ପଞ୍ଚାୟତ ନିର୍ବାଚନ ପରେ କଂଗ୍ରେସର ସାଂଗଠନିକ ନିର୍ବାଚନ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନ ପରେ ରାଜ୍ୟ କଂଗ୍ରେସର ସାଂଗଠନିକ ନିର୍ବାଚନ ହେବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ପିସିସି ଉପସଭାପତି ଯଜେ୍ଞଶ୍ୱର ବାବୁ । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାବୁ କହିଛନ୍ତି ଯେ ରାଜ୍ୟର ସମସ୍ତ ବୁଥ ସ୍ତରରେ ଦୁଇଜଣ (ଜଣେ ପୁରୁଷ ଓ ଜଣେ ମହିଳା) ସଭ୍ୟ ସଂଗ୍ରହକାରୀ ନିଯୁକ୍ତି କରାଯାଇ କଂଗ୍ରେସର ବୁଥସ୍ତରରୁ ସଭ୍ୟସଂଗ୍ରହ କରି ସଂଗଠନକୁ ମଜବୁତ କରାଯିବ । ଏହି ପକ୍ରିୟାରେ ସଭ୍ୟ ସଂଗ୍ରହକାରୀ ମାନେ...
ମାଓ ବିସ୍ଫୋରଣରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ
ଭୁବନେଶ୍ୱର: କଳାହାଣ୍ଡିର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଯୁବ ସାମ୍ବାଦିକଙ୍କର ଏଭଳି ଅକାଳ ମୃତ୍ୟୁ ଘଟଣାଟି ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ମୃତ ସାମ୍ବାଦିକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ରାଜ୍ୟ ସରକାର ୧୩ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଏହି ଦୁଃଖଦ ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାର ମାଓ ଅଧ୍ୟୁଷିତ ମଦନପୁର ରାମପୁର ବ୍ଲକ୍ର କର୍ଲାଖୁଣ୍ଟା ନିକଟସ୍ଥ ଦୁଲେନ ଛକ ଅଞ୍ଚଳରେ । ମିଳିଥିବା ସୂଚନା ଅନୁଯାୟୀ, ମାଓବାଦୀମାନେ ପଞ୍ଚାୟତ ର୍ନିବାଚନ...
ରେଳ ରେକ୍ର ଅଭାବ ନାହିଁ
ନୂଆଦିଲ୍ଲୀ : ରେଳଗାଡିରେ ମାଲ ପରିବହନ ପାଇଁ ରାଜ୍ୟ ନିକଟରେ ପର୍ଯ୍ୟାପ୍ତ ସଂଖ୍ୟକ ରେକ୍ ରହିଛି । କେବଳ ଇସ୍ପାତ ଉତ୍ପାଦନକାରୀଙ୍କ ପାଇଁ ନୁହେଁ, ଅନ୍ୟ ରେଳ ମାଲ ପରିବହନ କ୍ଷେତ୍ରରେ ମଧ୍ୟ ଏହା ଚାହିଦା ମେଣ୍ଟାଇ ପାରିବ । ରାଜ୍ୟସଭାରେ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ରାଉରକେଲା, କଳିଙ୍ଗନଗର, ଜାମସେଦପୁର ଏବଂ ଅନୁଗୁଳ ଅଞ୍ଚଳରେ ବିଭିନ୍ନ ସାମଗ୍ରୀ ପାଇଁ ଅଣ-ଶକ୍ତି କ୍ଷେତ୍ର ଦ୍ୱାରା ବ୍ୟବହୃତ ହାରାହାରି ରେକ୍ ସଂଖ୍ୟା...
IR Allocates Adequate Rakes For Odisha
New Delhi: The State has adequate number of railway rakes for meeting the demand for rail transport, not only for steel producers but also for other railway freight customers. This was informed by Union Railways Minister Ashwini Vaishnaw while replying to a question of BJD MP Amar Patnaik in Rajya Sabha, yesterday. The average number of rakes used by non-power sectors...
Scribe Killed In IED Blast
Bhawanipatna: Rohit Kumar Biswal, a working journalist of Kalahandi district was on Saturday killed in an IED blast by suspected Maoist ultras targeting security personnel, a Top Cop said. The Improvised Explosive Device (IED) went off when Rohit, working for a leading Odia daily published from Bhubaneswar, reached near a tree where a couple of posters and a banner were...
