ଏସଏଚଜି ସହଭାଗୀତାକୁ କେନ୍ଦ୍ରୀୟ ସଚିବଙ୍କ ପ୍ରଶଂସା

0

ଭୁବନେଶ୍ୱର : କେନ୍ଦ୍ର ଗୃହ ଓ ନଗର ମନ୍ତ୍ରଣାଳୟର ସଚିବ ଦୁର୍ଗା ଶଙ୍କର ମିଶ୍ର ଓଡିଶାରେ ସହରୀ ବିକାଶ ତଥା ଜୀବିକା ର୍ନିବାହ କାର୍ଯ୍ୟକ୍ରମରେ ମିଶନ ଶକ୍ତି ଏସ୍‍ଏଚଜି ଏବଂ ତୃତୀୟ ଲିଙ୍ଗ ଗୋଷ୍ଠୀର ପ୍ରଭାବଶାଳୀ ଅଂଶଗ୍ରହଣକୁ ପ୍ରଶଂସା କରିଛନ୍ତି । ଜଳ ଯୋଗାଣ ଏବଂ ପରିମଳ ସଂଗଠନର କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ରାଜ୍ୟ ଗସ୍ତରେ ଆସିଥିବା ଶ୍ରୀ ମିଶ୍ର ଭୁବନେଶ୍ୱର ଏବଂ ପୁରୀର ଅନେକ ଏସଏଚଜି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ସଚିବ ରବିବାର ଦିନ ପିପଲି ପରିଦର୍ଶନ କରିଥିଲେ ଏବଂ...

MoHUA Lauds Odisha Urban SHGs

0

Bhubaneswar: Durga Shanker Mishra, Secretary, Ministry of Housing and Urban Affairs (MoHUA), Government of India has appreciated the effective participation of Mission Shakti SHGs and transgender groups in urban development and livelihood generation programs in Odisha. On a visit to the State for the launch event of the Association of Water Supply and Sanitation Organization (AWSSAR), Mr.Mishra interacted with several...

No Monday Darshan Of Trinity

0

Puri: Shree Jagannath Temple here to remain for public darshan of deities on Monday (tomorrow) from 4 pm onwards for the performing of secret ‘Paita Lagi’ rituals. “Shree Mandira will be closed for public darshan tomorrow, i.e. Monday (29.11.2021) on Margasira Krushna Dashami Tithi from 4 pm onwards, for the Pita Lagi ritual of the deities,” Shree Jagannath Temple Administration...

IMD Predicts Another Cyclone

0

Bhubaneswar: When the State is gearing up to tackle the possible third wave of Covid-19, the Indian Meteorological Department (IMD) on Sunday predicted a possible cyclone in Bay of Bengal in the first few days of December. The IMD said that a low pressure area is likely to form over South Andaman Sea and the Bay of Bengal around November...

୨ତାରିଖରୁ ବର୍ଷା ଆରମ୍ଭ

0

ଭୁବନେଶ୍ୱର : ଆସନ୍ତା ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଡିସେମ୍ବର ୨ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଏହି ବର୍ଷା ଉପକୂଳ ଓ ଦକ୍ଷିଣ ଓଡିଶାର କେତେକ ଜିଲ୍ଲାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି) ସୂଚନା ଆଧାରରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଅବଗତ କରିଛନ୍ତି । ଜିଲ୍ଲାପାଳମାନଙ୍କୁ ଦେଇଥିବା ସୂଚନାରେ ଦର୍ଶାଯାଇଛି ଯେ ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ୪୮ଘଣ୍ଟା...

ତୃତୀୟ ଲହର ସଂକ୍ରାନ୍ତରେ ସତର୍କ କଲେ ମୁଖ୍ୟ ସଚିବ

0

ଭୁବନେଶ୍ୱର : କୋଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।  ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବର୍ତ୍ତମାନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ...

ଅନୁମୋଦନ ପରେ ମିଳୁନି ମଧୁବାବୁ ପେନ୍‍ସନ

0

ଭୁବନେଶ୍ୱର : ବରିଷ୍ଠ ନାଗରିକମାନଙ୍କୁ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ସୁବିଧା ସୁଯୋଗ ଯୋଗାଇବାଲାଗି ପଦକ୍ଷେପ ଗ୍ରହଣ କରୁଥିବାବେଳେ ତଳ ସ୍ତରର କିଛି ଅଧିକାରୀଙ୍କ ଅବହେଳା ଯୋଗୁଁ ଯୋଜନାର ସୁଫଳ ଲୋକେ ପାଉ ନାହାନ୍ତି । ଅନ୍ୟ ଯୋଜନା ତ ଦୂରରକଥା ସରକାରୀ ଅନୁମୋଦନ ପରେ ବି ବୁଢା ବୁଢୀମାନଙ୍କୁ ଠିକଣା ସମୟରେ ଅଧିକାରୀମାନେ ମଧୁବାବୁ ପେନ୍‍ସନ ଦେଇପାରୁ ନାହାନ୍ତି । ଏଭଳି ଏକ ଘଟଣା ଦୃଷ୍ଟିକୁ ଆସିଛି କେନ୍ଦୁଝର ଜିଲ୍ଲାରୁ । ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅର୍ନ୍ତଗତ ଜୁଙ୍ଗା ଓ ଧୁରୁଡିଆମ୍ବା ପଞ୍ଚାୟତର...

ଦୁର୍ନୀତି ଧରପଗଡ ଯୋଗୁଁ ଅଧିକାରୀ ଛାନିଆଁ

0

ଭୁବନେଶ୍ୱର : କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ପରେ ଜଣେ ଯନ୍ତ୍ରୀ ଓ ଅନ୍ୟ ସରକାରୀ ଅଧିକାରୀ ଧରାପଡିବା ଘଟଣା ଲାଞ୍ଚଖୋର୍‍ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ନିକଟରେ ଜଣେ ଯନ୍ତ୍ରୀଙ୍କ ଘରୁ ପାଖାପାଖି ୪୨ ଲକ୍ଷ ଟଙ୍କାର ନଗଦ ଅର୍ଥ ଜବତ ସହ ୨କୋଟି ୮୦ ଲକ୍ଷ ଟଙ୍କାର ସମ୍ପତ୍ତି ଠୁଳ ଘଟଣା ଚର୍ଚ୍ଚାରେ ଥିବାବେଳେ ତାହା ପୂର୍ବରୁ ଅନ୍ୟଜଣେ ଯନ୍ତ୍ରୀଙ୍କ ଘରୁ ନଗଦ ୩୮ ଲକ୍ଷ ଟଙ୍କା ଜବତ ସଂଗେ ସଂଗେ...

Egg Ammo In Odisha Politics

0

Bhubaneswar: Eminent author John Milton’s famous line:  "The childhood shows the man, as the morning shows the day," is a good guide to visualize what is in store for Odisha in the coming days when the state faces the rural and urban polls besides the cooperative elections. It is not difficult to guess the future keeping in view the prevailing...

State Alerts On Omicron

0

Bhubaneswar: With the World Health Organization (WHO) terming the new variant of Covid-19 Omicron as a Variant of Concern, the State Government has alerted District Collectors. The variant which has been detected in South Africa, Botswana and Hong Kong has now forced several countries including India to initiate precautionary measures to prevent its spread. Accordingly, the Centre has advised all States,...