୨୫ହଜାର ନେଲେଣି ନିଶା ନିବାରଣ ପରାମର୍ଶ

0

ଭୁବନେଶ୍ୱର : ଗୋଟିଏ ବର୍ଷରେ ୨୫ହଜାରରୁ ଅଧିକ ବ୍ୟକ୍ତିଙ୍କୁ ନିଶା ନିବାରଣ ଚିକିତ୍ସା ଓ ପରାମର୍ଶ ଯୋଗାଇ ଦିଆଯାଇଛି । ଏମାନଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ଢେଙ୍କାନାଳ ଜିଲ୍ଲାରୁ । ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ନିଶା ନିବାରଣ କେନ୍ଦ୍ରମାନଙ୍କ ଦ୍ୱାରା ମୋଟ୍‍ ୨୫,୬୩୦ଜଣ ବ୍ୟକ୍ତିଙ୍କୁ ନିଶା ନିବାରଣ ଚିକିତ୍ସା ପରାମର୍ଶ ଯୋଗାଇ...

ରାଜଧାନୀରେ ଗଡିଲା ଇ-ବସ୍‍

0

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ବିମାନବନ୍ଦର ଛକ ଠାରେ ଇ-ବସ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କରିଛନ୍ତି। ଗାଡି ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଦ୍ବାରା ସହରରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ ଓ ୫୦ ଟି ଇ-ରିକ୍ସା ଚଳାଚଳ ବ୍ୟବସ୍ଥା ଆରମ୍ଭ ହୋଇଛି। ଆଗାମୀ ଦିନରେ ୫୦ ଟି ଇ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖା ଯାଇଛି। ଲିଙ୍ଗ ସମାନତା ଉପରେ...

ଦାବି ଜଣାଇବାକୁ କର୍ମଚାରୀ ଏକଜୁଟ

ଭୁବନେଶ୍ୱର : ବାରମ୍ବାର ଦାବି ସତ୍ୱେ ପ୍ରଶାସନର ଉଦାସୀନତା ବିରୁଦ୍ଧରେ ଲୋକସେବା ଭବନର କର୍ମଚାରୀମାନେ ଆଜି ପଞ୍ଚାୟତିରାଜ ବିଭାଗ ସମ୍ମୁଖ ଲନ୍‍ରେ ଏକଜୁଟ ହୋଇଛନ୍ତି । ମଧ୍ୟାହ୍ନ ବିରତି ସମୟରେ ଏକଜୁଟ ହୋଇଥିବା କର୍ମଚାରୀମାନେ କହିଛନ୍ତି ଯେ ଓଡିଶା ସଚିବାଳୟ ସେବା ବର୍ଗର କ୍ୟାଡର ପୁନର୍ଗଠନ କରାଯାଇ ପ୍ରଥମ ଦଫାରେ ୨୨୫ଟି ଗ୍ରୁପ୍‍ ‘ଏ’ ପଦବୀ ସୃଷ୍ଟି କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଥିପାଇଁ ସଂଘ ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଏଥିପାଇଁ ସରକାରୀ ଓ ପ୍ରଶାସନିକ ସ୍ତରରେ...

Sasmit New RS Leader

0

Bhubaneswar: BJD Supremo and Chief Minister Naveen Patnaik has appointed Rajya Sabha MP Dr Sasmit Patra as leader of Biju Janata Dal Party in Rajya Sabha. Similarly, Sulata Deo has been appointed as chief whip of the party in the Upper House of Parliament. BJD Organisational Secretary Pranab Prakash Das has informed this in a press statement here on Friday. Notably,...

