Scope For Shipping Hub
Bhubaneswar: Odisha for its strategic location has the potential to emerge as a coastal shipping hub in the country, said Chief Secretary Suresh Chandra Mahapatra here on Tuesday while inaugurating a two-day summit on Prime Minister Gati-Shakti Multimodal Maritime. “Our coastal line is quite suitable for the development of deep ports. Eastern part of India including Odisha is growing at...
ସୋଆରେ ରକ୍ତଦାନ ଶିବିର
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଏଚ୍ଡିଏଫ୍ସି ବ୍ୟାଙ୍କର ମିଳିତ ସହଯୋଗରେ ମଙ୍ଗଳବାର ଏକ ରକ୍ତଦାନ ଶିବିର ସୋଆ କ୍ୟାମ୍ପସ୍- ୨ରେ ଅନୁଷ୍ଠିତ ହୋଇଯାଇଛି ।ଓଡିଶା ବ୍ଲଡ୍ ବ୍ୟାଙ୍କ ଏବଂ ସମ୍ ହସ୍ପିଟାଲ୍ ର ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ଏହି ରକ୍ତଦାନ ଶିବିର ପରିଚାଳନା କରାଯାଇଥିଲା । ଏହି ରକ୍ତଦାନ ଶିବିରକୁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ପ୍ରଫେସର ବସନ୍ତ କୁମାର ପତି ଏବଂ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଉଦ୍ଘାଟନ କରିଥିଲେ । ଏଚ୍ଡିଏଫ୍...
ଏସ୍ଏଚ୍ଜିଙ୍କ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ
ଭୁବନେଶ୍ୱର : ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ସବୁକ୍ଷେତ୍ରକୁ ଋଣ ପ୍ରଦାନ ବୃଦ୍ଧି କରିବାକୁ ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ପ୍ରଦୀପ କୁମାର ଜେନା ଆଜି ଅନୁଷ୍ଠିତ ୧୬୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଉନ୍ନୟନ କମିଶନର ଶ୍ରୀ ଜେନା କହିଲେ ଯେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ସବୁ ଅଞ୍ଚଳରେ ବ୍ୟାଙ୍କିଂ ସୁବିଧା ଉପଲବ୍ଧ ନଥିବାରୁ ସାଧାରଣ ବ୍ୟାଙ୍କିଂ ସୁବିଧାରୁ କେତେକ ଅଞ୍ଚଳର ଜନସାଧାରଣ...
ବିର୍ସା ମୁଣ୍ଡା ଆମ ସାଂସ୍କୃତିକ ଶକ୍ତିର ବାହକ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଭିଡିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ ଜନଜାତୀୟ ଗୌରବ ଦିବସର ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡା ଏବଂ କୋଟି କୋଟି ଜନଜାତୀୟ ମହାନାୟକଙ୍କ ସ୍ୱପ୍ନକୁ ସାକାର କରିବା ଲାଗି ଦେଶ ‘‘ପଞ୍ଚ ପ୍ରାଣ’’ର ଶକ୍ତିକୁ ନେଇ ଆଗକୁ ବଢ଼ୁଅଛି। ଜନଜାତୀୟ ଗୌରବ ଦିବସ ଜରିଆରେ ଦେଶ ନିଜ ଆଦିବାସୀ ପରମ୍ପରାକୁ ନେଇ ଗର୍ବ କରୁଛି ଏବଂ ଏହି ପଞ୍ଚ ପ୍ରାଣର ଊର୍ଜା ବଳରେ ଆଦିବାସୀ ସମୁଦାୟର ବିକାଶ ପାଇଁ...
Sops For Farmers
Bhubaneswar: Ahead of Padampur by-election, BJD-led State Government and BJP-led Union Government are trying their best to woo the farmers, a major portion of voters in the Assembly Constituency. The State Government has announced input subsidy for the drought-hit farmers, the Centre has taken steps for early release of claims under Pradhan Mantri Fasal Bima Yojana (PMFBY). Chief Minister Naveen Patnaik...
Resurgent Odisha Creates Ripples
New Delhi: Chief Minister Naveen Patnaik said that the resurgent Odisha is creating ripples in the field of development. He said this while addressing the inaugural ceremony of Odisha Pavilion in IITF-2022. The CM in his virtual address said, “State Government's resilient mechanism to keep citizens of Odisha safe from the tentacles of natural calamities has been a learning curve...
