ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଘରଡିହ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା  ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧.୧୫ ଲକ୍ଷ  ଲୋକ ଏହି ସୁବିଧା ପାଇବେ । ଝାରସୁଗୁଡା ସହିତ ରାଜ୍ୟର ୧୨ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା ।    ଏହି ଅବସରରେ ମୁଖ୍ୟମନ୍ତ୍ରୀ ହୀରାକୁଦ ନଦୀ ବନ୍ଧ ପ୍ରକଳ୍ପ ଦ୍ବାରା ଝାରସୁଗୁଡାର ୨୦୦୦ ବିସ୍ଥାପିତ ପରିବାରକୁ ଘରଡିହ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହାଦ୍ବାରା ବିସ୍ଥାପିତଙ୍କର ଦୀର୍ଘ ଦିନର...

ଚିନ୍ତା ବଢାଉଛି କେନ୍ଦ୍ରୀୟ ଅନୁଦାନ ହ୍ରାସ

0

ଭୁବନେଶ୍ୱର : ଅର୍ଥନୀତିରେ ସୁଧାର ଆସିବା ସତ୍ୱେ କେନ୍ଦ୍ରରୁ ମିଳୁଥିବା ଅର୍ଥ ନିୟମିତ ଭାବେ ହ୍ରାସ ପାଇବା ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ୍‍ରେ ରାଜ୍ୟ ସରକାର ୧,୨୫,୬୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ ଲକ୍ଷ୍ୟ ରଖିଥିବାବେଳେ ସେଥିରେ କେନ୍ଦ୍ରୀୟ ଅଂଶଧନ ଓ ଅନୁଦାନ ଆକାରରେ ୬୮,୧୦୦ କୋଟି ଟଙ୍କା ରହିଛି । ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରରୁ ମାତ୍ର ୨୩,୫୨୮.୭୩ କୋଟି ଟଙ୍କା ପାଇଛନ୍ତି ଯାହାକି ଗତବର୍ଷ ତୁଳନାରେ ୧୫.୨୫...

କଏଦୀଙ୍କ ଖାଦ୍ୟ ଖର୍ଚ୍ଚ ୨୦୧୫ ପରଠୁ ବଢିନି

0

ଭୁବନେଶ୍ୱର : ଛଅ ବର୍ଷ ଭିତରେ ଦରଦାମ ଢେର ବଢିଲାଣି । କିନ୍ତୁ ୨୦୧୫ ପରଠାରୁ ଏଯାବତ୍‍ ଓଡିଶାର ବିଭିନ୍ନ ଜେଲ୍‍ରେ ଥିବା ବନ୍ଦୀମାନଙ୍କ ଲାଗି ଖାଇବା ଖର୍ଚ୍ଚ ବଢୁନାହିଁ । ଫଳରେ ମହଙ୍ଗା ଯୁଗରେ ଅଳ୍ପ ପଇସାରେ କଏଦୀମାନଙ୍କୁ ଜେଲରେ ତିନି ବେଳା ଭୋଜନ ଦେବା ମୁସ୍କିଲ ହୋଇପଡୁଛି । କଏଦୀଙ୍କ ମୁଣ୍ଡପିଛା ଖାଇବା ଖର୍ଚ୍ଚ ପୂର୍ବରୁ ଦିନକୁ ୬୦ଟଙ୍କା କରି ଥିଲା । ୨୦୧୫ ମସିହାରେ ଏହା ୬୪ଟଙ୍କାକୁ ବଢିଥିଲା । ଏହି ୬ବର୍ଷ ମଧ୍ୟରେ ରନ୍ଧନଗ୍ୟାସର ଦାମ ପାଖାପାଖି ୨ଗୁଣା...

Center Allows Post Mortem After Sunset

0

New Delhi: In response to the multiple references that have been received by the Union Health Ministry from various sources and in line with the Government’s commitment to promote ease of living by reducing burden imposed due to compliance to government processes, changes have been made in the post-mortem protocols to allow for the procedure to be conducted after...

