Mishra Questions Pope Meet
Bhubaneswar: Senior BJP lawmaker Jayanarayan Mishra on Monday raised questions on Chief Minister Naveen Patnaik’s meeting with Pope Francis during his visit to Rome, Italy. Mr.Mishra questioned sources of money being spent for the Chief Minister’s Italy visit and reason behind meeting with the Pope. “If he visited Italy with public money, why did he go there and what did...
ସମ୍ମମ ଶ୍ରେଷ୍ଠ କର୍ପୋରେଟ ହସ୍ପିଟାଲ
ଭୁବନେଶ୍ୱର : ଶ୍ରେଷ୍ଠ କର୍ପୋରେଟ୍ ହସ୍ପିଟାଲ ଭାବେ ସମ୍ମାନିତ ହୋଇଛି ସମ୍ ଅଲ୍ଟିମେଟ୍ ମେଡିକେୟାର । ଶନିବାର ଭୁବନେଶ୍ୱରରେ ବିଜନେସ୍ କ୍ଲବ୍ ଅଫ୍ ଏଂଟରପ୍ରିନିୟର୍ସ (ବିସିଇ) ପକ୍ଷରୁ ଆୟୋଜିତ ବିସିଇ ରେଡ୍ କାର୍ପେଟ (ଦି ବିଜିନେସ୍ ଲଂଚପ୍ୟାଡ୍) କାର୍ଯ୍ୟକ୍ରମ ଅବସରରେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ “ବେଷ୍ଟ କର୍ପୋରେଟ ହସ୍ପିଟାଲ୍ ଆୱାର୍ଡ” ପ୍ରଦାନ କରାଯାଇଛି । ସମ୍ମମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଡକ୍ଟର ଶ୍ୱେତପଦ୍ମା ଦାଶ ଏହି ସମ୍ମାନ ଗ୍ରହଣ କରିଥିଲେ । ଡକ୍ଟର ଦାଶଙ୍କ ସହିତ ସମ୍ମମ୍ର ଚିଫ ଅଫ୍ ମେଡିକାଲ୍ ସର୍ଭିସେସ୍...
ରଥ ଯାତ୍ରା ପାଇଁ ବିଶେଷ ଟ୍ରେନ
ଭୁବନେଶ୍ୱର : ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧା ପାଇଁ ରଥଯାତ୍ରା (କାର୍ ଫେଷ୍ଟିଭାଲ୍) ଅବଧି ସମୟରେ ପୁରୀକୁ ଏବଂ ପୁରୀ ଠାରୁ 205 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା କରିଛି । କୋଭିଡ 19 ପ୍ରୋଟୋକଲ ଯୋଗୁଁ ଗତ ଦୁଇ ବର୍ଷରୁ ତୀର୍ଥଯାତ୍ରୀଙ୍କ ବିନା ରଥ ଯାତ୍ରା ଆୟୋଜିତ ହୋଇଥିବାରୁ ଚଳିତ ବର୍ଷ ପୁରୀରେ ବହୁ ତୀର୍ଥଯାତ୍ରୀ ଏକାଠି ହେବେ ବୋଲି ରେଲୱେ ଆକଳନ କରୁଛି ।ଏହା ବ୍ୟତୀତ ପୂର୍ବ ତଟ ରେଳପଥ ପଡୋଶୀ ରାଜ୍ୟଗୁଡିକର ସ୍ୱତନ୍ତ୍ର ଟ୍ରେନ୍...
Speeding Up Children Vax
Bhubaneswar: With the slight spike in COVID-19 cases in State, the Health & Family Welfare (H&FW) Department has sought help from School and Mass Education (S&ME) Department to speed up the vaccination of children aged 12 to 17 years. Department of Health & Family Welfare Department (DoHFW) has recently written to Department of School & Mass Education (DoSME)in this regard....
State On Dam Safety Care
Bhubaneswar:As per the provisions made under the Dam Safety Act, 2021, the State Government has framed rules for functioning of State Committee on Dam Safety (SCDS). The Department of Water Resources has notified the rules called as the State Committee on Dam Safety (Procedures, Allowance and other Expenditure) Rules, 2022 on Monday. Formation of the State Committee for Dam Safety...
SOA Turns Trusted Varsity
Bhubaneswar : Siksha ‘O’ Anusandhan (SOA) has been honoured with the ‘Most Trusted University for Quality Education in India’ award at a function held in New Delhi on Sunday. The award was received by Mr. Pritam Nayak, SOA’s Officer-on-Special-Duty, at the Golden Star Icon Award presentation ceremony. Bollywood actor and former MP Jayaprada gave away the awards. SOA was recently awarded...
