୧୯,୮୩୩ କୋଟିର ଅତିରିକ୍ତ ବଜେଟ୍
ଭୁବନେଶ୍ୱର: ବିରୋଧୀଦଳର ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୧-୨୨ ପାଇଁ ୧୯,୮୩୩ କୋଟି ଟଙ୍କା ଅତିରିକ୍ତ ବଜେଟକୁ ଉପସ୍ଥାପନ କରିଛନ୍ତି । ଗତ ବର୍ଷ ଅତିରିକ୍ତ ବଜେଟ୍ ପରିମାଣ ୧୧,୨୦୦ କୋଟି ଥିଲା । ମୋଟ ଅତରିକ୍ତ ବଜେଟ ବ୍ୟବସ୍ଥା ମଧ୍ୟରୁ ୧୩,୫୬୮ କୋଟି ଟଙ୍କାର ସିଂହ ଭାଗ କାର୍ଯ୍ୟକ୍ରମ ବ୍ୟୟ (ଯୋଜନା ଏବଂ ଭିତ୍ତିଭୂମି ପ୍ରକଳ୍ପ), ପ୍ରଶାସନିକ ଖର୍ଚ୍ଚ (ବେତନ ଏବଂ ପେନସନ୍) ପାଇଁ ୪,୫୭୭ କୋଟି, ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୧,୬୮୨ କୋଟି ଏବଂ ୬...
ପାଞ୍ଚ ପର୍ଯ୍ୟାୟରେ ପଞ୍ଚାୟତ ଭୋଟ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ଏହାକୁ ପାଞ୍ଚ ପର୍ଯ୍ୟାୟରେ କରିବାକୁ ରାଜ୍ୟ ନିର୍ବାଚନ କମିଶନ ସ୍ଥିର କରିଛନ୍ତି । ନିର୍ବାଚନ କମିଶନଙ୍କ ସଚିବ ଆର.ଏନ୍.ସାହୁ ଏ ସଂକ୍ରାନ୍ତରେ ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି । ଠିକଣା ସମୟରେ ନିର୍ବାଚନ ତାରିଖ ସଂକ୍ରାନ୍ତରେ ଅବଗତ କରାଯିବ ବୋଲି ସେ ଦର୍ଶାଇଛନ୍ତି । ୨୦୧୭ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ଭଳି ଚଳିତଥର ମଧ୍ୟ ବ୍ଲକକୁ ୟୁନିଟ୍ ଭାବେ ଧରାଯିବ ଏବଂ ଏହି ବ୍ଲକ ଅଧିନରେ ଥିବା ସମସ୍ତ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି,...
ପଡୋଶୀଙ୍କୁ ପନି ପରିବା ଯୋଗାଉଛି ଓଡିଶା
ଭୁବନେଶ୍ୱର : ଓଡିଶାରୁ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡକୁ ପନିପରିବା ଯୋଗାଣ ହେଉଛି । ଏହିସବୁ ସାମଗ୍ରୀ ମଧ୍ୟରେ କନ୍ଦମୂଳ, ବାଇଗଣ, ବିଲାତି ବାଇଗଣ, ବନ୍ଧାକୋବି, ଫୁଲକୋବି, ବୋଇତିକଖାରୁ ଓ ଭେଣ୍ଡି ଆଦି ରହିଛି । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଓଡିଶା ଉପରୋକ୍ତ ପନିପରିବା ପଡୋଶୀ ରାଜ୍ୟଗୁଡିକୁ ଯୋଗାଉଥିବାବେଳେ ଆଳୁ,...
