Farmers Wait For Claims
Bhubaneswar: Over 14.27 lakh farmers from Odisha are waiting to get insurance claims made for their losses due to natural disasters during the kharif crop season 2021. The new crop season 2022 has already arrived and the farmers across the State have started their activities. However, the 14.27 lakh farmers covered under the Pradhan Mantri Fasal Bima Yojana (PMFBY) are...
ଓଏସ୍ଆରଟିସିର ୨୧୯ ବସ୍ ଅଚଳ
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି)ର ୩୭୮ଟି ବସ୍ ଚଳାଚଳ କରୁଥିବା ବେଳେ ୨୧୯ଟି ବସ୍ ଅଚଳ ହୋଇ ପଡିଛି । ନିଗମରେ ଏବେ ମୋଟ ୧୪୭୬ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଓଏସଆରଟିସିର ୩୭୮ଟି ବସ୍ ୨୦୪ଟି ରୁଟ୍ରେ ଚଳାଚଳ କରୁଛି । ୨୧୯ଟି ବସ୍ ଅସ୍ଥାୟୀ ଭାବେ...
ସମସ୍ତଙ୍କୁ ମିଳିନି ଇ-ଯାନ ସବସିଡ୍
ଭୁବନେଶ୍ୱର : ରାଜ୍ୟ ସରକାର ଦେଉଥିବା ଇ-ଯାନ ପ୍ରୋତ୍ସାହନ ସବସିଡି ସମସ୍ତଙ୍କୁ ମିଳିନାହିଁ । ଏଥିପାଇଁ ୫୪୬୬ ଜଣ ଆବେଦନ କରିଥିବାବେଳେ ପାଇଛନ୍ତି ୪୪୮୮ ଜଣ । ଏ ବାବଦରେ ପ୍ରାୟ ୩ କୋଟି ଟଙ୍କା ଦିଆଯାଇଛି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବିଦ୍ୟୁତ୍ ଚାଳିତ ଯାନ ପାଇଁ ପ୍ରୋତ୍ସାହନ ରାଶି ଯୋଗାଇ...
ମଦୁଆ ଡ୍ରାଇଭରଙ୍କ ସଂଖ୍ୟା ବଢୁଛି
ଭୁବନେଶ୍ୱର : ୨୦୨୧ରେ ମଦ ପିଇ ଧରାପଡିଥିବା ଗାଡି ଚାଳକଙ୍କ ସଂଖ୍ୟା ପାଖାପାଖି ୪ ହଜାର ରହିଛି । ୨୦୨୦ ତୁଳନାରେ ଏହା ପ୍ରାୟ ୪ ଗୁଣ ଅଧିକ । ବିଧାୟକ ନବଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୦ ମସିହାରେ ୯୫୬ ଜଣ ମଦୁଆ ଡ୍ରାଇଭରଙ୍କ ବିରୋଧରେ ଇ-ଚାଲାଣ କଟାଯାଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୩୯୨୭ ହୋଇଥିଲା । ସେହିଭଳି ୨୦୨୦ରେ...
