India Launches VL-SRSAM

0

Balasore: Vertical Launch Short Range Surface to Air Missile (VL-SRSAM) was successfully flight-tested by Defence Research & Development Organisation (DRDO) and the Indian Navy from an Indian Naval Ship at Integrated Test Range (ITR), Chandipur off the coast of Odisha on June 24, 2022. The VL-SRSAM, a ship borne weapon system, is meant for neutralising various aerial threats at...

ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା

0

ଭୁବନେଶ୍ୱର : ବିଶିଷ୍ଟ ଚଳଚିତ୍ର ଓ ମଞ୍ଚ ଅଭିନେତା ରାଇମୋହନ ପରିଡା ଆଜି ଆତ୍ମହତ୍ୟା କରିଛନ୍ତି । ପ୍ରାଚୀବିହାର ସ୍ଥିତ ତାଙ୍କ ବାସଗୃହରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମରଶରୀର ପୁଲିସ୍‍ ଜବତ କରିଛି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ କଳାକାର ଜଗତ ଏଭଳି ଅସ୍ୱାଭାବିକ ମୃତ୍ୟୁକୁ ନେଇ ସ୍ତବ୍ଧ ହୋଇଯାଇଛି । ପ୍ରଥମେ ଏହାକୁ ଗୁଜବ ବୋଲି ବିଶ୍ୱାସ କରୁଥିବା ଅଭିନେତା ଓ ଅଭିନେତ୍ରୀମାନେ ସତ୍ୟ ଜାଣିବାପରେ ରାଇମୋହନଙ୍କ ଘରକୁ ଯାଇ ତାଙ୍କର ଶେଷ ଦର୍ଶନ କରିଛନ୍ତି । ମୃତ୍ୟୁ ବେଳକୁ ୬୦ବର୍ଷ...

ଭିଏଲ-ଏସଆର ସାମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0

ଭୁବନେଶ୍ୱର : ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ (ଆଇଟିଆର) ଠାରେ ଭୂପୃଷ୍ଠରୁ ଆକାଶକୁ ମାଡ଼ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆର ସାମ୍‌)ର ଭୂଲମ୍ବ ଉତକ୍ଷେପଣ କରାଯାଇଛି । ୨୪ ଜୁନ୍‌ ୨୦୨୨ରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ଏହି କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ ବା ଆକାଶମାର୍ଗ ପରୀକ୍ଷଣ ସଫଳ ହୋଇଛି । ଭିଏଲ-ଏସଆର ସାମ୍‌ କ୍ଷେପଣାସ୍ତ୍ର ହେଉଛି ଯୁଦ୍ଧ ଜାହାଜରେ ଖଞ୍ଜା ହେଉଥିବା ଏକ ଅସ୍ତ୍ର ପ୍ରଣାଳୀ, ଯାହାକି...

୧୨ବର୍ଷ ପରେ ଅନୁକମ୍ପା ନିଯୁକ୍ତି

0

ଭୁବନେଶ୍ୱର : ସ୍ୱଳ୍ପ ରୋଜଗାରକ୍ଷମ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଆର୍ଥିକ ଦୁର୍ଗତି ମଧ୍ୟ ଦେଇ ଗତି କରୁଥିବାବେଳେ ବିପନ୍ନ ପରିବାରକୁ ଅନୁକମ୍ପା ଦେଖାଇବା ପରିବର୍ତ୍ତେ ବହୁ କ୍ଷେତ୍ରରେ ବର୍ଷ ବର୍ଷ ଧରି ଅନୁକମ୍ପାମୂଳକ ନିଯୁକ୍ତି ଦିଆଯାଉନାହିଁ । ଫଳରେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ସରକାର ଜନମଙ୍ଗଳ ପାଇଁ ଆଇନ୍‍ ପ୍ରଣୟନ କରୁଛନ୍ତି ତାହା ବାଟବଣା ହୋଇଯାଉଛି । ସୁପ୍ରିମ୍‍କୋର୍ଟ ଏଭଳି ଟିପଣୀ ଦେଇ ବିପନ୍ନ ପରିବାରର ଉତ୍ତରାଧିକାରୀଙ୍କୁ ସୀମିତ ସମୟ ମଧ୍ୟରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ...

