Credit Potential of 1.34L CR
Bhubaneswar: The National Bank for Agriculture and Rural Development (NABARD) on Tuesday released State Focus Paper for Odisha projecting an overall credit potential under priority sector at Rs.1,34,665 crore for the financial year 2022-23. The NABARD has conducted the State Credit Seminar for 2022-23 here, which was inaugurated by Finance Minister Niranjan Pujari. Development Commissioner PK Jena, Agriculture Production Commissioner (APC)...
ପରଲୋକରେ ଅଭିନେତା ମିହିର ଦାସ
ଭୁବନେଶ୍ୱର : ଓଡିଆ ଚଳଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କର ପରଲୋକ ହୋଇଯାଇଛି । କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା । ମିହିର ଦାସ ତାଙ୍କ କଳାକାର ଜୀବନ ମଞ୍ଚ ନାଟକରୁ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ ଚଳଚିତ୍ର ଜଗତରେ ପ୍ରବେଶ କରି ମୁଖ୍ୟ ଅଭିନେତା ଓ ନିର୍ଦ୍ଦେଶକ ଭାବେ ତାଙ୍କର ଦକ୍ଷତା ପ୍ରତିପାଦିତ କରିଯାଇଛନ୍ତି । ଓଡିଆ ଚଳଚିତ୍ରରେ ଜୀବନ ଅଭିନୟ ପାଇଁ ୧୯୯୮ରେ ଚଳଚିତ୍ର...
Panchayat Poll Schedule Announced
Bhubaneswar: State Election Commission (SEC) today announced the schedule for much-talked three-tier Panchayat Polls. Addressing a press conference here, State Election Commissioner Aditya Prasad Padhi said the Panchayat elections will be held in five phases on February 16, 18, 20, 22 and 24. The voters will exercise their franchise from 7 AM to 1 PM on these days. Counting of votes...
ତୃତୀୟ ଲହର ମୁକାବିଲା ପାଇଁ ଅକ୍ସିଜେନ ପ୍ରସ୍ତୁତ
ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆବଶ୍ୟକ ସାଜ ସରଞ୍ଜାମ ସହିତ ଔଷଧ ଓ ଅକ୍ସିଜେନ ଉପରେ ଗୁରତ୍ୱ ଦେଉଛନ୍ତି । କୋଭିଡର ଦ୍ୱିତୀୟ ଲହର ସମୟରେ ବ୍ୟାପକ ପରିମାଣରେ ଅକ୍ସିଜେନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ୭୦ରୁ ୮୨ଟି ପିଏସ୍ଏ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିଛନ୍ତି । ଏଥି ସହିତ ରାଜ୍ୟ ସରକାର ୧୫ଟି ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ବସାଇଛନ୍ତି । ୧୪ଟି ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟର ସିଭିଲ ଓ ବିଦ୍ୟୁତ୍...
ରତ୍ନଭଣ୍ଡାର ଖୋଲିବାକୁ ଦାବି
ଭୁବନେଶ୍ୱର : କରୋନା କଟକଣା ଯୋଗୁଁ ପୁରୀ ଜଗନ୍ନାଥ ମନ୍ଦିର ବନ୍ଦ ରହୁଥିବା ପରିପ୍ରେକ୍ଷୀରେ ରତ୍ନଭଣ୍ଡାର ସମ୍ପତ୍ତିର ପୂର୍ଣ୍ଣାଙ୍ଗ ତନଖି କରି ତାଲିକା ପ୍ରସ୍ତୁତ ଲାଗି ଏବେ ଭକ୍ତ ମହଲରୁ ପୁଣି ଦାବି ଉଠୁଛି । ଚାଳିଶ ବର୍ଷରୁ ଅଧିକ ସମୟ ଧରି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯାଇ ନାହିଁ କିମ୍ବା ସେଠାରେ ଥିବା ମୂଲ୍ୟବାନ ସମ୍ପତ୍ତିର ଆଉ ହିସାବ ନିକାଶ କରାଯାଇନାହିଁ । ଏଠାରେ ଉଲ୍ଲେଖନୀୟ ଯେ ୧୯୭୮ ମସିହାରେ ମଇ ୧୩ରୁ ଜୁଲାଇ ୨୩ତାରିଖ ମଧ୍ୟରେ ଭିତର ଓ ବାହାର ରତ୍ନଭଣ୍ଡାରରେ...
70 Oxygen Plants Commissioned
Bhubaneswar: As the Covid cases in Odisha rise day by day, the State Government has made necessary arrangements to ensure availability of all required logistics, medicine and oxygen. As medical oxygen was largely required during the second wave of the Covid-19 pandemic, the State Government has commissioned 70 of 82 Pressure swing adsorption (PSA) oxygen plants that have been...
CM Sets Corner Stone For Prachi Sarovar Premiere
Bhubaneswar: Prachi Resorts Private Limited (PRPL) is delighted to announce the signing of its second hotel Prachi Sarovar Premiere in Khandagiri, Bhubaneswar. The foundation stone laying event was inaugurated by the Naveen Patnaik, Chief Minister, Odisha along with Kalikesh N. Singh Deo Director, Prachi Resorts Private Limited and Mansoor Adil Senior Executive Vice President, Sarovar Hotels on Monday, January 10. It...
ସରକାରୀ ଚାକିରି ପାଇଁ ବୟସସୀମା ବଢିଲା
ଭୁବନେଶ୍ୱର : ସରକାରୀ ଚାକିରିରେ ପ୍ରବେଶ ପାଇଁ ରାଜ୍ୟ ସରକାର ବୟସସୀମା ବୃଦ୍ଧି କରିଛନ୍ତି । ଏଣିକି ୩୮ରୁ ୫୩ବର୍ଷ ବୟସର ବିଭିନ୍ନ ବର୍ଗର ଲୋକେ ସରକାରୀ ଚାକିରି କରିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । କ୍ୟାବିନେଟ୍ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ରାଜ୍ୟ ସରକାରୀ ପଦବୀ ଓ ସେବାରେ ପ୍ରବେଶ ପାଇଁ ଉଚ୍ଚ ବୟସସୀମା ଓଡିଶା ବେସାରିକ ସେବା ନିୟମ...
State Hikes Job Entry Age
Bhubaneswar: State Cabinet chaired by Chief Minister Naveen Patnaik today took 12 major decisions relating to the departments of handloom, textiles and handicrafts; general administration and public grievances; higher education; panchayati raj and drinking water; and revenue and disaster management. Informing people about cabinet decisions through media, Chief Secretary Suresh Chandra Mahapatra along with Development Commissioner Pradeep Kumar Jena...
Odisha Turns ‘Destination Of Choice’
Bhubaneswar: Chief Minister Naveen Patnaik Monday said that Odisha is fast emerging as the ‘Manufacturing Hub of Eastern India’ and focusing on 5T -- Transparency, Technology, Teamwork, Time, and Transformation. The State Government is putting continuous efforts in making Odisha the “Destination of Choice” for investors, he said while inaugurating two industrial projects and performing the ground-breaking for 11 others...










