Mercury Falling in Odisha

0

Bhubaneswar: Cold Wave has started to grip many parts of the State with the falling down of mercury to below 15 degrees Celsius mark at six places of Odisha last night. As per a bulletin of the Bhubaneswar Meteorological Centre, a minimum temperature of 9.5 degrees Celsius was recorded at Daringbadi last night and became the coldest town of Odisha...

Opposition Continues Mamita Protest

0

Bhubaneswar: Even though the parents of victim Mamita Meher appealed the political parties not to assassinate the character of their deceased daughter, opposition BJP and Congress continued their protests over the murder case.     The BJP activists today allegedly showed black flags to Minister of State for Home Dibya Shankar Mishra and hurled eggs at his car while he was...

DGP Visits Red Corridor

0

Nuapada: Director General of Police (DGP) Abhay along with Director Intelligence and two DIGs on Sunday visited Nuapada and reviewed the LWE operations being undertaken by CRPF and State police in the area. The district has witnessed a significant downward trend in Maoist activity during the last one and a half year, DGP Abhay said on Sunday. Abhay also visited Sunabeda camp...

ବିଜେପିକୁ ରାଜନୀତିର ପାଠ ପଢାଇଲା ବିଜେଡି

0

ଭୁବନେଶ୍ୱର : ବିରୋଧୀ ରାଜନୈତିକଦଳ, ବିଶେଷକରି ବିଜେପି ବିଗତ କିଛି ବର୍ଷ ଧରି ତାହାର ସଙ୍କୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ମହିଳାମାନଙ୍କ ପ୍ରତି ଜଘନ୍ୟ ଅପରାଧ ମାମଲାକୁ ବ୍ୟବହାର କରିଆସୁଛି । ପୀଡିତା କିମ୍ବା ସେମାନଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପାତ୍ର ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ ପୀଡିତା କିମ୍ବା ସେମାନଙ୍କ...

ଅବକାରୀ ଗିରଫଦାରୀ ୩ଗୁଣାରୁ ଅଧିକ

ଭୁବନେଶ୍ୱର : ଅବକାରୀ କାରବାରରେ ଲିପ୍ତ ଲୋକଙ୍କ ଗିରଫଦାରୀ ସଂଖ୍ୟା ବର୍ଷକରେ ପ୍ରାୟ ୩ଗୁଣ ବୃଦ୍ଧି ପାଇଛି । ୨୦୨୦-୨୧ ବର୍ଷରେ ଏପ୍ରିଲ୍‍ରୁ ଅକ୍ଟୋବର ମଧ୍ୟରେ ୧୪୨ ଜଣ ଗିରଫ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ଏହି ସମୟରେ ଗିରଫଦାରୀ ସଂଖ୍ୟା ୪୪୮ରେ ପହଞ୍ଚିଛି । ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ବୃଦ୍ଧି ପାଉଥିବା ବେଆଇନ୍‍ ଅବକାରୀ କାରବାର ଉପରେ ରୋକ ଲଗାଇବାପାଇଁ କ୍ଷେତ୍ର ସ୍ତରୀୟ ଅଧିକାରୀ ଓ ଅବକାରୀ ଗୁଇନ୍ଦାଙ୍କୁ ନିର୍ଦ୍ଦେଶ ଦିଆଯିବା ପରେ ଚଢଉ ଜୋରଦାର ସହିତ ସାମଗ୍ରୀ ଜବତ...