State Missing AIIMS Sundargarh
Bhubaneswar: It seems that the Union Government is not in favour of setting up Odisha’s Second AIIMS in Sundergarh district, for which the State Government is fighting for. While replying to a written question of Sundergarh MP (BJP) Jual Oram, the Union Minister of State (MoS) for Health, Bharat Pravin Pawar indirectly turned down Odisha’s demand. Mr.Oram has asked whether the...
ଓଡ଼ିଶାରେ କମିଛି ଶିଶୁ ମୃତ୍ୟୁହାର
ଭୁବନେଶ୍ୱର : ୩୦ବର୍ଷ ଭିତରେ ଓଡ଼ିଶାରେ ଶିଶୁମୃତ୍ୟୁ ହାର ଢ଼େର ହ୍ରାସ ପାଇଛି । କେବଳ ସେତିକି ନୁହେଁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ, ତ୍ରିପୁରା, ବିହାର, ମଧ୍ୟପ୍ରଦେଶ ଭଳି ରାଜ୍ୟ ତୁଳନାରେ ଓଡ଼ିଶାରେ ଶିଶୁମୃତ୍ୟୁ ହାର ମଧ୍ୟ ଢ଼େର କମ୍ ରହୁଛି । ସଂସଦରେ ସଦ୍ୟ ଉପସ୍ଥାପିତ କେନ୍ଦ୍ର ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟରେ ପ୍ରଦତ୍ତ ପରିସଂଖ୍ୟାନରେ ଏହି ତଥ୍ୟ ପ୍ରକାଶ ପାଇଛି । ଆର୍ଥିକ ସର୍ଭେ ରିପୋର୍ଟ ମୁତାବକ ୧୯୯୨-୯୩ ବେଳକୁ ଓଡ଼ିଶାରେ ଜନ୍ମ ହେଉଥିବା ପ୍ରତି ହଜାରେ ପିଲା ମଧ୍ୟରୁ ୧୧୨ଜଣଙ୍କ...
ପଞ୍ଜିକରଣ ଫି ଫେରାଇବାକୁ ଦାବି
ଭୁବନେଶ୍ୱର : ବିଭିନ୍ନ ସରକାରୀ ସଂସ୍ଥା ଆବଣ୍ଟନ କରିଥିବା ଜମି ଓ ଘରର ପଞ୍ଜିକରଣ ପାଇଁ ଅଧିକ ଅର୍ଥ ନିଆଯାଇଥିବାରୁ ତୁରନ୍ତ ଏହା ଫେରସ୍ତ କରିବାଲାଗି ଏବେ ଜମି ମାଲିକମାନେ ଦାବି କରୁଛନ୍ତି । ଖୋଦ ରାଜଧାନୀରେ ଆଇନ୍ କାନୁନ୍କୁ ଜଳାଞ୍ଜଳି ଦେଇ ସବରେଜିଷ୍ଟ୍ରର ଅଫିସ୍ରେ ସରକାରଙ୍କ ଧାର୍ଯ୍ୟ ଦର ତୁଳନାରେ ଢେର ଅଧିକ ଖର୍ଚ୍ଚରେ ଜମିଜମା ପଞ୍ଜିକରଣ ହୋଇଥିବା ଦର୍ଶାଇ ଲୋକେ ଅର୍ଥ ଫେରସ୍ତ ପାଇଁ ଦାବି କଲେଣି । ତେବେ କେଉଁଠୁ ଏହି ଅର୍ଥ ଆଣି ଲୋକଙ୍କୁ ଫେରାଇବେ ତାହା...
Acharya Targets Center
New Delhi: Senior BJD MP Prasanna Acharya on Friday targeted the Centre asking about steps taken to fulfill the promise made for doubling farmers' income by 2022. While participating in the debate on the Motion of Thanks on the President's address in the Rajya Sabha, Mr.Acharya said, "Farmers income has not doubled. The Union Government had promised that by 2022,...
State Fixes School Timing
Bhubaneswar: A day after announcing reopening of schools and colleges, the State Government on Friday fixed the time table for teaching for students of various classes. Principal Secretary, School & Mass Education, Bishnupada Sethi has written a letter to the SPDs of OSEPA, OAVS, Directors of Higher Secondary Education, Secondary Education, Elementary Education, the CHSE Chairman and the President, BSE. The...