୨୧ରୁ ଖରିଫ ଧାନ କିଣା
ଭୁବନେଶ୍ୱର : ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଅନୁକୂଳ ପାଣିପାଗ ହେତୁ ଧାନ ଅମଳ ଶୀଘ୍ର ହୋଇଥିବାରୁ ଖରିଫ ଋତୁ ୨୦୨୨-୨୩ ପାଇଁ ଚାଷୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଚଳିତ ନଭେମ୍ବର ୨୧ରୁ ବରଗଡ ଓ ୨୨ରୁ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲା ସ୍ତରର ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଜିଲ୍ଲା ସ୍ତରରେ ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେଉଥିବା ସମବାୟ ସମିତି, ସ୍ୱୟଂ ସହାୟିକା ଗୋଷ୍ଠି ଆଦିଙ୍କୁ...
କଲେଜ ପରିସର ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ
ଭୁବନେଶ୍ୱର : ରାଜଧାନୀରେ ଥିବା ଅଧିକାଂଶ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ । ସୁରକ୍ଷାକର୍ମୀଙ୍କ ଅଭାବ ସହିତ ପୁଲିସ୍ ପହରାରେ କୋହଳ ଅବସ୍ଥା ଯୋଗୁଁ ଦୌରାତ୍ମ୍ୟ ଏବେ ବଢି ବଢି ଚାଲିଛି । ରାଜଧାନୀର ଅଧିକାଂଶ ସରକାରୀ ମହାବିଦ୍ୟାଳୟରେ ପାଠପଢା ଆରମ୍ଭ ସମୟରୁ ଅସାମାଜିକ ଯୁବକମାନେ ଆସି ଆଡ୍ଡା ଜମାଉଛନ୍ତି । ଯଦିଓ ଏମାନେ କଲେଜ ପୋଷାକ ପିନ୍ଧି ଆସୁ ନାହାନ୍ତି ତଥାପି ସେମାନଙ୍କୁ ତଡିବାକୁ ନିୟୋଜିତ ଥିବା ସୁରକ୍ଷାକର୍ମୀ କର୍ମୀ କିମ୍ବା କଲେଜ କର୍ତ୍ତୃପକ୍ଷ କେହି ସାହସ କରିପାରୁ ନାହାନ୍ତି...
ନାଗଫାଶର ନେତାଙ୍କୁ ପଦମ୍ପୁର ମନା
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାରେ ଯେଉଁ ନେତାମାନଙ୍କ ଫଟୋଚିତ୍ର ଓ ନାମ ଗଣମାଧ୍ୟମରେ ପ୍ରଚାରିତ ହୋଇଛି ସେମାନଙ୍କୁ ବିଭିନ୍ନ ଦଳ ପଦମ୍ପୁର ଉପନିର୍ବାଚନରେ ଦୂରେଇ ରଖୁଥିବା ଲକ୍ଷ୍ୟ କରାଯାଉଛି । ଗୋଟିଏପଟେ ଓଡ଼ିଶା ପୋଲିସ ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଘଟଣା ସହ ଜଡିତ ଆର୍ଥିକ ଦିଗ ଉପରେ ଖୋଳତାଡ ଚଳାଇଛି । ଉକ୍ତ ଘଟଣା ଜଣାପଡିବା ପରେ ଅର୍ଚ୍ଚନାଙ୍କ ସହ ବିଭିନ୍ନ ରାଜନୈତିକ ଦଳର ବହୁ...
ସୁରଭି-୨୦୨୨ ଉଦ୍ଘାଟିତ
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ଆଜି ଭୁବନେଶ୍ୱରସ୍ଥ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ, ୟୁନିଟ୍-୯ ପରିସରରେ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ପାଇଁ ଏହା ଏକ ସୁନ୍ଦର ପ୍ରୟାସ ଏବଂ ଏହା ହେଉଛି ବିଭାଗର ଏକ ବିକଶିତ କାର୍ଯ୍ୟକ୍ରମ । ଏଭଳି କାର୍ଯ୍ୟକ୍ରମ...










