Resurgent Odisha Creates Ripples
New Delhi: Chief Minister Naveen Patnaik said that the resurgent Odisha is creating ripples in the field of development. He said this while addressing the inaugural ceremony of Odisha Pavilion in IITF-2022. The CM in his virtual address said, “State Government's resilient mechanism to keep citizens of Odisha safe from the tentacles of natural calamities has been a learning curve...
୨୧ରୁ ଖରିଫ ଧାନ କିଣା
ଭୁବନେଶ୍ୱର : ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଅନୁକୂଳ ପାଣିପାଗ ହେତୁ ଧାନ ଅମଳ ଶୀଘ୍ର ହୋଇଥିବାରୁ ଖରିଫ ଋତୁ ୨୦୨୨-୨୩ ପାଇଁ ଚାଷୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଚଳିତ ନଭେମ୍ବର ୨୧ରୁ ବରଗଡ ଓ ୨୨ରୁ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲା ସ୍ତରର ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଜିଲ୍ଲା ସ୍ତରରେ ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେଉଥିବା ସମବାୟ ସମିତି, ସ୍ୱୟଂ ସହାୟିକା ଗୋଷ୍ଠି ଆଦିଙ୍କୁ...
କଲେଜ ପରିସର ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ
ଭୁବନେଶ୍ୱର : ରାଜଧାନୀରେ ଥିବା ଅଧିକାଂଶ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ । ସୁରକ୍ଷାକର୍ମୀଙ୍କ ଅଭାବ ସହିତ ପୁଲିସ୍ ପହରାରେ କୋହଳ ଅବସ୍ଥା ଯୋଗୁଁ ଦୌରାତ୍ମ୍ୟ ଏବେ ବଢି ବଢି ଚାଲିଛି । ରାଜଧାନୀର ଅଧିକାଂଶ ସରକାରୀ ମହାବିଦ୍ୟାଳୟରେ ପାଠପଢା ଆରମ୍ଭ ସମୟରୁ ଅସାମାଜିକ ଯୁବକମାନେ ଆସି ଆଡ୍ଡା ଜମାଉଛନ୍ତି । ଯଦିଓ ଏମାନେ କଲେଜ ପୋଷାକ ପିନ୍ଧି ଆସୁ ନାହାନ୍ତି ତଥାପି ସେମାନଙ୍କୁ ତଡିବାକୁ ନିୟୋଜିତ ଥିବା ସୁରକ୍ଷାକର୍ମୀ କର୍ମୀ କିମ୍ବା କଲେଜ କର୍ତ୍ତୃପକ୍ଷ କେହି ସାହସ କରିପାରୁ ନାହାନ୍ତି...
ନାଗଫାଶର ନେତାଙ୍କୁ ପଦମ୍ପୁର ମନା
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାରେ ଯେଉଁ ନେତାମାନଙ୍କ ଫଟୋଚିତ୍ର ଓ ନାମ ଗଣମାଧ୍ୟମରେ ପ୍ରଚାରିତ ହୋଇଛି ସେମାନଙ୍କୁ ବିଭିନ୍ନ ଦଳ ପଦମ୍ପୁର ଉପନିର୍ବାଚନରେ ଦୂରେଇ ରଖୁଥିବା ଲକ୍ଷ୍ୟ କରାଯାଉଛି । ଗୋଟିଏପଟେ ଓଡ଼ିଶା ପୋଲିସ ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଘଟଣା ସହ ଜଡିତ ଆର୍ଥିକ ଦିଗ ଉପରେ ଖୋଳତାଡ ଚଳାଇଛି । ଉକ୍ତ ଘଟଣା ଜଣାପଡିବା ପରେ ଅର୍ଚ୍ଚନାଙ୍କ ସହ ବିଭିନ୍ନ ରାଜନୈତିକ ଦଳର ବହୁ...
