ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ ହେଉନି

ଭୁବନେଶ୍ୱର : ଓଡିଶାର କୌଣସି ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରାଯିବାର ମାସକ ମଧ୍ୟରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଏବଂ ତଦନ୍ତକାରୀ ଅଧିକାରୀ ନିଯୁକ୍ତି ପାଇବାର ୯୦ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ମାର୍ଗନିର୍ଦ୍ଦେଶିକାକୁ ବହୁ କ୍ଷେତ୍ରରେ ଅନୁପାଳନ କରାଯାଉନାହିଁ । ଏଥିଯୋଗୁଁ ରାଜକୋଷର ବିପୁଳ ଅର୍ଥ ବରବାଦ ହେଉଥିବାବେଳେ ସଚ୍ଚୋ କର୍ମଚାରୀମାନଙ୍କ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡୁଛି । ଏଠାରେ ଉଲ୍ଲେଖନୀୟ ଯେ ଜଣେ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରିବାପାଇଁ ଓସିଏସ୍‍ (ସିସିଏ)...

ବଦଳିଲା ସ୍କୁଲ ସମୟ

0
School and Mass Education

ଭୁବନେଶ୍ୱର : ପ୍ରବଳ ଗ୍ରୀଷ୍ମ ପ୍ରଦାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦ୍ୟାଳୟରେ ପାଠପଢା ସମୟରେ ପରିବର୍ତ୍ତନ କରିଛନ୍ତି । ମଇ ୨ତାରିଖ ଠାରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢା ହେବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ପୂର୍ବରୁ ରାଜ୍ୟ ସରକାର ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠ ପଢିବାପାଇଁ ସମୟ ଧାର୍ଯ୍ୟ କରିଥିଲେ । ତେବେ ରାଜ୍ୟରେ ଗ୍ରୀଷ୍ମପ୍ରଦାହକୁ ଦେଖି ୨୬ତାରିକରୁ ବିଦ୍ୟାଳୟ ଛୁଟି ରଖିଥିଲେ ।...

ଜୁନ ପହିଲାରୁ ବାଧ୍ୟତାମୂଳକ ହଲ୍‌ମାର୍କିଂ

0

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ନିମନ୍ତେ ସୁନା ଅଳଙ୍କାର ଓ ସୁନା କଳାକୃତି (ସଂଶୋଧନ) ଆଦେଶ, ୨୦୨୨ ଜୁନ ପହିଲା, ୨୦୨୨ ଠାରୁ ଲାଗୁ ହେବ । ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂରେ ୨୦, ୨୩ ଏବଂ ୨୪ କ୍ୟାରେଟ୍‌ ସୁନା ଅଳଙ୍କାର/କଳାକୃତିକୁ ସାମିଲ କରାଯିବ । ଭାରତୀୟ ମାନକ (ଆଇଏସ) ୧୪୧୭ ଏବଂ ପ୍ରଥମ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ଆଦେଶକୁ କାର୍ଯ୍ୟକାରୀ କରାଯିବା ପରେ ବାଧ୍ୟତାମୂଳକ ହଲମାର୍କିଂ ବ୍ୟବସ୍ଥା ଅଧୀନରେ ଏଏଚସି ପ୍ରତିଷ୍ଠା ହୋଇଥିବା ୩୨ଟି ନୂଆ ଜିଲ୍ଲାରେ ଯେପରି...

ମଇ ପହିଲାରେ ଉଜ୍ୱଳା ଦିବସ

0

ଭୁବନେଶ୍ୱର :  "ପ୍ରଧାନମନ୍ତ୍ରୀ ଉଜ୍ୱଳା" ଯୋଜନାକୁ ଉତ୍ସବ ଭାବରେ ପାଳନ କରୋବାପାଇଁ ଚଳିତ ୨୦୨୨ ମଇ ପହିଲା ଦିନଟିକୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ " ଉଜ୍ୱଳା ଦିବସ " ଭାବରେ ପାଳନ କରୁଛି । ପ୍ରତ୍ୟେକ ବିପିଏଲ୍ ପରିବାରକୁ  " ପ୍ରଧାନମନ୍ତ୍ରୀ ଉଜ୍ୱଳା" ଯୋଜନାରେ ବିନାମୂଲ୍ୟରେ  ଏଲ୍ ପି ଜି ସଂଯୋଜ ଦିଆ ଯାଉଛି। ସାମାଜିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ଏହା ଏକ ବଡ ପଦକ୍ଷେପ। ଉତ୍ତରପ୍ରଦେଶର ବଲିଆଠାରେ  ୨୦୧୬ ମଇ ପହିଲା ଦିନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଯୋଜନାର ଶୁଭାରମ୍ଭ...

