୫୦ ଟପିଲା କରୋନା
ଭୁବନେଶ୍ୱର : ରାଜ୍ୟରେ କରେନା ସଂକ୍ରମଣ ଧିରେ ଧିରେ କାୟା ମେଲାଇବା ସହିତ ଗତ ୨୪ଘଣ୍ଟା ମଧ୍ୟରେ ଏହା ୫୦ ଅତିକ୍ରମ କରିଛି । ମୋଟ୍ ସଂକ୍ରମଣ ମଧ୍ୟରୁ ଅଧାରୁ ଅଧିକ ଖୋରଧା ଜିଲ୍ଲାରୁ ରହିଥିବା ଜଣାଯାଇଛି । ଙ୍ଘଲରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ଚିହ୍ନଟ ହୋଇଥିବା ୫୧ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୦ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବାବେଳେ ୨୧ଟି ଲୋକାଲ କେଶ୍ ରହିଛି । ତେବେ ନୂଆ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୨୬ଜଣ ଖୋରଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ବାଲେଶ୍ୱରରୁ...
ତିନୋଟି ସ୍ଥାନରେ ଯୋଗ ଦିବସ ସମାରୋହ
ଭୁବନେଶ୍ୱର : ଓଡ଼ିଶାର ତିନୋଟି ସ୍ଥାନରେ ଯୋଗ ଦିବସ ସମାରୋହ ପାଳନ କରାଯିବ । କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେବେ । ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ପରିସରରେ ଯୋଗ ଦିବସ କାର୍ଯକ୍ରମରେ ଭାରୀ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଯୋଗ ଦେବେ । କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ...
ହ୍ୟାକର ମୁକାବିଲା ପାଇଁ ମାର୍ଗଦର୍ଶିକା ଜାରି
ଭୁବନେଶ୍ୱର : ମାଲେସିଆ ସାଇବର ହ୍ୟାକରଙ୍କ ଆକ୍ରମଣରୁ ବର୍ତ୍ତିବାପାଇଁ ରାଜ୍ୟ ସାଇବର ସୁରକ୍ଷା କେନ୍ଦ୍ର ଆଜି କେତେକ ମାର୍ଗଦର୍ଶିକା ଜାରି କରିଛି । ପ୍ରଫେଟ ମହମ୍ମଦ ବିବାଦୀୟ ଘଟଣାରେ ଏହି ହ୍ୟାକରମାନେ ଏବେ ସରକାରୀ ୱେସାଇଟ୍କୁ ଆକ୍ରମଣ ଆରମ୍ଭ କରିଛନ୍ତି । ରାଜ୍ୟ ସାଇବର ସୁରକ୍ଷା କେନ୍ଦ୍ର ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି ଯେ ‘ଡ୍ରାଗନଫୋର୍ସ’ ନାମରେ ମାଲେସିଆ ସ୍ଥିତ ଏକ ସାଇବର ହ୍ୟାକର ଗ୍ରୁପ୍ର ଏଭଳି ଆକ୍ରମଣକୁ ପ୍ରଥମେ ଚଳିତ ମାସ ୬ତାରିଖରେ ଠାବ କରାଯାଇଥିଲା । ସେମାନେ ଅଧିକରୁ ଅଧିକ ସରକାରୀ...
ଦୁର୍ବଳ ହେଉଛି ଜିନ୍ଦଲ ପ୍ରକଳ୍ପ ଆନ୍ଦୋଳନ
ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲାର ପାରାଦୀପ ନିକଟବର୍ତ୍ତୀ ଢ଼ିଙ୍କିଆ ଅଞ୍ଚଳରେ ପ୍ରସ୍ତାବିତ ଇସ୍ପାତ କାରଖାନା ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଦୁର୍ବଳ କରିଦେବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଉଥିବା ଘେନି ଗୁରୁତର ଅଭିଯୋଗ ହେଉଛି । ଏହି ବିଭେଦ ସୃଷ୍ଟି କାମରେ କେତେକ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ପରଦା ଆଢ଼ୁଆଳରେ ରହି କାମ କରିବା ସହ ବ୍ୟାପକ ମୁନାଫା ଉଠାଉଥିବା କୁହାଯାଉଛି । ଏହି ଅଞ୍ଚଳରେ ଦକ୍ଷିଣ କୋରିଆର ପସ୍କୋ କମ୍ପାନୀ ଇସ୍ପାତ କାରଖାନା ସହ ନିଜସ୍ୱ ବନ୍ଦର ପ୍ରତିଷ୍ଠା...
