ମାର୍ଚ୍ଚରେ ଆସିପାରେ କାମଚଳା ବଜେଟ୍
ଭୁବନେଶ୍ୱର : ଏଥର ରାଜ୍ୟ ସରକାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ନ ଆଣି ୪ ମାସିଆ କାମଚଳା ବଜେଟ ଆଗତ କରିପାରନ୍ତି । ପଞ୍ଚାୟତ ଓ ପୌର ନିର୍ବାଚନ ପରିପ୍ରେକ୍ଷୀରେ ଏଭଳି ହୋଇପାରେ । ରାଜ୍ୟ ବଜେଟରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା କରିଥାନ୍ତି ଏବଂ ସେଥିଲାଗି ଅର୍ଥ ବରାଦ ମଧ୍ୟ ହୋଇଥାଏ । ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧିର ସମୟସୀମା ଶେଷ ହେବାକୁ ଯାଉଥିବା ବେଳେ ପୌର ନିର୍ବାଚନ ପାଇଁ କିନ୍ତୁ ଆଚରଣ ବିଧି ମାର୍ଚ୍ଚ ୨୬ ତାରିଖ...
ଉପକୂଳରେ ମିଲର୍ସଙ୍କ ଲୁଚକାଳି ଖେଳ
ଭୁବନେଶ୍ୱର : ଚାଷୀଙ୍କ ଧାନ ଉଠାଇବାକୁ ମିଲରମାନେ ଆସିବାରେ ବିଳମ୍ବ କରୁଛନ୍ତି । ସରକାରଙ୍କ ଶତ ତାଗିଦ ସତ୍ୱେ ଧାନ ରଙ୍ଗକୁ ଆଳ କରି ମିଲର୍ସମାନେ ଗାଡି ପଠାଉନଥିବାରୁ ଚାଷୀମାନେ ଅମଳ କରିଥିବା ଧାନକୁ ଧରି ବସିଛନ୍ତି । ଏଭଳି ଘଟଣା ରାଜ୍ୟର କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ଉପକୂଳବର୍ତ୍ତୀ ଜଗତ୍ସିଂହପୁର ଜିଲ୍ଲାରେ ଲକ୍ଷ୍ୟ କରାଯାଇଛି । ଜିଲ୍ଲାର ବାଲିକୁଦା, ମାଛଗାଁ, ନାଉଗାଁ, ଜଗତ୍ସିଂହପୁର ଆଦି ଅଞ୍ଚଳରେ ଏବେ ବି ଚାଷୀମାନେ ଅମଳ କରିଥିବା ଧାନକୁ ବିକ୍ରି କରିପାରି ନାହାନ୍ତି । ଧାନ ସଂଗ୍ରହ...
Observers For Urban Poll
Bhubaneswar: The State Election Commission (SEC) has appointed senior officers as General Observer for General Elections to Urban Local Bodies (ULBs) for all 30 districts.The SEC has issued an order appointing 25 officers on the job for various districts and Corporations. IAS Officer Indramani Tripathy, Director, Information and Public Relations, has been appointed as General Observer for Bhubaneswar Municipal...
Naveen Craze Continues
Bhubaneswar: It appears Odisha Chief Minister Naveen Patnaik and his Biju Janata Dal are unbeatable. Naveen’s victory march continues from 1997unaffected by anti-incumbency factor or wrongdoings of his party colleagues. Look at the ongoing panchayat elections. The trend of results which is available by noon of Saturday, indicated that the governing party is all set to capture about 80...
Fiscal Request Deadline Extended
Bhubaneswar: Following the repeated requests of several Departments, the Department of Finance Department once again revised its deadlines for release of funds, issue of allotment, re-appropriation of funds, surrender of unutilized funds in the remaining part of the current financial year. Principal Secretary, Finance, Vishal Kumar Dev has recently issued a circular to all Additional Chief Secretaries (ACSs), Principal Secretaries,...