ଭୋଟର ତାଲିକା ପାଇଁ ୧୭ବର୍ଷରେ ଆବେଦନ
ନୂଆଦିଲ୍ଲୀ : ୧୭ ବର୍ଷର ଯୁବପୀଢି ଭୋଟର ତାଲିକାରେ ସେମାନଙ୍କ ନାମ ସାମିଲ କରିବା ପାଇଁ ଆଗୁଆ ଆବେଦନ କରିପାରିବେ ଓ ସେମାନଙ୍କୁ ୧୮ ବର୍ଷ ହେବା ପରର ଜାନୁୟାରୀ ୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଓ ନିର୍ବାଚନ ଆୟୁକ୍ତ ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ନେତୃତ୍ୱାଧୀନ ଭାରତୀୟ ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟର ସିଇଓ/ଇଆରଓ/ଏଇଆରଓଙ୍କୁ କେବଳ ଜାନୁୟାରୀ ୧ ନୁହେଁ ବରଂ ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ
ଭୁବନେଶ୍ୱର : ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ଆଲୋଚନା ଅବସରରେ ଆସନ୍ତା ଅଗଷ୍ଟ ୭ ତାରିଖରେ ନୂଆଦିଲ୍ଲୀ ଠାରେ ହେବାକୁ ଥିବା ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକରେ ଯୋଗ ଦେବାଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଉପାଧ୍ୟକ୍ଷଙ୍କ ସହିତ ଓ ସଦସ୍ୟ ଡ. ବିନୋଦ କେ. ପାଉଲଙ୍କ ଓ ଆୟାଗର ଅନ୍ୟ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆୟୋଗର ଉପାଧ୍ୟକ୍ଷ ଓ ସଦସ୍ୟମାନେ ଆଜି ସକାଳେ ଭୁବନେଶ୍ୱରସ୍ଥ...
ଇପିକଲ୍ ଏବଂ ଫିକି ମଧ୍ୟରେ ବୁଝାମଣା
ଭୁବନେଶ୍ୱର : ଇପିକଲ ଏବଂ ଫିକି ମଧ୍ୟରେ ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ସହଯୋଗ ପ୍ରଦାନ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ମହାନିର୍ଦ୍ଦେଶକ ଫିକି, ନୂଆଦିଲ୍ଲୀ ଅରୁଣ ଚାୱାଲାଙ୍କ ଉପସ୍ଥିତିରେ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦ୍ର ସିଂ ପୁନିଆ ଓ ଫିକିର...
ତୁରନ୍ତ ଫସଲବୀମା ଅର୍ଥ ଦିଅ
ଭୁବନେଶ୍ୱର : ଚାଷୀକୂଳର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଯଥାଶୀଘ୍ର ୨୦୨୧ ମସିହା (ଖରିଫ) ପ୍ରଧାନମନ୍ତ୍ରୀ ଫସଲ ବୀମା ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରିବା ପାଇଁ ବିଜେପି ବିଧାୟକମାନେ ଅତିରିକ୍ତ ରାଜ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନରଙ୍କ ନିକଟରେ ଦାବୀ କରିଛନ୍ତି । ବିଧାୟକମାନେ କହିଛନ୍ତି ଯେ ବର୍ଷା ଋତୁ ଆରମ୍ଭ ସହିତ ଶସ୍ୟ ଅମଳ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ମାତ୍ର ଅର୍ଥ ସମସ୍ୟା କାରଣରୁ ରାଜ୍ୟ ବହୁ ଅଂଚଳରେ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିବାରେ ଅସମର୍ଥ୍ୟ...
ମାସକ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ
ଭୁବନେଶ୍ୱର :ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ଆଜି ଆୟୋଜିତ ହୋଇଯାଇଅଛି l ବରିଷ୍ଠ ଉପ -ମହାଲେଖାକାର ରାଜ ଅଶୋକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଯୋଗଦେଇ ଏ. ଜି କାର୍ଯ୍ୟାଳୟରେ ପେନସନ ଓ ଭବିଷ୍ୟନିଧି କାଗଜପତ୍ର ପହଞ୍ଚିବାର 30 ଦିନ ମଧ୍ୟରେ ପେନସନ ମଞ୍ଜୁରୀପତ୍ର ତତ୍କାଳ ପେନସନରମାନଙ୍କ ନିକଟକୁ ପଠାଇବାକୁ ନିର୍ଦେଶ ଦିଆ...
59 IPS Posts Vacant
New Delhi: As many as 59 IPS posts of promotion quota are vacant in Odisha due to non-availability of eligible officers at Deputy Superintendent of Police (DSP) level. This was stated by Union Minister of State (MOS) Home Affairs, Nityanand Rai in Rajya Sabha while replying to a question of MP Amar Patnaik. In order to allocate an adequate number of...










