କୋହଳ ହେଲା ନିର୍ବାଚନ ପ୍ରଚାର କଟକଣା
ଭୁବନେଶ୍ୱର: ରାଜ୍ୟରେ କୋଭିଡ -୧୯ ସ୍ଥିତିର ଉନ୍ନତି ସହିତ ରାଜ୍ୟ ର୍ନିବାଚନ ଆୟୋଗ (ଏସ୍ଇସି) ପଞ୍ଚାୟତିରାଜ ପ୍ରତିଷ୍ଠାନ (ପିଆରଆଇ), ୨୦୨୨ ରେ ସାଧାରଣ ର୍ନିବାଚନ ସମୟରେ ପ୍ରଚାର ପାଇଁ ଲଗାଯାଇଥିବା ପ୍ରତିବନ୍ଧକକୁ ଆଂଶିକ କୋହଳ କରିଛନ୍ତି । ସୋମବାର ଏଠାରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିବାବେଳେ ରାଜ୍ୟ ର୍ନିବାଚନ କମିଶନର୍ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ ପ୍ରାର୍ଥୀମାନେ ସମର୍ଥକଙ୍କ ସମେତ ସର୍ବାଧିକ ୨୦ ଜଣଙ୍କ ସହ ଘରକୁ ଘର ବୁଲି ପ୍ରଚାର କରିପାରିବେ । ଏହାପୂର୍ବରୁ, କେବଳ ଞ୍ଚ୫ ଜଣଙ୍କୁ ନେଇ ଘରକୁ...
SEC Relaxes Poll Norms
Bhubaneswar: With the improvement in the Covid-19 situation in the State, the State Election Commission (SEC) has partially relaxed the restrictions imposed for campaigning during ensuing General Elections to Panchayati Raj Institutions (PRIs), 2022. While addressing media persons here on Monday, State Election Commissioner Aditya Prasad Padhi said now, candidates can conduct door-to-door campaigning with a maximum of 20 persons...
Edu Institutes Reopen
Bhubaneswar: As per earlier announcement, all educational institutions of Class VIII and above across the State have reopened today for the students with strict adherence to Covid-19 protocols. As per the instructions of School and Mass Education (S&ME) Principal Secretary Bishnupada Sethi, all schools have been reopened for students of Class- IX to XII for the academic session 2021-22. The...
ଦେଢ ହଜାର ତଳକୁ ଖସିଲା କରୋନା
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଗତ ୨୪ଘଣ୍ଟା ମଧ୍ୟରେ ଦେଢ ହଜାର ତଳକୁ ହ୍ରାସ ପାଇ ୧୪୯୭ରେ ପହଞ୍ଚିଛି । ଏହି ସଂକ୍ରମିତଙ୍କ ମଧ୍ୟରେ ୨୮୩ଜଣ ଶିଶୁ ରହିଥିବାବେଳେ କ୍ୱାରେଣ୍ଟାଇନ୍ରୁ ୮୭୪ଜଣ ରହିଛନ୍ତି । ସେହଭଳି ୬୨୩ ଲୋକାଲ କେଶ୍ ରହିଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ରୋଗୀଙ୍କ ସଂଖ୍ୟା ୧୨,୩୭,୯୭୬ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୧୨,୬୮,୩୦୮ ଜଣ ସୁସ୍ଥ ହୋଇ ସାରିଲେଣି । ସେହିଭଳି ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧,୫୨୫କୁ ହ୍ରାସ ପାଇଛି...
ବକ୍ସିଙ୍କ ପ୍ରତିମୂର୍ତ୍ତି ସଂସଦରେ କେବେ ?