AIIMS In Best 20 League
Bhubaneswar : Adding another feather to its cap, AIIMS Bhubaneswar has been placed among the best 20 medical colleges in the country. It has been ranked 20 in the Medical category by India Today survey 2022. Comprising five broad parameters like ‘Intake Quality and Governance’, ‘Academic Excellence’, ‘Infrastructure and Living Experience’, ‘Personality and Leadership Development’, ‘Career Progression and Placement’, this...
ଆଇଟିଇଆର୍ରେ ହାକାଥନ୍ ହାକରୱାର ୩.୦
ଭୁବନେଶ୍ୱର : ଲଗାତାର ୨୪ ଘଣ୍ଟା ଧରି ବୈଷୟିକ ଜ୍ଞାନ କୌଶଳ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ । ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର କମ୍ପ୍ୟୁଟର୍ ସାଇନ୍ସ ବିଭାଗର ଛାତ୍ରଛାତ୍ରୀ ଆଇଟି ସହିତ ଜଡ଼ିତ ବିଭିନ୍ନ ସମସ୍ୟାର ସୂତ୍ର କାଢ଼ିଛନ୍ତି । ଗତ ୨୫ ଓ ୨୬ ତାରିଖରେ ଆଇଟିଇଆର୍ରେ ଇଲ୍ୟୁମିନେଟ୍ (ହାକରୱାର ୩.କ୍ଟ) ହାକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ହାକାଥନ୍ରେ ନୂତନ ଜ୍ଞାନକୌଶଳକୁ ପାଥେୟ କରି...
ଜନସଂଖ୍ୟା ୫କୋଟି ଟପିଯିବ
ଭୁବନେଶ୍ୱର : ଓଡିଶାରେ ଜନସଂଖ୍ୟା ଯେଭଳି ବଢି ଚାଲିଛି ସେହି ହାର ଅବ୍ୟାହତ ରହିଲେ ୨୦୨୭ ବେଳକୁ ଏହା ୫କୋଟିକୁ ଟପିଯାଇପାରେ । ୧୯୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ୧୯୪୯ ଓ ୧୯୫୦ମସିହାରେ ଗଡଜାତ ମିଶ୍ରଣ ହୋଇଥିଲା । ଏହାପରେ ୧୯୫୧ରେ ହୋଇଥିବା ଜନଗଣନା ବେଳକୁ ରାଜ୍ୟର ଜନସଂଖ୍ୟା ଏକ କୋଟି ୪୬ଲକ୍ଷ ଥିଲା । ସେତେବେଳେ ୧୦ବର୍ଷରେ ରାଜ୍ୟର ଜନସଂଖ୍ୟା ଅଭିବୃଦ୍ଧି ହାର ୬.୩୮ ପ୍ରତିଶତ ରହିଥିଲା । ତେବେ ୧୯୬୧ରେ ହୋଇଥିବା ଜନଗଣନା ବେଳକୁ ୧୦ବର୍ଷରେ ଅଭିବୃଦ୍ଧି...
ପିଏମ୍ଇଜିପିକୁ ଋଣ ଦେବାକୁ ଘରୋଇ ବ୍ୟାଙ୍କ୍ ଅମଙ୍ଗ
ଭୁବନେଶ୍ୱର : ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ପିଏମ୍ଇଜିପି) ଏକ ଅଗ୍ରଗାମୀ ଯୋଜନା ହୋଇଥିବାବେଳେ ରାଜ୍ୟରେ ବ୍ୟବସାୟ କରୁଥିବା ଅଧିକାଂଶ ଘରୋଇ ବ୍ୟାଙ୍କ୍ ଏଥିରେ ଋଣ ଯୋଗାଇବାକୁ ବିମୁଖ । ଏହି ଯୋଜନାରେ ଋଣ ପ୍ରଦାନ ପାଇଁ ସେମାନଙ୍କ ଲାଗି ଯେଉଁ ଲକ୍ଷ୍ୟଧାର୍ଯ୍ୟ ହେଉଛି ସେଥିରୁ ଗୋଟିଏ ହେଲେ ବି ପୂରଣ କରୁ ନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨୦୨୧-୨୨ ବର୍ଷରେ ରାଜ୍ୟରେ ପିଏମ୍ଇଜିପି ଯୋଜନାରେ ଋଣ ଯୋଗାଣ ମାଧ୍ୟମରେ ୬୦୦୦ ଉଦ୍ୟୋଗ ପ୍ରତିଷ୍ଠାପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା...