School Timing Rescheduled

0

Bhubaneswar: In view of prevailing heatwave conditions, the State Government has revised the school timing with effect from May 2. Bishnupada Sethi, Principal Secretary School & Mass Education reviewed the situation and directed officials to reschedule the timing of learning. The State Government has suspended classes of all schools including the private schools from April 26 to April 30, 2022. As...

SOA Hosts AICTE Meet

0

Bhubaneswar: A three-day regional conference on ‘Universal Human Values’ organised in collaboration with the All India Council for Technical Education (AICTE) began at Siksha ‘O’ Anusandhan (SOA) on Friday. More than sixty participants from different Higher Education Institutions (HEIs) of the eastern region are attending the conference. Prof. Ashok Kumar Mahapatra, SOA’s Vice-Chancellor, who presided over the inaugural function held at...

Upadhyay Takes DG Fire Charge

0

Cuttack: Veteran Top Cop Santosh Kumar Upadhyay today joined as Director General of Police, Fire Services, Commandant General, Home Guards and Director General, Civil Defence. 1988 Batch IPS,Mr.Upadhyay took charge at the Directorate of Odisha Fire Service, Home Guards and Civil Defence in Cuttack. Started his 34 years long IPS Career as Sub Divisional Police Officer (SDPO) Sambalpur and later promoted...

ଆନୁଷଙ୍ଗିକ କୃଷିରେ ବ୍ୟାପକ ରୋଜଗାର ସୁଯୋଗ

ଭୁବନେଶ୍ୱର : ନିଯୁକ୍ତି ତଥା ଆତ୍ମନିଯୁକ୍ତି ମାଧ୍ୟମରେ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ବ୍ୟାପକ ରୋଜଗାରର ବାଟ ରହିଛି । ମନୁଷ୍ୟର ଜୀବନଶୈଳୀ ବଦଳିବା ସହିତ ରୁଚି ବଦଳିଛି, ଚାହିଦା ବଢ଼ିଛି ଏବଂ ଏଥିସହ ଦୁଗ୍ଧ, ମାଂସ ଓ ଅଣ୍ଡା ଆଦି ଖାଦ୍ୟର ଉତ୍ପାଦନରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଛି । ଆଜି କୃଷି ଭବନ ପ୍ରେକ୍ଷାଳୟରେ ପ୍ରଥମ ଥର ପାଇଁ ସଂପୂର୍ଣ୍ଣ ସରକାରୀ ଭାବେ ରାଜ୍ୟସ୍ତରୀୟ ‘ବିଶ୍ୱ ପ୍ରାଣୀଚିକିତ୍ସା ଦିବସ’ ପାଳନ ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ...

ଜୀବନର ଝର କଲମ ପୁସ୍ତକ ଉନ୍ମୋଚିତ

0

ଭୁବନେଶ୍ୱର : ପ୍ରାକ୍ତନ ବରିଷ୍ଠ ପ୍ରଶାସକ ଚିନ୍ମୟ ବସୁଙ୍କ ପୁସ୍ତକ ‘ଜୀବନର ଝର କଲମ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଆଜି ରାଜଭବନରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ ଶ୍ରୀ ବସୁଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ଓ ପ୍ରେରଣାଦାୟୀ ହୋଇପାରିବ ବୋଲି କହିଥିଲେ । ଲେଖକ ଶ୍ରୀ ବସୁ ପୁସ୍ତକ ସମ୍ପର୍କରେ ସୂଚନା ଦେଇ କହିଲେ ଯେ ଏହି ବହିରେ ଥିବା ପ୍ରତିଟି କାହାଣୀ ଜୀବନର ବିଭିନ୍ନ...

ସୋଆର ପୁରାତନ ଛାତ୍ରୀଙ୍କୁ ମିସେସ୍ ଇଣ୍ଡିଆ ମୁକୁଟ

0

 ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ର ପୂର୍ବତନ ଛାତ୍ରୀ ରୂପସା ନାୟକ ମିସେସ୍ ଇଣ୍ଡିଆ କ୍ରାଉନ୍ ହାସଲ କରି ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ମୁମ୍ବାଇ ଠାରେ ଗ୍ଲାମର ୱାର୍ଲ୍ଡ ପକ୍ଷରୁ ନିକଟରେ ଆୟୋଜିତ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ରୂପସା ବିଜୟୀ ହୋଇଛନ୍ତି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୦୦୯ ବ୍ୟାଚ୍‌ର କମ୍ପ୍ୟୁଟର ସାଇନ୍‌ସ ବିଭାଗର ଛାତ୍ରୀ ରୁପ୍‌ସା ସାରା ଦେଶରୁ ଭାଗ ନେଇଥିବା ପ୍ରାୟ ୨୦୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ...