Tata Care For Sukinda Ecorace

Sukinda: As part of its efforts to contribute to richness of biodiversity of the region, Tata Steel Mining Limited (TSML) in association with its Corporate Social Service Responsibility wing Tata Steel Foundation (TSF) has come forward to conserve Sukinda Ecorace, an indigenous silkworm breed of Sukinda, located in Jajpur district of Odisha. Senior members of Central Silk Board (CSB), TSML,...

PM Congratulates Dhankar

0

New Delhi:The Prime Minister, Shri Narendra Modi has congratulated Shri Jagdeep Dhankar on being elected as Vice President of India. In a series of tweets, the Prime Minister said; "Congratulations to Shri Jagdeep Dhankhar Ji on being elected India’s Vice President with resounding support across party lines. I am confident he will be an outstanding Vice President. Our nation will gain...

Land Boost For Rail Tracks

Bhubaneswar: Additional Chief Secretary, Revenue and Disaster Management, Satyabrata Sahu on Saturday asked concerned officials to expedite the land acquisition process for early grounding of big railway projects in the State. Mr.Sahu reviewed the land acquisition status for Khurda-Bolangir new rail line project, Talcher-Bimlagarh new rail line project, doubling of Sambalpur-Talcher, Brundamal-Jharsuguda fly over, Bhudapanka—Salenga, Angul-Sukinda, Vizianagaram-Sambalpur, Jeypore-Nabarangpur, Jeypore-Malkangiri and...

ସବୁଦିନ ଖୋଲା ରହିବ ଡାକ ଘର

0

ଭୁବନେଶ୍ୱର : ସ୍ୱାଧୀନତା ଦିବସ ୨୦୨୨ ପୂର୍ବରୁ ପଡ଼ୁଥିବା ସବୁ ସରକାରୀ ଛୁଟି ଦିନ ସହିତ ସବୁଦିନ ଦେଶର ସବୁ ଡାକ ଘର ଖୋଲା ରହିବ । ହର ଘର ତିରଙ୍ଗା (ପ୍ରତି ଘରେ ତ୍ରିରଙ୍ଗା) ଅଭିଯାନ ଅନ୍ତର୍ଗତ ଜାତୀୟ ପତାକା ବିକ୍ରି ଏବଂ ବିତରଣ ସୁବିଧା ଯୋଗାଇ ଦେବା ନିମନ୍ତେ ଡାକ ଘର ଖୋଲା ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ଗଣ ଅଭିଯାନକୁ ସମର୍ଥନ ଯୋଗାଇ ଦେବା ଲାଗି ସବୁ ଡେଲିଭରୀ ପୋଷ୍ଟ ଅଫିସ ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଡାକ ଘରଗୁଡ଼ିକ...

ଗୋପାଳପୁର ବନ୍ଦର ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା

0

ଛତ୍ରପୁର : ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯକ୍ରମ ଅଧୀନରେ ନିକଟସ୍ଥ କାଲିପଲ୍ଲୀ ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟଠାରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ଭି ଜେ ରାଓ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ।  ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିବା ଅବସରରେ ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ଭି ଜେ ରାଓ କହିଥିଲେ ଯେ ବନ୍ଦରର ପାର୍ଶ୍ବବର୍ତୀ ଅଞ୍ଚଳର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ନିଶ୍ଚିତ...

ରାଜଧାନୀରେ ୧୨୧ ଜଳ ସାଥୀ

0

ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ଗୁଣାତ୍ମକ ପାନୀୟଜଳ ଯୋଗାଣ ପାଇଁ ୱାଟକୋ ପକ୍ଷରୁ ରାଜଧାନୀରେ ୧୨୧ ଜଣ ଜଳସାଥୀ ନିଯୁକ୍ତ ହୋଇଛନ୍ତି । ଏମାନେ ଘରକୁ ଘର ବୁଲି ଜଳର ମାନ ପରୀକ୍ଷା କରିବା ସହିତ ଜଳକର ଆଦାୟ କରୁଥିବା ନେଇ ୱାଟ୍‍କୋ ପକ୍ଷରୁ ସୂଚନା ଦିଆଯାଇଛି । ଜଳଯୋଗାଣ କ୍ଷେତ୍ରରେ ଉପୁଜୁଥିବା ଅଭିଯୋଗଗୁଡିକର ସମାଧାନ ନେଇ ଅସନ୍ତୋଷ ଦେଖାଦେବା ପରେ ୱାଟ୍‍କୋ ପକ୍ଷରୁ କୁହାଯାଇଛି ଯେ ହିତାଧିକାରୀଙ୍କ ଅଭିଯୋଗର ସମାଧାନ ପାଇଁ ୱାଟକୋ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ୧୫୫୩୫୯ ନମ୍ବରରେ...

