ଠିକାରେ ନିଯୁକ୍ତ ହେବେ ପ୍ରଫେସର
ଭୁବନେଶ୍ୱର : ଖୁବ୍ଶୀଘ୍ର ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡିକରେ ଖାଲି ପଡିଥିବା ପ୍ରଫେସର ପଦବୀଗୁଡିକ ପୂରଣ ହେବାକୁ ଯାଉଛି । ଏଥିପାଇଁ ବିଭାଗୀୟ ପଦୋନ୍ନତି କମିଟି (ଡିପିସି)ର ସୁପାରିଶ୍ ଉପରେ ସରକାର ନିଷ୍ପତ୍ତି ନେଇ ସାରିଥିବାବେଳେ କେବଳ ବିଜ୍ଞପ୍ତି ପ୍ରକାଶ ବାକି ରହିଛି । ଏଥିରେ କଟକ, ବ୍ରହ୍ମପୁର, ସମ୍ବଲପୁର, ବଲାଙ୍ଗିର, ବାରିପଦା, ବାଲେଶ୍ୱର, କୋରାପୁଟ, ପୁରୀ, କଳାହାଣ୍ଡି ଆଦିରେ ଥିବା ମେଡିକାଲ କଲେଜଗୁଡିକର ବିଭିନ୍ନ ବିଭାଗର ପ୍ରଫେସର ଓ ସହଯୋଗୀ ପ୍ରଫେସର ପଦବୀ ସବୁ ପୂରଣ ହେବାକୁ ଯାଉଛି । ଏହାଛଡା ଭୁବନେଶ୍ୱରର...
ମିଳିବନି ବିହନ ପ୍ରୋତ୍ସାହନ ରାଶି
ଭୁବନେଶ୍ୱର : ଅଧିକ ଅମଳକ୍ଷମ ନୂଆ କିସମର ଧାନ ବିହନ ଉତ୍ପାଦନ କରୁଥିବା ଚାଷୀଙ୍କୁ କେନ୍ଦ୍ରରୁ ମିଳୁଥିବା ପ୍ରୋତ୍ସାହନ ରାଶି ବନ୍ଦ ହେବାର ସମ୍ଭାବନା ଉପୁଜିଛି । ଏହି ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବାର ପ୍ରସ୍ତାବ ରାଜ୍ୟ ସରକାରଙ୍କର ସକ୍ରିୟ ବିଚାରାଧିନ ରହିଛି । ରାଜ୍ୟରେ ପାରମ୍ପରିକ ଧାନ ବିହନ ବଦଳରେ ନୂତନ କିସମର ଅଧିକ ଅମଳକ୍ଷମ ଧାନ ବିହନ ଚାଷ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ସହିତ ଏହି ବିହନ ଉତ୍ପାଦନ କରୁଥିବା ବିହନ ଚାଷୀଙ୍କୁ କୁଇଣ୍ଟାଲ ପ୍ରତି ୨ହଜାର ଟଙ୍କାର ପ୍ରୋତ୍ସାହନ...
ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସମୀକ୍ଷା
ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ ବଂଶଲ ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର୍.କେ. ଶର୍ମାଙ୍କ ସହ ଭୋଟଗଣନା କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିିର ନିୟନ୍ତ୍ରଣ ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସମୀକ୍ଷା ବୈଠକ କରିଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଆସନ୍ତା ୨୬, ୨୭ ଏବଂ ୨୮ ତାରିଖରେ ସମସ୍ତ ବ୍ଲକ୍ ମୁଖ୍ୟାଳୟଠାରେ ତିନିଦିନଧରି ଭୋଟ ଗଣନା କାର୍ଯ୍ୟ କରାଯିବ । ଭୋଟଗଣତି...
Rapport Building For School Kids
Bhubaneswar: As the students from class I to VII are likely to attend physical classes after a gap of nearly two years on February 28, the State Government has decided to conduct a rapport building exercise of the students soon after reopening of the schools. Bishnupada Sethi, Principal Secretary, School and Mass Education held discussion with senior officials, experts in...
BJD, BJP Protest Over Violence
Bhubaneswar: Governing BJD and Opposition BJP leaders protested outside the office of the State Election Commission (SEC) here on Wednesday, accusing each other of violence and violating the model code of conduct during the ongoing panchayat elections. The BJD alleged that the State Poll Panel was not acting on its complaints against the irregularities in the panchayat elections that began...
SUM Sets Jab Program
Bhubaneswar: The Institute of Medical Sciences and SUM Hospital, in collaboration with ICICI Foundation, launched a campaign on Wednesday to extend Covid-19 vaccine to young people in the age group of 15 to 18 years. On the first day, only physically challenged persons in the age group were provided the vaccine. Among others, Prof. Pushparaj Samantasinhar, Medical Superintendent of IMS and...
All Set For Last Phase Poll
Bhubaneswar: The State Election Commission (SEC) has made elaborate arrangements for the last phase Panchayat Election in the State, to be held tomorrow (February 24). In this phase, voting will be held for 131 Zilla Parishad (ZP) seats at 13,514 booths in 975 Gram Panchayats (GPs) of 48 blocks in 25 districts. More than 41.88 lakh voters are eligible to...
ସମରେ ଦିବ୍ୟାଙ୍ଗ ଶିଶୁଙ୍କୁ ମାଗଣା କୋଭିଡ୍ ଟିକା
ଭୁବନେଶ୍ୱର : କରୋନା ମହାମାରୀକୁ ପ୍ରତିହିତ କରିବା ନିମନ୍ତେ ସବୁବେଳେ ଆଗଧାଡିରେ ରହିଥିବା ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଦିବ୍ୟାଙ୍ଗ ଶିଶୁଙ୍କୁ ମାଗଣା କୋଭିଡ୍ ଟିକା ପ୍ରଦାନ କରାଯାଇଛି । ବୁଧବାର ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ସମ୍ ହସ୍ପିଟାଲ୍ରେ ମାଗଣା କୋଭିଡ୍ ଟିକା ପ୍ରଦାନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ପ୍ରଥମ ଦିନରେ ଦିବ୍ୟାଙ୍ଗ ମାନଙ୍କୁ ଏହି ଭାକ୍ସିନ୍ ପ୍ରଦାନ କରାଯାଇଛି । ଆଇସିଆଇସିଆଇ ଫାଉଣ୍ଡେସନ୍ର ସହଯୋଗରେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ୧୫ ରୁ ୧୮...
79 % Poll In Phase IV
Bhubaneswar: Around 79 per cent of 51.31 lakh voters have exercised their franchise in the fourth phase of the Panchayat election held yesterday in the State. As per data released by the State Election Commission (SEC) on Wednesday, Subarnapur district recorded the maximum voter turnout of 86.51 per cent. Bargarh stands at second position with 84.87 per cent and Nabarangpur...
Center Lauds Odisha Tribal Research
New Delhi: Anil Kumar Jha, Secretary of Ministry of Tribal Affairs has appreciated efforts of Tribal Research Institute of Odisha in chalking out Plan for preserving tribal heritage. Odisha Scheduled Caste & Scheduled Tribe Research Institute(SCSTRTI) is in the forefront for such activities, said a senior official. Mr.Jha was speaking in presence of Union Minister Tribal Affairs, Arjun Munda in the...










