ଏଣିକି ଟ୍ରେନରେ ମିଳିବ ଚଦର, କମ୍ବଳ
ନୂଆଦିଲ୍ଲୀ : କୋଭିଡ – ୧୯ ମହାମାରୀ ସଂକ୍ରମଣ ଏବଂ କୋଭିଡ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ରେଳ ଯାତ୍ରୀଙ୍କ ଯାତାୟାତ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ (ଏସଓପି) ଜାରି କରାଯାଇଥିଲା। ଏଥିରେ ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ କଟକଣା ଲାଗୁ ହୋଇଥିଲା। ଏବେ ଭାରତୀୟ ରେଳବାଇ ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ ଲାଗୁ ହୋଇଥିବା କଟକଣାକୁ ତତ୍କାଳ ପ୍ରଭାବ ସହିତ ପ୍ରତ୍ୟାହାର କରିବା ଲାଗି ନିଷ୍ପତ୍ତି ନିଆଯାଇଛି । କୋଭିଡ ପୂର୍ବବର୍ତ୍ତୀ କାଳରେ ଏସବୁ ସାମଗ୍ରୀ...
JJM Odisha Gets 2036 Cr
Bhubaneswar:The Union Government has made provision of Rs 2,036 crore for Odisha under the Jal Jeevan Mission (JJM) for the year 2022-23. The Union Jal Shakti Ministry had tentatively allocated Rs 2,036 crore for the State for the financial year 2022-23. The Ministry has allocated Rs 3,323.42 crore in the current financial year 2021-22. This was known from the Regional Conference...
State Asks Achievement Upload
Bhubaneswar:For better management of resources, the Finance Department has asked all Administrative Departments to upload quarterly achievement data of the last three quarters on BETA System by March 25, 2022. Principal Secretary, Finance , Vishal Kumar Dev has issued a letter to the Additional Chief Secretaries (ACSs), Principal Secretaries, Commissioner-cum-Secretaries, Secretaries, Special Secretaries of all Departments in this regard. Mr.Dev said...
ବର୍ଷକୁ ୨ଲକ୍ଷ ଲୋକ କିଡ୍ନୀ ସମସ୍ୟାରେ ପୀଡିତ
ଭୁବନେଶ୍ୱର : ବର୍ଷକୁ ପ୍ରାୟ ୨ଲକ୍ଷ ଲୋକ କିଡ୍ନୀ ଜନିତ ସମସ୍ୟାରେ ପଡୁଛନ୍ତି । ଏହି ରୋଗ ବର୍ତମାନ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏହା ଦ୍ୱାରା ଜୀବନଶୈଳୀ ଉପରେ ଅନେକ ପ୍ରଭାବ ପଡୁଛି । ତେଣୁ ସୁସ୍ଥ ଜୀବନଶୈଳୀ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ଏହି ରୋଗକୁ ଦୂର କରିହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ବିଶ୍ୱ କିଡ୍ନୀ ଦିବସ ଅବସରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଗୁରୁବାର...
ଆପ୍ ଦଖଲରେ ପଞ୍ଜାବ
ଭୁବନେଶ୍ୱର : ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟ ଘଟିଥିବାବେଳେ ଆମ୍ ଆଦମୀ ପାର୍ଟି (ଆପ୍) ପଞ୍ଜାବ ଦଖଲ କରିଛି । ବିଜେପି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିପୁଳ ବହୁମତ ହାସଲ କରିଥିବାବେଳେ ଗୋଆ ଓ ମଣିପୁରରେ ମଧ୍ୟ ସରକାର ଗଢିବାକୁ ଯାଉଛି । ଏହି ୫ଟି ରାଜ୍ୟ ମଧ୍ୟରୁ ୪ଟିରେ ବିଜେପି ନେତୃତ୍ୱାଧିନ ଏନ୍ଡିଏ ସରକାର ଥିବାବେଳେ ପଞ୍ଜାବରେ ରହିଥିଲା କଂଗ୍ରେସର ସରକାର । ବିଜେପି ତାହାର ୪ଟି ଯାକ ରାଜ୍ୟକୁ ଅକ୍ତିଆରରେ ରଖିବା ଲାଗି ସମର୍ଥ ହୋଇଥିବାବେଳେ...