ସାହିତ୍ୟକୁ ବଞ୍ଚାଇବ ଶ୍ରୁତି ସାହିତ୍ୟ
ଭୁବନେଶ୍ୱର : ଦିନକୁ ଦିନ ପାଠକମାନେ ପଢିବା ଭୁଲି ଯାଉଛନ୍ତି । ସେମାନଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବାକୁ ହେଲେ ଶ୍ରୁତି ସାହିତ୍ୟର ଆବଶ୍ୟକତା ରହିଛି । ସେମାନେ ପଢିନପାରିଲେ ମଧ୍ୟ ସାହିତ୍ୟକୁ ଶୁଣି ଶୁଣି କାହାଣିକୁ ମନେ ରଖିବେ ଓ ସାହିତ୍ୟ ମନସ୍କ ହେବେ । ତେଣୁ ଆଗାମୀ ଦିନରେ ହିଁ କେବଳ ଶ୍ରୁତି ସାହିତ୍ୟ ବଞ୍ଚି ରହିବ ବୋଲି ‘ତୃତୀୟ ଅଜୟ ଉତ୍ସବ’ ରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଶନିବାର ସଂଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ଭବନ ଠାରେ ଅଜୟ...
All Eyes on Naveen
Bhubaneswar: Come Presidential elections and Odisha Chief Minister Naveen Patnaik becomes the focal point of the national politics. This is not that Naveen just cheers over being in the attention of all and sundry in the Delhi Durbar, he too faces a difficult situation while announcing his party’s decision. Therefore, Naveen makes use of a very plain and simple...
Odisha Fiscal Outlook Stable
Over the next three years, Odisha plans to maintain a fiscal deficit consistent with the requirement of the OdishaFiscal Responsibility and Budget Management (FRBM) legislation. The overview of Fiscal Strategy for the 2022-23 Budget, reveals that such a consistent approach will produce sustainable Medium Term Debt Stock trajectory. Vishal Dev, Principal Secretary Finance is hopeful that Odisha’s overall fiscal outlook will...
ଏଏସଆଇକୁ ଦାୟିତ୍ୱ ଦେବାକୁ ପ୍ରଧାନଙ୍କ ଅନୁରୋଧ
ନୂଆଦିଲ୍ଲୀ : ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ସନ୍ଧାନ ହୋଇଥିବା ଦୁଇ ହଜାର ବର୍ଷ ତଳ ପ୍ରାଚୀନ ସଭ୍ୟତାର ପୁନରୁଦ୍ଧାର ଏବଂ ସଂରକ୍ଷଣ ଦାୟିତ୍ୱକୁ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ(ଏଏସଆଇ)କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବରଗଡ଼ର ଜୈନେକ ଅଶ୍ୱିନୀ କୁମାର ସାରଙ୍ଗୀଙ୍କ ପତ୍ର ଆଧାରରେ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ...
Pradhan Seeks ASI Care
Bhubaneswar: Union Minister Dharmendra Pradhan on Saturday urged Union Tourism and Culture Minister G Kishan Reddy to ask ASI to take over the excavation and preservation of a recently discovered 2,000-year-old post-Mauryan site at Barpali in the Bargarh district. “I had received a petition from Aswini Kumar Sarangi, Bargarh informing me of this monumental discovery made by the History department...
Plaint Filed Against Tirtol MLA
Jagatsinghpur: Young BJD legislator from Tirtol, Bijaya Shankar Das is in soup as his girlfriend and wife-to-be Somalika Das filed a complaint before Jagatsinghpur Sadar Thana levelling a serious allegation against the legislator accusing him of not turning up for marriage at the court yesterday. “Today I have filed a complaint before the police. I have trust in the police,...