Vivek To Lead India Jr Team

0

Bhubaneswar: With less than two weeks to go, the 18 members of the Indian Junior Team has been announced with Vivek Prasad Sagar as Captain. Coach Graham Reid who led the senior team to win their Olympic bronze at Tokyo recently is overseeing the team’s training at Kalinga Stadium, Bhubaneswar. The stakes are high and the teams are striving hard...

SUM Conducts Spyglass Tech Training

0

Bhubaneswar: A two-day training program for Gastroenterologists from different states on the latest SPYGLASS-DS technology ended at the Institute of Medical Sciences and SUM Hospital here on Sunday. This latest SPYGLASS-DS technology has opened up new avenues to diagnose and detect diseases involving the bile duct, gallbladder, liver and pancreas, Prof. Manoj Kumar Sahu, Head of department of Gastroenterology at...

BMC Administers 25L Jabs

0

Bhubaneswar: The Capital City of Odisha, Bhubaneswar has crossed yet another milestone in the COVID-19 vaccination drive with the total vaccination crossing a whopping 25 lakh mark. As on 14 November, A total of 26,48,813 vaccine doses have been administered to beneficiaries across all eligible age groups by the Bhubaneswar Municipal Corporation (BMC).The vaccination drive, being carried out under...

Homestead Land For Hirakud Oustees

0

Jharsuguda: Chief Minister Naveen Patnaik on Monday announced allotment of homestead land to 2000 families affected due to construction of the Hirakud dam project. The Chief Minister has made this announcement while launching distribution of smart health cards to beneficiaries of Biju Swasthya Kalyan Yojana (BSKY) of Jharsuguda district through video conferencing from Bhubaneswar. It is a long standing demand of...

ବିର୍ସାମୁଣ୍ଡା ଜନଜାତି ସ୍ୱାଭିମାନର ପ୍ରତୀକ

0

ଭୁବନେଶ୍ୱର : ଭଗବାନ ବିର୍ସାମୁଣ୍ଡାଙ୍କ କୀର୍ତି ଓ ଜୀବନାଦର୍ଶ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଦର୍ଶାଇ ଅତିଥିମାନେ ତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଓଡିଶା ସରକାରଙ୍କ ଏସ୍‌.ସି.ଏସ୍‌.ଟି. ଆର.ଟି.ଆଇ ଏବଂ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଳାଳୟର ମିଳିତ ସହଯୋଗରେ ଆଜି ଅନୁଷ୍ଠିତ ଏକ ଜାତୀୟ ଆଲୋଚନା ଚକ୍ରରେ “ଭାରତର ସ୍ୱାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ” ପ୍ରସଙ୍ଗ ଉପରେ ଆଲୋଚକମାନେ ବକ୍ତବ୍ୟ ରଖିଛନ୍ତି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡିଶାର ଅନୁସୂଚିତ ଜନଜାତି ଓ ଅନୁସୂଚିତ...

କୋଭିଡ୍ ଓ ମଧୁମେହ ଗୋଟିଏ ଖଣ୍ଡାର ଦୁଇଟି ଧାର

0

ଭୁବନେଶ୍ୱର : କୋଭିଡ୍ ଓ ମଧୁମେହ ଉଭୟ ଗୋଟିଏ ଖଣ୍ଡାର ଦୁଇଟି ଧାର ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏଣ୍ଡୋକ୍ରାଇନୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଅଭୟ କୁମାର ସାହୁ । ସମ୍ ହସ୍ପିଟାଲ୍‌ରେ ନଭେମ୍ବର ୧୪ ତାରିଖ ଦିନ ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି ଡାକ୍ତର ସାହୁ । କୋଭିଡ୍ ମହାମାରୀ ଗତ ଦୁଇ ବର୍ଷ ଧରି ସାରା ବିଶ୍ୱକୁ ଆକ୍ରାନ୍ତ କରି...