ସ୍ୱରେଜ ଲାଇନ୍ ସଫା କରିବାକୁ ଡର
ଭୁବନେଶ୍ୱର : ସହରାଞ୍ଚଳରେ ସ୍ୱରେଜ ଲାଇନ୍ ସଫା କରିବାପାଇଁ ଏବେ ଠିକାଦାରଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀମାନେ ଡରିଲେଣି । ଅଧିକାଂଶ ସ୍ଥାନରେ ଯନ୍ତ୍ର ସାହାଯ୍ୟରେ ଏହି କାମ ହୋଇପାରୁନଥିବା ଓ ଯଦି କୌଣସି ଠାରେ ଶ୍ରମିକଙ୍କ ଦ୍ୱାରା ସଫା କରାଯାଉଛି ସେଠାରେ କଡା କାର୍ଯ୍ୟାନୁଷ୍ଠାନ ଭୟ ଯୋଗୁଁ ଏଭଳି ଅବସ୍ଥା ଉପୁଜିଛି । ଖୋଦ ରାଜଧାନୀରେ ଏହି ଅବସ୍ଥା ଜଟିଳ ହେବାରେ ଲାଗିଛି । କୌଣସି ୟୁନିଟ୍ରେ ଯଦି ଲୋକେ ସ୍ୱରେଜ ଲାଇନ୍ ଜାମ୍ର ସମ୍ମୁଖୀନ ହୋଇ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଦପ୍ତରରେ ଅଭିଯୋଗ...
ଶିଶୁ ନିର୍ଯ୍ୟାତନା ମାମଲାରେ ଦଣ୍ଡବିଧାନ ଢେର କମ୍
ଭୁବନେଶ୍ୱର : ଶିଶୁଙ୍କ ସୁରକ୍ଷାପାଇଁ ସ୍ୱତନ୍ତ୍ର ଅଦାଲତ ସମେତ ଶିଶୁ ଅଧିକାର ସୁରକ୍ଷା କମିଶନ ରହିଥିଲେ ବି ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ଢେର କମ୍ ରହୁଛି ଏବଂ ବର୍ଷ ବର୍ଷ ଧରି ଅଦାଲତରେ ମାମଲା ଗଡିଚାଲିବା ଫଳରେ ନିର୍ଯ୍ୟାତିତ ଶିଶୁମାନେ ତ୍ୱରିତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ସର୍ବଶେଷ ରିପୋର୍ଟ ଅନୁଯାୟୀ ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ୪୫ ପ୍ରତିଶତରୁ ଅଧିକ ରହୁଥିବାବେଳେ ଓଡିଶାରେ ଏହି...
ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ମହାମହିମ ଭୋଲୋଦିମିର ଜେଲେଁସ୍କିଙ୍କ ସହିତ କଥା ହୋଇଛନ୍ତି । ରାଷ୍ଟ୍ରପତି ଜେଲେଁସ୍କି ୟୁକ୍ରେନରେ ବର୍ତ୍ତମାନର ସଂକଟପୂର୍ଣ୍ଣ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ । ଯୁଦ୍ଧ କାରଣରୁ ୟୁକ୍ରେନରେ ହୋଇଥିବା ଜୀବନ ଓ ସମ୍ପତ୍ତି ହାନି ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକଟ କରିଥିଲେ। ହିଂସାର ତୁରନ୍ତ ପରିସମାପ୍ତି କରିବା ସହିତ ଆଲୋଚନା ମାର୍ଗକୁ ଫେରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କର ନିବେଦନକୁ ପୁଣିଥରେ ଦୋହରାଇଥିଲେ। ସେ କହିଥିଲେ ଯେ ଶାନ୍ତି ପ୍ରକ୍ରିୟାରେ...
DGFT Opens Helpdesk
New Delhi: In view of the current international situation, Department of Commerce and DGFT have undertaken to monitor the status and related difficulties being faced by stakeholders on Russia/Ukraine trade related issues, said DGFT Santosh Sarangi. Department of Commerce/DGFT has operationalised a Helpdesk to support and seek suitable resolutions to issues related to India’s International Trade in this regard...
Steel Sector Seeks Better Environ
Bhubaneswar: Industry Captains in Steel Sector have for a better environment for the industry especially on finance, logistics, environment, support for the small-scale industries in the sector in Odisha. Ministry of Steel had an interactive session with steel companies based in Odisha here on 26 February. Union Minister of Steel, Ram Chandra Prasad Singh chaired the meeting which saw the participation...