୩କୋଟି ଟପିଲେଣି ଟଙ୍କିକିଆ ଚାଉଳ ହିତାଧିକାରୀ
ଭୁବନେଶ୍ୱର : ଦରିଦ୍ର ସୀମାରେଖା ତଳେ (ବିପିଏଲ୍) ଥିବା ପରିବାର ପାଇଁ ୨୦୧୩ ମସିହାରେ ଟଙ୍କିକିଆ ଚାଉଳ ଯୋଜନା ଆରମ୍ଭ ହୋଇଥିଲା । ସେତେବେଳେ ରାଜ୍ୟରେ ୫୦ଲକ୍ଷରୁ କମ୍ ହିତାଧିକାରୀ ଏହି ଯୋଜନାରେ ସାମିଲ ଥିଲେ । ବର୍ତ୍ତମାନ ଟଙ୍କିକିଆ ଚାଉଳ ଯୋଜନାରେ ଥିବା ହିତାଧିକାରୀଙ୍କ ସଂଖ୍ୟା ୩କୋଟି ୩୫ଲକ୍ଷକୁ ଟପିଯାଇଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ ଏହି...
ଗୋପାଳପୁର ବନ୍ଦର ଦ୍ୱାରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଦଘାଟନ
ଛତ୍ରପୁର : ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟ ଅଧୀନରେ ଆଜି ଏକ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭବନକୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଉଦଘାଟନ କରିଛନ୍ତି । ଏହି ଅବସରରେ ବନ୍ଦରର ସିଇଓ କ୍ୟାପଟେନ ସନ୍ଦୀପ ଅଗ୍ରୱାଲ ଏବଂ ବନ୍ଦରର ମେଡିକାଲ ଅଫିସର ଡକ୍ଟର ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ଉଦଘାଟ କରି ଶ୍ରୀ କୁଲାଙ୍ଗେ କହିଛନ୍ତି...
Five Phase Rural Poll Proposed
Bhubaneswar: The State Election Commission (SEC) has decided to conduct the General Elections to Panchayati Raj Institutions (PRI) in five different phases to ensure smooth management of the poll. Secretary in the SEC, RN Sahu has informed the District Collectors about the desire of the Commission. The poll notification will be intimated in due course, he said. Like in the...
ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଘନୀଭୂତ ହେବା ସହ ଏକ ଘୁର୍ଣ୍ଣିଝଡ଼ ରେ ପରିଣତ ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି | ଡିସେମ୍ବର ୩ ତାରିଖ ଅପରାହ୍ନ ସୁଦ୍ଧା ଏହା ଅବପାତର ରୂପ ନେବାର ସମ୍ଭାବନା ଥିବା ବେଳେ ପାଣିପାଗ ଅନୁକୂଳ ରହିଲେ ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ଘୁର୍ଣ୍ଣିଝଡ଼ ର ରୂପ ନେଇପାରେ...
Sambit Patra Gets ITDC
New Delhi: Senior BJP Leader and National Spokesperson, Sambit Patra on Wednesday appointed as the Chairman of India Tourism Development Corporation (ITDC), an official communiqué issued by Government of India. Dr.Patra’s appointment was approved by the Appointments Committee of the Cabinet (ACC). According to an official order, the Appointments Committee of the Cabinet (ACC) has approved the Ministry of Tourism proposal...
ବାତ୍ୟା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରୁହ
ଭୁବନେଶ୍ୱର : ଥାଇଲ୍ୟାଣ୍ଡ ନିକଟରେ ସଂଗଠିତ ହୋଇଥିବା ଲଘୁଚାପ ବଳୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ହେବାର ସମ୍ଭାବନା ଥିବାରୁ ଯେ କୌଣସି ସ୍ଥିତିର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟ ଲୋକସେବା ଭବନରୁ ଅନୁଷ୍ଠିତ ଏହି ଭିଡିଓ କନ୍ଫେରେନ୍ସିଂ ରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍...
Alert For Cyclone
Bhubaneswar: In the wake of the upcoming cyclone, the Special Relief Commissioner’s office has issued an advisory to Collectors of all districts to remain on high alert. The districts under Orange and Yellow warning have been asked to remain prepared to meet any water logging or localised flood-like situation including urban areas and possibility of landslides in hilly areas. The Collectors...