ଉପକୂଳ ସୁରକ୍ଷା ପାଇଁ ଖୁବ୍‍ଶୀଘ୍ର ରାଜିନାମା

ଭୁବନେଶ୍ୱର,୨୪ା୬- (ତଥ୍ୟ) ଉପକୂଳରେ ଥିବା ସମ୍ବେଦନଶୀଳ ଲୁଣାବନ୍ଧକୁ ମଝବୁତ କରିବାପାଇଁ ରାଜ୍ୟ ସରକାର ଖୁବ୍‍ଶୀଘ୍ର ଚେନ୍ନାଇ ସ୍ଥିତ ନେସନାଲ ଇନ୍‍ଷ୍ଟିଟ୍ୟୁଟ ଅଫ୍‍ ଓସିଏନ୍‍ ଟେକ୍ନୋଲୋଜି (ଏନ୍‍ଆଇଓଟି) ସହ ରାଜିନାମା ସ୍ୱାକ୍ଷର କରିବେ । ଏହା ଫଳରେ ଲୁଣାବନ୍ଧର ସୁରକ୍ଷା ପାଇଁ ସରକାରଙ୍କୁ ବୈଷୟିକ ମାର୍ଗଦର୍ଶନ ମିଳିପାରିବ । କେନ୍ଦ୍ର ଭୂ ବିଜ୍ଞାନ ମନ୍ତ୍ରାଳୟ ଅଧିନରେ ଥିବା ଏନ୍‍ଆଇଓଟି ସମ୍ମତି ପ୍ରଦାନ କରିବାପରେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଏଥିପାଇଁ ଚିଠା ରାଜିନାମା ପ୍ରସ୍ତୁତ କରାଯାଇଛି । ରାଜ୍ୟ ଅର୍ଥ ବିଭାଗ ମଧ୍ୟ ଏହି ଚିଠା...

Road Map For Airports

0

Bhubaneswar: With a move to start commercial operation of airports at Rourkela, Utkela, Rangeilunda and Malkangiri, State Government in the Department of Commerce & Transport has chalked out detailed Road Map. Bishnupada Sethi, Principal Secretary Commerce & transport is reviewing progress on regular interval as timelines are set for the purpose. While Rourkela Airport is all set to start commercial operation...

Tech Care For Embakments

Bhubaneswar: In an aim to strengthen vulnerable saline embankments in the coastal areas, the State Government will very soon sign Memorandum of Understanding ( MoU) with National Institute of Ocean Technology (NIOT) Chennai to get technical guidance for development of climate resilient coastal embankments. After the National Institute of Ocean Technology (NIOT), Chennai under the Ministry of Earth Sciences (MoES)...

Urge For Credit Flow

0

Bhubaneswar: Finance Minister Niranjan Pujari on Thursday asked all banks functioning in the State to enhance credit flow to housing and education sectors. Addressing at the 167th Session of SLBC meeting held here at State Convention Centre on Thursday, Mr.Pujari said the two segments which need due attention by all banks under priority sector are housing and education, where the...

ଗାଁରେ ଅଧିକ ବ୍ୟାଙ୍କ୍‍ ଶାଖା ଖୋଲ

0

ଭୁବନେଶ୍ୱର : ଅର୍ଥଯୋଗାଣ ଏବଂ ବ୍ୟାଙ୍କ ଋଣ ପ୍ରଦାନ କ୍ଷେତ୍ରରେ ସରକାରୀ ଓ ବେସରକାରୀ ପୁଞ୍ଜିନିବେଶର ମିଳିତ ସହାୟତା ମାଧ୍ୟମରେ ଅର୍ଥନୀତିର ନିରନ୍ତର ବିକାଶ ଘଟିଥାଏ । ପୁଞ୍ଜିନିବେଶ ଉଦ୍ଦେଶ୍ୟରେ ଅନୁକୂଳ ପରିବେଶ ନିର୍ମାଣ ସହିତ ଋଣ ପାଇଁ ଚାହିଦା ସୃଷ୍ଟି ନିମନ୍ତେ ଆମ ସରକାର ସର୍ବଦା ଉଦ୍ୟମ କରୁଥିବାବେଳେ ବ୍ୟାଙ୍କଗୁଡ଼ିକ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଋଣ ପ୍ରଦାନ ପରିମାଣ ବୃଦ୍ଧି କରନ୍ତୁ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଅନୁଷ୍ଠିତ ୧୬୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ମତବ୍ୟକ୍ତ...

ଓଡ଼ିଶାକୁ ଜାତୀୟ ଏମ୍‌ଏସ୍‌ଏମ୍‌ଇ ପୁରସ୍କାର

0

ଭୁବନେଶ୍ୱର : ଭାରତ ସରକାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ପାଦନ ଉଦ୍ୟୋଗ, ସେବା ଉଦ୍ୟୋଗ, ସ୍ୱତନ୍ତ୍ର ଉଦ୍ୟୋଗ ଏବଂ ପ୍ରତିଷ୍ଠାନ ସହାୟତା କ୍ଷେତ୍ର ଭଳି ସର୍ବମୋଟ ୪୪ ଗୋଟି କ୍ଷେତ୍ରରେ ପୁରସ୍କାର ନିମନ୍ତେ ବିବେଚିତ ହୋଇଛନ୍ତି । ଏଥିରେ ଓଡ଼ିଶା ଜାତୀୟ ଏମ୍‌ଏସ୍‌ଏମ୍‌ଇ ଆୱାର୍ଡ-୨୦୨୨ ପୁରସ୍କାର ପାଇ ଦେଶରେ ପ୍ରଥମ ରାଜ୍ୟ ଭାବେ ବିବେଚିତ ହୋଇଛି । ଏହା ରାଜ୍ୟର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଦିଗରେ ନେଇଥିବା ପଦକ୍ଷେପ ପାଇଁ ପୁରସ୍କୃତ କରାଯିବ । ସେହିଭଳି ଆକାଂକ୍ଷୀ ଜିଲ୍ଲାମାନଙ୍କ ମଧ୍ୟରେ...