ସମାନ ଶିକ୍ଷା ପାଇଁ ମଜବୁତ୍ ଢାଞ୍ଚା ପ୍ରସ୍ତୁତ ହେବ

0

ନୂଆଦିଲ୍ଲୀ : ସମସ୍ତଙ୍କୁ ଦକ୍ଷତାପୂର୍ଣ୍ଣ ଓ ସମାନ ଶିକ୍ଷା ପ୍ରଦାନ କରିବା ପାଇଁ ଏକ ମଜବୁତ୍ ଶିକ୍ଷା ଢାଂଚା ପ୍ରସ୍ତୁତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମଙ୍ଗଳବାର ବିଶ୍ୱ ବ୍ୟାଙ୍କର ହ୍ୟୁମାନ କ୍ୟାପିଟାଲ୍ ମିନିଷ୍ଟରିଆଲ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ୱ ବ୍ୟାଙ୍କ ପକ୍ଷରୁ ଭର୍ଚୁଆଲ ପ୍ଲାଟଫର୍ମରେ କୋଭିଡ -୧୯ ଦ୍ୱାରା ହ୍ୟୁମାନ କ୍ୟାପିଟାଲର କ୍ଷତିକୁ ରୋକିବା ଏବଂ ଡ଼ିଜିଟାଲ ଯୁଗରେ ସେବା ଯୋଗାଇବାରେ ନୂଆ କଳ୍ପନା ବିଷୟ ବସ୍ତୁ...

Covid Cases On Rise

0

Bhubaneswar: With 556 more people affected by COVID-19, State's tally rose to 10,35,973 on Tuesday. Four fresh fatalities recorded in Odisha, which took the state's coronavirus death toll to 8,294, an official of Department of Health & FW said. 87 children were among the new cases recorded in 20 of the 30 districts. The infection rate among the 0-18 age...

HC Gets Three More Judges

0

Cuttack: Chief Justice S Muralidhar administered the oath of office to Justices Mruganka Sekhar Sahoo, Radha Krishna Pattanaik and Sashikanta Mishra following their appointments by President Ram Nath Kovind last week. While recently two judges were transferred to the Orissa High Court, the bench was further strengthened on Tuesday as three more judges joined it on elevation. The Supreme Court Collegium...

ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କଲା କଂଗ୍ରେସ

0

ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସଂପୃକ୍ତିର ଅଭିଯୋଗ ଆଣିବା ସହିତ ତାଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରି ତଦନ୍ତ ପରିସର ଭୁକ୍ତ କରିବାପାଇଁ ଦାବି କରିଛନ୍ତି । ପାରିପାଶ୍ୱର୍ିକ ପରିସ୍ଥିତିରୁ ଯାହା ଜଣାପଡ଼ୁଛି ମମିତା ମେହେରଙ୍କୁ ଅପହରଣ ପରେ ହତ୍ୟା କରି ଷ୍ଟାଡିୟମ ପରିସରରେ ପୋତି ଦିଆଯାଇଛି । ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ କାର୍ଯ୍ୟ ସିଧାସଳଖ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ...

100 Crore Shots Soon

0

New Delhi: Rajesh Bhushan, Union Health Secretary reviewed the progress of COVID19 vaccination with Health Secretaries and NHM MDs of States and UTs, through video conference (VC) yesterday. One of the largest such exercises globally, the countrywide COVID19 vaccination programme was launched on 16 January 2021 by Prime Minister, Shri Narendra Modi. Highlighting that the nation is close to administering a...

Holy Buddha Relic Exposition

0

New Delhi: The Union Ministry of Culture, International Buddhist Confederation in association with Government of Uttar Pradesh is organising the Abhidhamma Day on 20th October 2021 at Kushinagar, Uttar Pradesh on the auspicious occasion of Ashwin Poornima. Prime Minister Narendra Modi will grace the event in the presence of eminent monks from Sri Lanka, Thailand, Myanmar, South Korea, Nepal,...

State To Skill 15 Lakh Youth

0

Bhubaneswar: Hemant Sharma, Principal Secretary Skill Development and Technical Education & Industries has said that within next five years, Odisha will upgrading skills of 15 Lakh youth of the State. Adopting the approach of self reliance so far skilled man power is concern, Odisha armed with a Budget of Rs.5000 Crore for next five years, this massive scale of skill...

MCL Tops Coal Production

0

Sambalpur: Mahanadi Coalfields Limited (MCL), the leading coal producer, has dispatched over 5.47 lakh ton coal to consumers yesterday breaking its own record of 5.45 lakh tonne within a fortnight. The Company dispatched the highest ever 103 rakes of coal with 65 rakes coming from Talcher coalfields while 38 rakes were supplied from Ib Valley coalfields. P K Sinha, Chairman &...

ଦକ୍ଷତା ବିକାଶ ପାଇଁ ୫୦୦୦ କୋଟି

0

ଭୁବନେଶ୍ୱର : ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟର ୧୫ଲକ୍ଷ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ କରାଯିବ । ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଏହା କହିଛନ୍ତି । ଦକ୍ଷତା ବିକାଶ ଜରିଆରେ ଆତ୍ମ ନିଯୁକ୍ତିକୁ ଅଗ୍ରାଧିକାର ଦେବାପାଇଁ ରାଜ୍ୟ ସରକାର ଆସନ୍ତା ୫ବର୍ଷରେ ବଜେଟ୍‍ରେ ୫୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହାଦ୍ୱାରା ବ୍ୟାପକ ସଂଖ୍ୟାରେ ଯୁବକ ଯୁବତୀଙ୍କ କୌଶଳ ବିକାଶ ପାଇଁ ଲକ୍ଷ୍ୟ ରହିଥିବା ଶ୍ରୀ ଶର୍ମା କହିଛନ୍ତି...

ବେତନ, ପେନସନ, ଋଣ ବୋଝ ବଢ଼ି ଚାଲିଛି

0

ଭୁବନେଶ୍ୱର : ବ୍ୟୟ ସଂକୋଚନ ପାଇଁ ରାଜ୍ୟ ସରକାର ଯେତେ କଡା ପଦକ୍ଷେପ ନେଲେ ବି କର୍ମଚାରୀମାନଙ୍କ ବେତନ, ପେନସନ ଓ ଅନ୍ୟ ରାଜସ୍ୱ ବ୍ୟୟ ବଢ଼ିବାରେ ଲାଗିଛି । ଏବେ ମୋଟ ବଜେଟର ପାଖାପାଖି ୬୦ ପ୍ରତିଶତ ଏ ବାବଦରେ ଖର୍ଚ୍ଚ ହେଉଛି । ୨୦୦୯-୧୦ ବେଳକୁ ବେତନ, ଭତ୍ତା, ପେନସନ ଓ ଦପ୍ତର ପରିଚାଳନା ବାବଦରେ ବାର୍ଷିକ ୧୨,୭୫୩ କୋଟି ୮୪ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହା ବଢ଼ି ବଢ଼ି ୨୦୧୭-୧୮ ବେଳକୁ ୩୫,୩୬୩ କୋଟି ୮୪ ଲକ୍ଷ...