କଲେଜ ପରିସର ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ

0

ଭୁବନେଶ୍ୱର : ରାଜଧାନୀରେ ଥିବା ଅଧିକାଂଶ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ । ସୁରକ୍ଷାକର୍ମୀଙ୍କ ଅଭାବ ସହିତ ପୁଲିସ୍‍ ପହରାରେ କୋହଳ ଅବସ୍ଥା ଯୋଗୁଁ ଦୌରାତ୍ମ୍ୟ ଏବେ ବଢି ବଢି ଚାଲିଛି । ରାଜଧାନୀର ଅଧିକାଂଶ ସରକାରୀ ମହାବିଦ୍ୟାଳୟରେ ପାଠପଢା ଆରମ୍ଭ ସମୟରୁ ଅସାମାଜିକ ଯୁବକମାନେ ଆସି ଆଡ୍ଡା ଜମାଉଛନ୍ତି । ଯଦିଓ ଏମାନେ କଲେଜ ପୋଷାକ ପିନ୍ଧି ଆସୁ ନାହାନ୍ତି ତଥାପି ସେମାନଙ୍କୁ ତଡିବାକୁ ନିୟୋଜିତ ଥିବା ସୁରକ୍ଷାକର୍ମୀ କର୍ମୀ କିମ୍ବା କଲେଜ କର୍ତ୍ତୃପକ୍ଷ କେହି ସାହସ କରିପାରୁ ନାହାନ୍ତି...

ନାଗଫାଶର ନେତାଙ୍କୁ ପଦମ୍‍ପୁର ମନା

0

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାରେ ଯେଉଁ ନେତାମାନଙ୍କ ଫଟୋଚିତ୍ର ଓ ନାମ ଗଣମାଧ୍ୟମରେ ପ୍ରଚାରିତ ହୋଇଛି ସେମାନଙ୍କୁ ବିଭିନ୍ନ ଦଳ ପଦମ୍‍ପୁର ଉପନିର୍ବାଚନରେ ଦୂରେଇ ରଖୁଥିବା ଲକ୍ଷ୍ୟ କରାଯାଉଛି । ଗୋଟିଏପଟେ ଓଡ଼ିଶା ପୋଲିସ ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଘଟଣା ସହ ଜଡିତ ଆର୍ଥିକ ଦିଗ ଉପରେ ଖୋଳତାଡ ଚଳାଇଛି । ଉକ୍ତ ଘଟଣା ଜଣାପଡିବା ପରେ ଅର୍ଚ୍ଚନାଙ୍କ ସହ ବିଭିନ୍ନ ରାଜନୈତିକ ଦଳର ବହୁ...

ସୁରଭି-୨୦୨୨ ଉଦ୍‌ଘାଟିତ

0

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ଆଜି ଭୁବନେଶ୍ୱରସ୍ଥ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ, ୟୁନିଟ୍‌-୯ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଯେ ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ପାଇଁ ଏହା ଏକ ସୁନ୍ଦର ପ୍ରୟାସ ଏବଂ ଏହା ହେଉଛି ବିଭାଗର ଏକ ବିକଶିତ କାର୍ଯ୍ୟକ୍ରମ । ଏଭଳି କାର୍ଯ୍ୟକ୍ରମ...

କାର୍ଗିଲ ବସ୍ତିରେ ଶିଶୁ ଦିବସ ପାଳନ

0

ଭୁବନେଶ୍ୱର : ଶିଶୁ ଅଧିକାର ସପ୍ତାହ ଓ ୩୩ ତମ ପିକକ୍‍ ଶିଶୁ ମେଳା ପରିପ୍ରେକ୍ଷୀରେ ଏକ ନିଆରା ଢଙ୍ଗରେ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍‍ କଲଚରାଲ୍‍ ସେଣ୍ଟର (ପିକକ୍‍) ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଯାଇଛି । ପିକକ୍‍ ସହଯୋଗରେ ପ୍ରୟାସ କିଶୋର ବାଳକ ଗୋଷ୍ଟି ଓ ପ୍ରକୃତି କିଶୋରୀ ବାଳିକା ଗୋଷ୍ଟି ଦ୍ଵାରା ଏହି କାର୍ଯ୍ୟକ୍ରମ କାର୍ଗିଲ ବସ୍ତି ଗୋଷ୍ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛ । ଏହି ଅବସରରେ ରେ କାର୍ଗିଲ ବସ୍ତି ଅଞ୍ଚଳର ବହୁସଂଖ୍ୟକ ଶିଶୁ ଯୋଗଦେଇଥିଲେ । ପିକକ୍ ର...

State Celebrates Co-op Week

0

Bhuabaneswar : The 69th All India Cooperative Week’2022 is being celebrated throughout the state from 14th Nov.’2022 to 20th Nov.’2022. The celebrations provide an opportunity for Cooperatives to highlight their success stories, project their achievements and chalk out a future action plan which will provide a direction to the growth of the Cooperative movement.  The theme of this year’s Cooperative...