ଭୁବନେଶ୍ୱର : ପ୍ରାୟ ଦୁଇ ଦଶନ୍ଧିର ନିରନ୍ତର ଉଦ୍ୟମ ସତ୍ୱେ ପାଇକ ବିଦ୍ରୋହର ମୁଖ୍ୟ ବିନ୍ଧାଣି ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଦିଲ୍ଲୀର ସଂସଦ ଭବନ ପରିସର ମଧ୍ୟରେ ସ୍ଥାପନ ହୋଇପାରିଲା ନାହିଁ । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମର୍ଯ୍ୟାଦା ଦେବାପାଇଁ ଦିଲ୍ଲୀରୁ ବରୁଣେଇ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଅନେକ ଉତ୍ସବାନୁଷ୍ଠାନ ହୋଇଥିଲେ ବି ଏ ଦିଗରେ ବିଶେଷ ତତ୍ପରତା ଲକ୍ଷ୍ୟ କରାଯାଉନାହିଁ । ୨୦୦୨ ମସିହାରୁ ସରକାରୀ ଓ ବେସରକାରୀ ସ୍ତରରେ ଏ ପ୍ରସଙ୍ଗ ଉଠି ଆସୁଛି ।...
ସାତ ଦିନରେ ୩କୋଟିର ଅବକାରୀ ସାମଗ୍ରୀ ଜବତ
ଭୁବନେଶ୍ୱର : ସୁରୁଖୁରୁରେ ପଞ୍ଚାୟତ ନିର୍ବାଚନ ପାଇଁ ଅବକାରୀ ବିଭାଗ ଚଳାଇଥିବା ଅଭିଯାନରେ ଗତ ସପ୍ତାହକ ମଧ୍ୟରେ ପ୍ରାୟ ୩କୋଟି ଟଙ୍କାର ଅବକାରୀ ଜବତ ହୋଇଛି । ଏଥି ସହିତ ୮୩୨ ଜଣ ବି ଗିରଫ ହୋଇଛନ୍ତି । ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ପ୍ରଥମ ସାତ ଦିନରେ ବିଭାଗ ପକ୍ଷରୁ ହୋଇଥିବା ଚଢଉରେ ୮୩୨ଜଣଙ୍କୁ ଗିରଫ କରାଯିବା ସହିତ ୧୦୫୦ ମାମଲା ରୁଜୁ ହୋଇଛି । ଏହି ସମୟରେ ୨୭,୨୬୬ ଲିଟର କାରଖାନା ପ୍ରସ୍ତୁତ ଦେଶୀ ମଦ,...
Odisha Mourn Lata Mangeshkar
Odisha on Sunday mourned the death of Lata Mangeshkar who had immortalised two Odia film songs by her melodious voice way back in the 1960s.To begin with Governor Prof Ganeshi Lal and Chief Minister Naveen Patnaik to singers and music directors of the state, all paid their tributes to the legend who died at a Mumbai hospital at the...
State Excise On Overdrive
Cuttack: Odisha Excise has seized a huge amount of illegal excise liquor and other materials worth Rs 3 crore during the last one week (January 30 to February 5) as it is on a overdrive across the State. Team Excise led by Ashis Singh, Commissioner Excise has been continuously conducting Special Drives to control all types of excise crimes for...
ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି
ଭୁବନେଶ୍ୱର : ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ଓଡିଶା ମାଟିର ଋଣ ଶୁଝାଇବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୂର୍ବଦ୍ୟୋୟ ମିଶନର ସ୍ୱପ୍ନକୁ ସାକାର କରିବା ଏବଂ ସାଢେ ୪କୋଟି ଓଡିଆଙ୍କ ବିକାଶ ପାଇଁ କାର୍ଯ୍ୟ କରିବା ଆମର ମୁଳ ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର ରେଳ ଏବଂ ସୁଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅତୀତରେ ଓଡିଶାର ବିକାଶ...
4K Mobile Towers In Odisha Soon
Bhubaneswar: In an aim to ensure mobile connectivity to every village of Odisha, the Centre would install about 4,000 mobile towers in various places across Odisha very soon, said Union Telecom Minister Ashwini Vaishnawhereon Sunday. Addressing a press conference here, Mr.Vaishnaw said nearly about 6,000 villages in Odisha have remained out of mobile connectivity due to lack of mobile towers. So,...









