at five government-run schools in the district through virtual mode to transform the schools with state-of-the-art infrastructure for the development of the students.The schools are MR Boys High School, Paralakhemundi; SKCG...
Satyabrat Sings Sai Bhajan
Bhubaneswar: Satyabrat Sahu has a problem. The Top Mandarin, who has a melodious voice and he sings very well. 1991 Batch IAS Mr.Sahu has sung a devotional song on Siridi Sai Baba on 1 April, which has been released by Gurji Chandra Bhanu Satpathy. An ardent devotee of Sai Baba, Satya has lent his voice for a 7 minutes devotional song...
ଖାଉଟି ଅଦାଲତ ସ୍ଥିତି ସଙ୍ଗୀନ
ଭୁବନେଶ୍ୱର : ମହଙ୍ଗା ମାଡ଼ରେ ପେଶୀ ହେଉଥିବା ଖାଉଟି ଠକାମୀର ଶିକାର ହେଲେ ଏବେ କେବଳ ହାତ ଟେକିଦେବା ସାର । ଖାଉଟି ମାମଲାର ବିଚାର ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ଥିବା ସଂସ୍ଥାଗୁଡ଼ିକରେ ବିଚାରପତି ଅଭାବରୁ ଏହି ସାଙ୍ଘାତିକ ସମସ୍ୟା ସୃଷ୍ଟି ହୋଇଛି । ଖୁବ୍ଶୀଘ୍ର ରାଜ୍ୟ ଓ ଜିଲ୍ଲାସ୍ତରରେ ଥିବା ଖାଉଟି ଫୋରମ୍ର ପଦପଦବୀ ସବୁ ପୂରଣ ହେବ ବୋଲି ବାରମ୍ବାର କୁହାଯାଉଥିଲେ ମଧ୍ୟ କେବେସୁଦ୍ଧା ଏହା ପୂରଣ ହେବ ସେଥିଘେନି ନିର୍ଦ୍ଦିଷ୍ଟ ଭାବେ କେହି କିଛି କହିପାରୁନାହାନ୍ତି । ନୂଆ...
ଦୈନିକ ୭୦ହଜାର ଆହାର ମିଲ୍
ଭୁବନେଶ୍ୱର : ରାଜ୍ୟର ଆହାରକେନ୍ଦ୍ର ଗୁଡିକରେ ଦିନକୁ ଏବେ ୭୦ହଜାର ମିଲ୍ ଲୋକେ ଖାଉଛନ୍ତି । ମହାମାରୀ ପୂର୍ବରୁ ଏହି ପରିମାଣ ୯୩ହଜାରରୁ ଅଧିକ ରହିଥିଲା । ଆହାର କେନ୍ଦ୍ରରେ ଯୋଗାଯାଉଥିବା ଖାଦ୍ୟ ସଂକ୍ରାନ୍ତରେ ବିଜେପି ବିଧାୟିକା କୁସୁମ ଟେଟେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଦର୍ଶାଇଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ୧୬୬ଟି ଆହାର କେନ୍ଦ୍ର କାର୍ଯ୍ୟ କରୁଛି । ଏହି କେନ୍ଦ୍ରରେ ଗରିବ ଓ ଅସହାୟ ଲୋକଙ୍କୁ ମିଲ୍ ପ୍ରତି ୫ଟଙ୍କା ଦରରେ ଗରମ ରନ୍ଧାଖାଦ୍ୟ...
୧୪୯ ସମ୍ପାଦକ ନିଲମ୍ବିତ
ଭୁବନେଶ୍ୱର : ଧାନକିଣା ଅନିୟମିତତା ସହିତ ଅନ୍ୟାନ୍ୟ ରେଫେର ଅଭିଯୋଗରେ ୧୪୯ ସମିତି ସମ୍ପାଦକ ନିଲମ୍ବିତ ହୋଇଥିବାବେଳେ ୧୯ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଆବଶ୍ୟକ ସ୍ଥଳେ ଏମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ବି ହେଉଛି । ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୩୦ଟି ଜିଲ୍ଲାରେ ୨୭୧୦ଟି ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟ କରୁଛି ।...
ରାଜଧାନୀରେ ରେକର୍ଡ ତାତି
ଭୁବନେଶ୍ୱର : ଗୋଟିଏ ଦିନରେ ୪.୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ସହିତ ଭୁବନେଶ୍ୱର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲିଟିଛି । ଆଜି ରାଜଧାନୀର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ଥିବାବେଳେ ଗତକାଲି ୩୯.୮ ଡିଗ୍ରୀ ରହିଥିଲା । ଚଳିତ ଗ୍ରୀଷ୍ମଋତୁରେ ଆଜି ରାଜଧାନୀ ସବୁଠାରୁ ଉତ୍ତପ୍ତ ଥିବାବେଳେ ଓଡିଶାର ଅନ୍ୟ ୧୬ଟି ଜିଲ୍ଲାରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି । ଗତକାଲି ୪୪.୬ ଡିଗ୍ରୀ ସହିତ ତାତିରେ ରେକର୍ଡ କରିଥିବା ବାରିପଦାର ତାପମାତ୍ରା ଆଜି ଦ୍ୱିତୀୟ ସର୍ବାଧିକ ୪୩.୬ଡିଗ୍ରୀ ରେକର୍ଡ କରାଯାଇଛି...
Odisha Missing Cruise Service
Bhubaneswar: Odisha is missing on both Sea Plane and Cruise Service front, which is becoming popular tourists. With Government of India is promoting both the Sea Ventures in a big way as tourists are taking lot of interest in it. While this Eastern Coastal State has 480 Kilo Meter long Coastline, there is hardly any interest for Sea Flight and Cruise...
Center Asks Vax Waste Curb
New Delhi: Rajesh Bhushan, Union Health Secretary advised the State Government to maintain vaccine wastage at less than 1Percent. At present National Wastage Percentage being 6 Percent, State Governments were asked to look into the issue seriously. While the Vaccine Wastage Rate of the State is 0.24 Percent, which is one of the lowest in the country, some of the districts...