ଭିକାରୀ ମୁକ୍ତ ହୋଇ ପାରୁନି ପୌରାଞ୍ଚଳ

0

ଭୁବନେଶ୍ୱର : ରାଜ୍ୟର ମହାନଗର ନିଗମ ସମେତ ସମସ୍ତ ପୌରାଞ୍ଚଳକୁ ଭିକାରୀମୁକ୍ତ କରାଯାଇ ପାରୁନାହିଁ । ଏପରିକି ସହରାଞ୍ଚଳରେ ଥିବା ଭିକାରୀ, ବୃଦ୍ଧ, ଅସହାୟ, ଶାରିରୀକ ଅକ୍ଷମମାନଙ୍କୁ ଖାଦ୍ୟ ଯୋଗାଣ ପାଇଁ ହୋଇଥିବା ନିଷ୍ପତ୍ତି ବି କାର୍ଯ୍ୟକାରୀ ହୋଇନାହିଁ । ନିକଟରେ ସହରାଞ୍ଚଳରେ ଆଶ୍ରୟସ୍ଥଳ ସଂକ୍ରାନ୍ତରେ ହୋଇଥିବା ସମୀକ୍ଷାରୁ ଏହି ସୂଚନା ମିଳିଛି । ଚଳିତବର୍ଷ ଏପ୍ରିଲମାସରେ ବସିଥିବା ବୈଠକରେ ସହରାଞ୍ଚଳକୁ ଭିକାରୀମୁକ୍ତ ପାଇଁ ନିଷ୍ପତ୍ତି ହୋଇଥିଲା । ଏଥି ସହିତ ଅସହାୟ, ଭିନ୍ନକ୍ଷମ ଓ ଭିକ୍ଷୁକମାନଙ୍କୁ ଖାଦ୍ୟ ଯୋଗାଣ ପାଇଁ କୁହାଯାଇଥିଲା ।...

BJD Slams Opposition

0

Bhubaneswar: BJD slammed BJP and Congress for doing petty politics over sensitive cases like crime against women. “The opposition parties, particularly BJP, have been misusing the crimes against women for their narrow political gains and they do it before all major elections,” BJD spokesman and MP Sasmit Patra alleged. Alleging that the BJP was politicizing a criminal case, BJD spokesperson, Mr.Patra...

ମଦ ବନ୍ଦ ପାଇଁ ଦାବି

0

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଅନୁଷ୍ଠିତ ହେବାକୁ ଥିବା ମତଦାନର ୭ଦିନ ପୂର୍ବରୁ ମଦ ଦୋକାନଗୁଡିକ ବନ୍ଦ ରଖିବାପାଇଁ ମତପ୍ରକାଶ ପାଇଛି । ପଞ୍ଚାୟତ ନିର୍ବାଚନ କିଭଳି ସୁରୁଖୁରୁରେ ହେବ ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନ ଡାକିଥିବା ସର୍ବଦଳୀୟ ବୈଠକରେ ରାଜନୈତିକଦଳ ପକ୍ଷରୁ ଏଭଳି ଦାବି ଉଠିଛି । କିଏ ତିନି ଦିନ ପୂର୍ବରୁ ତ ଆଉ କିଏ ୭ଦିନ ପୂର୍ବରୁ ମଦ ଦୋକାନ ବନ୍ଦ ପାଇଁ ଦାବି କରିଛନ୍ତି । ପଞ୍ଚାୟତ ନିର୍ବାଚନ-୨୦୨୨ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ...

୧୨ ଷ୍ଟାର୍ଟଅପ୍‌କୁ ୯୩ ଲକ୍ଷ ଟଙ୍କା

0

ଭୁବନେଶ୍ୱର : ଷ୍ଟାର୍ଟ ଅପ୍‌ ଓଡ଼ିଶା ତରଫରୁ ୧୨ ଗୋଟି ଷ୍ଟାର୍ଟଅପ୍‌ ପାଇଁ ଉତ୍ପାଦନ ବିକାଶ ଏବଂ ବଜାର ସହାୟତା ନିମନ୍ତେ ମାସିକ ଭତ୍ତା ଭାବେ ୯୨.୭୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ମଞ୍ଜୁରି ଅର୍ଥ ଏହି ଷ୍ଟାର୍ଟଅପ୍‌ଗୁଡ଼ିକର ଆବଶ୍ୟକୀୟ କ୍ଷେତ୍ରର ବିକାଶ ନିମନ୍ତେ ଖର୍ଚ୍ଚ କରାଯିବ । ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଟାସ୍କଫୋର୍ସ ବୈଠକରେ ଏହି ଅର୍ଥ ମଞ୍ଜୁରୀକୁ ଅନୁମୋଦନ କରାଯାଇଛି । ଯେଉଁ ଷ୍ଟାର୍ଟଅପ୍‌ଗୁଡ଼ିକ ଏହି ଅର୍ଥରୁ ଲାଭାନ୍ୱିତ ହେବେ ସେଗୁଡ଼ିକ...

State Excise Curbs Narcotics Trade

Cuttack: Department of Excise in State has seized narcotics substances worth nearly Rs 4 crore between April and October this year. Thanks to overdrive of Excise Commissioner Ashish Kumar Singh to curb illegal narcotic trade and continuous monitoring by Principal Secretary Excise Sushil Kumar Lohani, positive results have been yielded. To curb the menace of narcotics trade, the State Excise Department...