ବ୍ଲକ୍ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ କସରତ
ଭୁବନେଶ୍ୱର : ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭାପତି ପଦବୀଗୁଡିକ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବା ଦୃଷ୍ଟିରୁ ଗ୍ରାମାଞ୍ଚଳରେ ରାଜନୈତିକ ପାଣିପାଗ ବେଶ୍ ସରଗରମ ରହିଛି । ୩୦ଟି ଯାକ ଜିଲ୍ଲା ପରିଷଦ ସଭାପତି ପଦବୀ ଦଖଲ କରିବା ବିଜେଡି ପାଇଁ ନିଶ୍ଚିତ ଥିବା ପରିପ୍ରେକ୍ଷୀରେ ବିଜେପି, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଏଥିପ୍ରତି ଆଉ ଧ୍ୟାନ ଦେଉନାହାନ୍ତି । ଯଦି ବିଜେଡିର କେହି ବିଦ୍ରୋହୀ ପ୍ରାର୍ଥୀ ଉଭା ହୁଅନ୍ତି, ତେବେ ବିରୋଧୀ ଦଳମାନେ...
ଖରିଫ ଧାନ ବିକ୍ରି ନେଇ ଆଶଙ୍କା
ଜଗତସିଂହପୁର : ରାଜ୍ୟ ସରକାର ଆଜି ରବି ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ସକାଶେ ବିଜ୍ଞାପନ ଦେଇଥିବାବେଳେ ଜିଲ୍ଲାରେ ଚାଷୀମାନେ ଅମଳ ଅମଳ କରିଥିବା ଖରିଫ ଧାନକୁ ବିକ୍ରି କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । କାରଣ ମିଲରମାନେ ଅଧିକାଂଶ ମଣ୍ଡିରୁ ଧାନ ନଉଠାଇବା ଓ ଚାଷୀଙ୍କ ପଞ୍ଜିକରଣ ନମ୍ବରରେ ବିଭ୍ରାଟ ଦେଖାଦେବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ଧାନ ମଣ୍ଡିରେ ପଡିଥିବା ଧାନ ନଉଠିବାରୁ ପଞ୍ଜିକୃତ ଚାଷୀଙ୍କ ନିକଟକୁ ବାରମ୍ବାର ପରିବର୍ତ୍ତିତ ତାରିଖର ମେସେଜ...
ସମାଜ ସେବା ପାଇଁ ସ୍ୱୟଂସିଦ୍ଧା ସମ୍ମାନ
ଭୁବନେଶ୍ୱର : ନାରୀ ସଶକ୍ତ ଓ ସୁଦୃଢ ହେଲେ ଏ ଜାତି ଆଗକୁ ବଢିପାରିବ । ତେଣୁ ସବୁ କ୍ଷେତ୍ରରେ ନାରୀମାନଙ୍କୁ ଉପଯୁକ୍ତ ସମ୍ମାନ ଓ ସେମାନଙ୍କ ଅଧିକାରକୁ ସାବ୍ୟସ୍ତର ସୁଯୋଗ ଦେବାପାଇଁ ମତ ପ୍ରକାଶ ପାଇଛି । ଆର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୱିମେନ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫେୟାର (ୱସ୍ୱ) ପ୍ରକ୍ଷରୁ ଆୟୋଜିତ ‘ସ୍ୱୟଂ ସିଦ୍ଧା’ ସମ୍ମାନ ପ୍ରଦାନ ସମାରୋହରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ଏହି ମତ ପୋଷଣ କରିଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ୱସ୍ୱର ସମ୍ପାଦିକା...
OMC Bags National Mines Award
Bhubaneswar: Top Mandarin Balwant Singh is in a happy mode as the South Kaliapani Chromite Mines of Odisha Mining Corporation Limited (OMC) has been conferred with the prestigious National Safety Award (Mines). Managing Director OMC Mr.Singh is happy because OMC has earned laurels for the contest year 2018 and 2020 by Ministry of Labour & Employment, Government of India. Bhupender Yadav,...
Land Support For Highways
Bhubaneswar: Additional Chief Secretary Revenue and Disaster Management Satyabrata Sahoo Wednesday directed all officers of NHAI to use minor minerals from authorized sources and after paying due royalty to concerned authorities. Also, officers of NHAI were impressed upon to sensitise their contractors and concessionaires in this regard. At a review meeting Mr.Sahoo also directed the National Highway officials to complete the...