ସୁରଭି-୨୦୨୨ ଉଦ୍ଘାଟିତ
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ଆଜି ଭୁବନେଶ୍ୱରସ୍ଥ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ, ୟୁନିଟ୍-୯ ପରିସରରେ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ପାଇଁ ଏହା ଏକ ସୁନ୍ଦର ପ୍ରୟାସ ଏବଂ ଏହା ହେଉଛି ବିଭାଗର ଏକ ବିକଶିତ କାର୍ଯ୍ୟକ୍ରମ । ଏଭଳି କାର୍ଯ୍ୟକ୍ରମ...
କାର୍ଗିଲ ବସ୍ତିରେ ଶିଶୁ ଦିବସ ପାଳନ
ଭୁବନେଶ୍ୱର : ଶିଶୁ ଅଧିକାର ସପ୍ତାହ ଓ ୩୩ ତମ ପିକକ୍ ଶିଶୁ ମେଳା ପରିପ୍ରେକ୍ଷୀରେ ଏକ ନିଆରା ଢଙ୍ଗରେ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଯାଇଛି । ପିକକ୍ ସହଯୋଗରେ ପ୍ରୟାସ କିଶୋର ବାଳକ ଗୋଷ୍ଟି ଓ ପ୍ରକୃତି କିଶୋରୀ ବାଳିକା ଗୋଷ୍ଟି ଦ୍ଵାରା ଏହି କାର୍ଯ୍ୟକ୍ରମ କାର୍ଗିଲ ବସ୍ତି ଗୋଷ୍ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛ । ଏହି ଅବସରରେ ରେ କାର୍ଗିଲ ବସ୍ତି ଅଞ୍ଚଳର ବହୁସଂଖ୍ୟକ ଶିଶୁ ଯୋଗଦେଇଥିଲେ । ପିକକ୍ ର...
State Celebrates Co-op Week
Bhuabaneswar : The 69th All India Cooperative Week’2022 is being celebrated throughout the state from 14th Nov.’2022 to 20th Nov.’2022. The celebrations provide an opportunity for Cooperatives to highlight their success stories, project their achievements and chalk out a future action plan which will provide a direction to the growth of the Cooperative movement. The theme of this year’s Cooperative...
Odisha Research Conclave Kicks Off
Cuttack: Higher Education Minister Rohit Pujari on Monday inaugurated the Odisha Research Conclave-2022 organised by the Ravenshaw University in association with the Odisha State Higher Education Council (OSHEC) and the Higher Education Department here. The Odisha University Research and Innovation Incentivization Plan (OURIIP) of the State Government is providing an opportunity to the Phd students and young research teachers, said...
ସୋଆ ଏବଂ କମଭିଭା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର : ପାରସ୍ପରିକ ସହଭାଗିତା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ କମଭିଭା ଟେକ୍ନିନୋଲୋଜିସ୍ ମଧ୍ୟରେ ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଡିଜିଟାଲ ପେମେଂଟ, ରିଅଲ୍ ଟାଇମ୍ ମାର୍କେଟିଂ ଏବଂ ଆନାଲିଟିକ୍ସ ଓ ଡିଜିଟାଲ୍ ସଲ୍ୟୁସନ୍ କ୍ଷେତ୍ରରେ ବ୍ୟବହାରକାରୀ ମାନଙ୍କୁ ଅଧିକ ଅଭିଜ୍ଞ କରାଇବା ଲକ୍ଷ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିବା ସୋଆର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି । ଏହି ଅବସରରେ ସୋଆ ପକ୍ଷରୁ ପ୍ରଫେସର ନନ୍ଦ ଏବଂ କମଭିଭା ଟେକ୍ନୋଲୋଜିସ୍ ପକ୍ଷରୁ ମାନବ...
Purohit Succumbs Farmers Pressure
Padampur: In a major political action, the BJP candidate for Padampur by-poll, Pradip Purohit on Monday returned from the premises of the office of the Returning Officer without filing his nomination papers for the election. Before moving to the Padampur Sub-Collector’s office, Mr.Purohit took part in a mega rally with Union Minister Dharmendra Pradhan, Odisha BJP in-charge Sunil Bansal, co-in-charge D...