ଅବକାରୀ ଅଧିକାରୀଙ୍କୁ ଗୁରୁ ମନ୍ତ୍ର

ଭୁବନେଶ୍ୱର : ପ୍ରତି ମାସରେ ଅବାକରୀ ଅଧିକାରୀମାନଙ୍କୁ କର୍ମଶାଳା ଜରିଆରେ ତାଲିମ ପ୍ରଦାନ କରାଯିବ । ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଓ ଆଇନ୍‍ ବିଶେଷଜ୍ଞମାନେ ସେମାନଙ୍କୁ ନାର୍କୋଟିକ୍ସ ଧରପଗଡ ଓ ମାମଲା ପରିଚାଳନା ସଂକ୍ରାନ୍ତରେ ଗୁରୁ ମନ୍ତ୍ର ପ୍ରଦାନ କରିବେ । ଆଜି ନାର୍କୋଟିକ୍ସ ଡ୍ରଗ୍ ଏବଂ ନିଶା ପଦାର୍ଥ ଅଧିନିୟମ ଉପରେ ଏକ ଦିନିକିଆ ଆଲୋଚନାଚକ୍ର ଅବସରରେ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହ ଏହା କହିଛନ୍ତି । ଅବକାରୀ ନିର୍ଦ୍ଦେଶାଳୟ ଦ୍ୱାରା ଭର୍ଚୁଆଲ ମୋଡରେ ଆୟୋଜିତ ଏହି ଆଲୋଚନାଚକ୍ରରେ...

Mantra For Team Excise

0

Cuttack: Commissioner of Excise, Odisha, Ashish Kumar Singh on Friday advised Excise Officers to go through the latest judgments of High Court and Supreme Court on NDPS Act to make such cases stronger. Top Cop, Mr.Singh while inaugurating a one-day seminar on Narcotics Drugs and Psychotropic Substances (NDPS) Act was organized by the Excise Directorate, Cuttack through virtual mode today...

Warning On Bank Operations

0

Bhubaneswar: Chief Secretary Suresh Chandra Mahapatra has warned all Departments on opening of Single Nodal Accounts (SNA)s in private banks. Mr.Mahapatra has recently written a letter to the Additional Chief Secretaries (ACSs), Principal Secretaries, Secretaries of all Departments on distribution of Single Nodal Accounts among empanelled banks. The report from PFMS shows that 110 SNAs for CSS Schemes (implemented by 17...

Worry For Ratna Bhandar

0

Bhubaneswar: Senior Congress Lawmaker Santosh Singh Saluja on Friday demanded the State Government to reopen Ratna Bhandar of Shree Jagannath Temple. Raising the issue during Zero Hour in the State Assembly, Mr.Saluja, requested the Speaker to direct the State Government to lay the report of the Justice Raghubir Dash Commission constituted to probe the incident relating to the missing of...

ଡାଇରିଆକୁ ରୋକିବ ଓଆରଏସ୍

0

ଭୁବନେଶ୍ୱର : ବର୍ତମାନ ଡାଇରିଆ ଏକ ଚିନ୍ତାର କାରଣ ପାଲଟିଥିବା ବେଳେ ଶିଶୁମାନଙ୍କ କ୍ଷେତ୍ରରେ ଏହାକୁ ରୋକିବା ଦିଗରେ ଓରାଲ୍ ରିହାଇଡ୍ରେସନ୍ ସଲ୍ୟୁସନ ଅର୍ଥାତ୍ (ଓଆର୍‌ଏସ୍‌) ଅନେକ ମାତ୍ରାରେ ସ୍ୱାସ୍ଥ୍ୟ ପକ୍ଷେ ହିତକର ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ବିଶ୍ୱ ଓଆର୍‌ଏସ୍ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମରେ ଓରାଲ୍ ରିହାଇଡ୍ରେସନ୍ ଥେରାପି ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ...

Center Rejects Medical Students Plea

0

New Delhi: The Government of India has turned down the plea of medical students from India who have returned from Ukraine due to war.   As per information received from the Ministry of External Affairs (MEA), about 20,000 Indian students including over 500 from Odisha have returned from Ukraine. Foreign Medical Students/Graduates are either covered under “Screening Test Regulations, 2002” or...