ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରୁହ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀର ପ୍ରଭାବ ସତ୍ୱେ ଓଡିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ୱ ସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ଏହାସହିତ ସରକାରଙ୍କ ସବୁ ବିଭାଗ ସମନ୍ବିତ ଭାବେ କାମ...
OSBCL Donates 5 Cr To CMRF
Bhubaneswar: The Odisha State Beverages Corporation Limited(OSBCL) a Public Sector undertaking has donated Rupees Five Crore to Chief Minister’s Relief Fund(CMRF) as its contribution to State's fight against the COVID-19 Pandemic. Chief Secretary, Suresh Chandra Mahapatra and Development Commissioner, Pradeep Kumar Jena received the amount in shape of cheque from Principal Secretary Excise and Chairman OSBCL, Sushil Kumar Lohani at...
Nepalis To Get Vax
Bhubaneswar: As per the recommendations of the National Expert Group on Vaccine Administration for Covid-19 (NEGVAC), the Odisha Government has asked concerned officials to vaccinate Nepal nationals working in the State. Additional Chief Secretary, Health & Family Welfare, PK Mohapatra has written a letter to District Collectors, Municipal Commissioners and Chief District Medical & Public Health Officers (CDM&PHO), for this...
ବେଲଗାମ କରୋନା ମୃତ୍ୟୁ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଥମିଥିଲେ ବି କରୋନା ଜନିତ ମୃତ୍ୟୁରେ ଲଗାମ ଲାଗିପାରୁ ନାହିଁ । ଗତ ୨୪ଘଣ୍ଟାରେ ରାଜ୍ୟରେ ଆଉ ୪୬ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୩୭୧୭ରେ ପହଞ୍ଚି ଯାଇଛି । କୋଭିଡ-୧୯ର ଦ୍ୱିତୀୟ ଲହର ରାଜ୍ୟରେ ଆରମ୍ଭ ହେବାପରେ ମଇ ୩ତାରିଖରେ ସବୁଠାରୁ କମ୍ ୫ଜଣ ପ୍ରାଣ ହରାଇଥିବାବେଳେ ଜୁନ୍ ୧୨ତାରିଖରେ ସର୍ବାଧିକ ୪୭ଜଣଙ୍କ ପ୍ରାଣ ଯାଇଥିଲା । ଗତକାଲି ଗୋଟିଏ ଦିନରେ ୪୬ଜଣଙ୍କ ମୃତ୍ୟୁ ହେଉଛି ଦ୍ୱିତୀୟ...
ବିହନ ନିଗମକୁ ବିପଦ ଘରୋଇ ଧାନ ବିହନ
ଭୁବନେଶ୍ୱର : ଘରୋଇ ଧାନ ବିହନ ବ୍ୟବସାୟୀ ଓ କିଛି କୃଷି ଅଧିକାରୀଙ୍କ ମଧ୍ୟରେ ସଲାସୁତରା ଯୋଗୁଁ ଚାଷୀମାନେ ସରକାରୀ ବିହନ ପ୍ରତି ବିମୁଖ ହେଉଥିବାବେଳେ ରାଜ୍ୟ ବିହନ ନିଗମ ଓ ବିହନ ଉତ୍ପାଦନ କରୁଥିବା ଚାଷୀଙ୍କ ପାଇଁ ଏହା କାଳ ହେଲାଣି । ଏହି ଧାରା ଜାରି ରହିଲେ ଆଗାମୀ ଦିନରେ ବିହନ ନିଗମ ଦେବାଳିଆ ହେବା ସହିତ ଉନ୍ନତମାନର ବିହନ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି । ଚଳିତ ଖରିଫ ଋତୁରେ ରାଜ୍ୟ ସରକାର ଚାଷୀଙ୍କୁ ପ୍ରାୟ ୫ଲକ୍ଷ କୁଇଣ୍ଟାଲ...
ସମନ୍ୱୟ ଅଭାବରୁ ନକଲି ଔଷଧ କାରବାର
ଭୁବନେଶ୍ୱର : ଡ୍ରଗ୍ସ କଣ୍ଟ୍ରୋଲର, ଔଷଧ ନିଗମ ଏବଂ ସ୍ୱାସ୍ଥ୍ୟସେବାର ରାଜ୍ୟ ଓ କ୍ଷେତ୍ରରେ ନିଯୁକ୍ତ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ବ୍ୟାପକ ନକଲି ଓ ନିମ୍ନମାନର ଔଷଧ କାରବାର ହେଉଥିବା ଘେନି ବିଶେଷଜ୍ଞମାନେ ଅଭିଯୋଗ କରୁଛନ୍ତି । ନିକଟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହଠାତ୍ ଚଢାଉ କରାଯାଇ ବିପୁଳ ପରିମାଣର ନକଲି କରୋନା ଓ ଅନ୍ୟାନ୍ୟ ଔଷଧ ଏବଂ ମାରାତ୍ମକ କଫସିରପ ଜବତ କରାଯିବାପରେ ଏହି ଘଟଣା ଘେନି ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ଡ୍ରଗ୍ସ କଣ୍ଟ୍ରୋଲର ଦପ୍ତରକୁ ୧୯୮୨...
State Inoculates Over 1 Cr Jabs
Bhubaneswar: Odisha has vaccinated more than One Crore beneficiaries, while targeting to inoculate 3 Lakh people every day. ACS Health & Family Welfare Pradipta Kumar Mohapatra reviewed Vaccination Management here on 22 June evening. Latest Stats reveals that as on date 1,03,18,120 doses have been inoculated out of which 58.87 Lakh are of 45years and above age group, who have taken...
ଡଙ୍ଗରିଆଙ୍କୁ ଟିକା ନେବାକୁ ବୁଝାଇଲେ ସଞ୍ଜୟ
ଭୁବନେଶ୍ୱର : ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ନିୟମଗିରି ପାହାଡ଼ରେ ରହୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସଂପ୍ରଦାୟଙ୍କୁ ଭେଟିଥିଲେ । ସେଠାରେ ଟିକାକରଣ ଶିବିରର ଉଦ୍ଘାଟନ କରିଥିଲେ ଏବଂ ଟିକାକରଣ ନେଇ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଓ ଲାଂଜିଆ ସଉରାଙ୍କ ମନରେ ଥିବା ଭୟ ଓ ଅନ୍ଧବିଶ୍ୱାସ ଦୂର କରିବା ସହିତ କରୋନା ମହାମାରୀର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ସାମିଲ...
State Issues ECLGS Guidelines
Bhubaneswar: The State Government has issued operational guidelines to provide interest subvention to such units under the Emergency Credit Line Guarantee Scheme (ECLGS). The Micro, Small and Medium Enterprises (MSME) Principal Secretary Satyabrata Sahu has issued the guidelines on Tuesday that will be applicable for the whole of the State. MSME sector contributes significantly to the employment generation, value addition of...
AMNS Eyeing For Kendrapara Site
Bhubaneswar: ArcelorMittal Nippon Steel India (AM/NS India), a major steel giant of India, is conducting a feasibility study for its proposed 12 million tonne per annum (MTPA) integrated steel plant in Kendrapara district. “The company officials with the help of the State Government are now conducting a feasibility study at the field for establishment of the Greenfield project in Kendrapara...