Odisha Research Conclave Kicks Off

0

Cuttack: Higher Education Minister Rohit Pujari on Monday inaugurated the Odisha Research Conclave-2022 organised by the Ravenshaw University in association with the Odisha State Higher Education Council (OSHEC) and the Higher Education Department here. The Odisha University Research and Innovation Incentivization Plan (OURIIP) of the State Government is providing an opportunity to the Phd students and young research teachers, said...

ସୋଆ ଏବଂ କମଭିଭା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

0

ଭୁବନେଶ୍ୱର  :  ପାରସ୍ପରିକ ସହଭାଗିତା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ କମଭିଭା ଟେକ୍ନିନୋଲୋଜିସ୍ ମଧ୍ୟରେ ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଡିଜିଟାଲ ପେମେଂଟ, ରିଅଲ୍ ଟାଇମ୍ ମାର୍କେଟିଂ ଏବଂ ଆନାଲିଟିକ୍ସ ଓ ଡିଜିଟାଲ୍ ସଲ୍ୟୁସନ୍ କ୍ଷେତ୍ରରେ ବ୍ୟବହାରକାରୀ ମାନଙ୍କୁ ଅଧିକ ଅଭିଜ୍ଞ କରାଇବା ଲକ୍ଷ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିବା ସୋଆର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି । ଏହି ଅବସରରେ ସୋଆ ପକ୍ଷରୁ ପ୍ରଫେସର ନନ୍ଦ ଏବଂ କମଭିଭା ଟେକ୍‌ନୋଲୋଜିସ୍ ପକ୍ଷରୁ ମାନବ...

Purohit Succumbs Farmers Pressure

0

Padampur: In a major political action, the BJP candidate for Padampur by-poll, Pradip Purohit on Monday returned from the premises of the office of the Returning Officer without filing his nomination papers for the election. Before moving to the Padampur Sub-Collector’s office, Mr.Purohit took part in a mega rally with Union Minister Dharmendra Pradhan, Odisha BJP in-charge Sunil Bansal, co-in-charge D...

ପଦମ୍‌ପୁରରେ ୨୫୭୪୭୪ ଭୋଟର

0

ଭୁବନେଶ୍ୱର : ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ତା. ୦୧/୦୧/୨୦୨୨ରିଖ ସୁଦ୍ଧା ୨୫୭୪୭୪ ଜଣ ଭୋଟର ଅଛନ୍ତି, ସେଥି ମଧ୍ୟରୁ ୧୨୯୪୯୭ ଜଣ ପୁରୁଷ ଓ ୧୨୭୯୬୫ ଜଣ ମହିଳା ଭୋଟର ଥିବାବେଳେ ୧୨ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି । ସେହିପରି ସର୍ବମୋଟ ୨୨୩୩ ଜଣ ଦିବ୍ୟାଙ୍ଗ ଭୋଟର ଥିବାବେଳେ ୮୦ ବର୍ଷରୁ ଊଦ୍ଧ୍ୱର୍ ୪୩୯୩ ଜଣ ଭୋଟର ଓ ୧୯୯ ଜଣ ସର୍ଭିସ ଭୋଟର ରହିଛନ୍ତି । ନିର୍ବାଚନ ମଣ୍ଡଳୀରେ ୨୭୯ ଗୋଟି ବୁଥ୍‌ରେ ଭୋଟଗ୍ରହଣ କରାଯିବ ଓ ବୁଥ୍‌ରେ ସର୍ବାଧିକ...

ଭାରତ ପ୍ରସ୍ତର ମେଳାରେ ଓଡ଼ିଶା ପୁରସ୍କୃତ

0

ଭୁବନେଶ୍ୱର : ରାଜସ୍ଥାନର ଜୟପୁରସ୍ଥିତ ସୀତାପୁର ଶିଳ୍ପାଞ୍ଚଳରେ ରାଜସ୍ଥାନ ସରକାରଙ୍କ ଦ୍ୱାରା ଏକାଦଶ ଅନ୍ତର୍ଜାତୀୟ ଭାରତ ପ୍ରସ୍ତର ମେଳା-୨୦୨୨ ଉଦ୍‌ଯାପିତ ହୋଇଯାଇଛି । ଏହି ମେଳାରେ ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଆଠଜଣ ବିଶିଷ୍ଟ ପ୍ରସ୍ତର ଶିଳ୍ପୀଙ୍କୁ ମନୋନୀତ କରାଯାଇ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ପାଇଁ ପଠାଯାଇଥିଲା । ସରକାରଙ୍କ ତରଫରୁ ସେମାନଙ୍କର ଗସ୍ତ ଖର୍ଚ୍ଚ, ଦୈନିକ ଭତ୍ତା ପ୍ରଦାନ ସହିତ ମାଗଣା ସାମଗ୍ରୀ ପରିବହନ ବ୍ୟବସ୍ଥା ଇତ୍ୟାଦି ସୁବିଧା କରାଯାଇଥିଲା । ଏହି ମେଳାରେ...