ଶିଶୁଙ୍କ ପ୍ରତି ଅପରାଧରେ ଦଣ୍ଡ ହାର କମ୍‍

0

ଭୁବନେଶ୍ୱର : ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ଢେର କମ୍‍ ରହୁଛି । ଏଭଳି ସମ୍ବେଦନଶୀଳ ମାମଲାର ବିଚାରପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା ସତ୍ୱେ ବର୍ଷକରେ ମୋଟ୍‍ ମାମଲାର ୪ ପ୍ରତିଶତ ବି ଫଏସଲା ହୋଇପାରୁ ନାହିଁ ଏବଂ ଯେତିକି ଟି ମାମଲା ଫଏସଲା ହେଉଛି ସେଥିରେ ଦଣ୍ଡବିଧାନ ହାର ୧୭ ପ୍ରତିଶତରୁ କମ୍‍ ରହୁଛି । ଆନ୍ଧ୍ରପ୍ରଦେଶ, ଆସାମ, ଗୋଆ, ଗୁଜୁରାଟ, ପଶ୍ଚିମବଙ୍ଗରେ ଏଭଳି ମାମଲାରେ ଦଣ୍ଡବିଧାନ ହାର ଓଡିଶା ଅପେକ୍ଷା ଆହୁରି କମ୍‍ ଥିବାବେଳେ ନାଗାଲ୍ୟାଣ୍ଡ...

ସ୍ମାର୍ଟ ଏଲ୍ .ଇ. ଡ଼ି  ପାଇଁ ସରକାର ବଦ୍ଧ ପରିକର

ଭୁବନେଶ୍ଵର : ରାଜ୍ୟର ସମସ୍ତ ପୌର ସଂସ୍ଥାରେ ସ୍ମାର୍ଟ ଏଲ୍ .ଇ. ଡ଼ି ରାସ୍ତା ଆଲୋକ ପ୍ରକଳ୍ପକାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ହୋଇଥିବାରୁ ନିଜର ପୂର୍ଣ୍ଣ ଦକ୍ଷତା ଓ ପାରଦର୍ଶିତା ସହ ବୈଦ୍ୟୁତିକ ଯନ୍ତ୍ରୀମାନେ ଦାୟିତ୍ଵ ତୁଲାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାତନନ୍ । ସ୍ମାର୍ଟ ଏଲ୍ .ଇ. ଡ଼ି ରାସ୍ତା ଆଲୋକ ପ୍ରକଳ୍ପ କାର୍ଯ୍ୟକାରିତା ତ୍ଵରାନ୍ନିତ କରିବା ପାଇଁ ଗୃହ...

ଖାଲିଥିବା ପଦବୀରେ ନିଯୁକ୍ତି ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧିନ ବିଭିନ୍ନ କ୍ୟାଡରେ ଖାଲିଥିବା ପଦବୀ ପୁରଣ ପାଇଁ  ନିଯୁକ୍ତି ପ୍ରକ୍ରିୟା  ତ୍ୱରାନ୍ୱିତ  କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ବନ୍ଧରେ  ଏକ ଉଚ୍ଚସ୍ତରୀୟ  ସମୀକ୍ଷା ବୈଠକରେ  ଅଧ୍ୟକ୍ଷତା କରି  ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ।  ଅନୁଷ୍ଠିତ ଏହି  ବୈଠକରେ  ସାଧାରଣ ପ୍ରଶାସନ  ଓ ସାଧାରଣ ଅଭିଯୋଗ  ବିଭାଗ ପ୍ରମୁଖ ଶାସନ ସଚିବ  ଶ୍ରୀ ସୁରେନ୍ଦ୍ର କୁମାର ବିଭିନ୍ନ ସରକାରୀ  ପଦବୀ ନିମନ୍ତେ  କମିଶନମାନଙ୍କ  ମାଧ୍ୟମରେ  ହେଉଥିବା ଚୟନ ...

କୋଟପା ସଂଶୋଧନ ବିଲ୍‍ ଆଣିଲେ ସୁଜିତ କୁମାର

0

ନୂଆଦିଲ୍ଲୀ : ଦେଶରେ ତମାଖୁ ନିୟନ୍ତ୍ରଣ ଆଇନ୍‍କୁ କଡାକଡି କରିବାପାଇଁ ବିଜେଡି ସାଂସଦ ସୁଜିତ କୁମାର ଆଜି ରାଜ୍ୟସଭାରେ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଆଇନ) କୋଟପାରେ ସଂଶୋଧନ ପାଇଁ ବିଲ୍‍ ଆଗତ କରିଛନ୍ତି । ଘରୋଇ ବିଲ୍‍ଟି ଆଲୋଚନା ପାଇଁ ବହୁମତରେ ଗ୍ରହଣ କରାଯାଇଛି । କୋଟପା ଆଇନ୍‍ରେ ସଂଶୋଧନ ଲାଗି ଦୁଇ ଦିନ ତଳେ ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲ୍ସ କଲଚରାଲ ସେଣ୍ଟର (ପିକକ୍‍) ଓ ତମାଖୁ ମୁକ୍ତ ଓଡିଶା ପାଇଁ ମିଳିତ ମଞ୍ଚ ପକ୍ଷରୁ ସାଂସଦମାନଙ୍କୁ ନେଇ ଏକ ପରାମର୍ଶ...