ଭାରତ ପ୍ରସ୍ତର ମେଳାରେ ଓଡ଼ିଶା ପୁରସ୍କୃତ

0

ଭୁବନେଶ୍ୱର : ରାଜସ୍ଥାନର ଜୟପୁରସ୍ଥିତ ସୀତାପୁର ଶିଳ୍ପାଞ୍ଚଳରେ ରାଜସ୍ଥାନ ସରକାରଙ୍କ ଦ୍ୱାରା ଏକାଦଶ ଅନ୍ତର୍ଜାତୀୟ ଭାରତ ପ୍ରସ୍ତର ମେଳା-୨୦୨୨ ଉଦ୍‌ଯାପିତ ହୋଇଯାଇଛି । ଏହି ମେଳାରେ ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଆଠଜଣ ବିଶିଷ୍ଟ ପ୍ରସ୍ତର ଶିଳ୍ପୀଙ୍କୁ ମନୋନୀତ କରାଯାଇ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ପାଇଁ ପଠାଯାଇଥିଲା । ସରକାରଙ୍କ ତରଫରୁ ସେମାନଙ୍କର ଗସ୍ତ ଖର୍ଚ୍ଚ, ଦୈନିକ ଭତ୍ତା ପ୍ରଦାନ ସହିତ ମାଗଣା ସାମଗ୍ରୀ ପରିବହନ ବ୍ୟବସ୍ଥା ଇତ୍ୟାଦି ସୁବିଧା କରାଯାଇଥିଲା । ଏହି ମେଳାରେ...

ଏମପିସି ମହାବିଦ୍ୟାଳୟ ୧୯୮୫-୯୦ର ବନ୍ଧୁମିଳନ

0

ଭୁବନେଶ୍ୱର, ନଭେମ୍ବର ୧୪: ବନ୍ଧୁତ୍ୱର ଅନେକ ପରିଭାଷା, ହେଲେ ପୁରୁଣା ବନ୍ଧୁକୁ ପାଖରେ ପାଇବାର ସେହି ଅଭୁଲା ମୁହୂର୍ତ ସବୁବେଳେ ଆମପାଇଁ ଅମୁଲ୍ୟ ଏବଂ ଅପାସୋରା I ବାରିପଦା ମହାରାଜା ପୂର୍ଣଚନ୍ଦ୍ର (ଏମପିସି) ମହାବିଦ୍ୟାଳୟର ୧୯୮୫-୯୦ ଶିକ୍ଷା ବର୍ଷ ଗୁଡିକର (ବିଜ୍ଞାନ ବିଭାଗ) ଶିକ୍ଷାର୍ଥୀ ମାନଙ୍କ ଷଷ୍ଠ ବନ୍ଧୁମିଳନ ମନ୍ଦିର ନଗରୀ ଭୁବନେଶ୍ୱର ଠାରେ ପତଂଗ କଲ୍ୟାଣ ମଣ୍ଡପ ଶୈଳଶ୍ରୀ ବିହାର ଅଂଚଳରେ, ଗତକାଲି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦିବଂଗତ ସଦସ୍ୟ ମାନଂକ ଆମର ଆତ୍ମାର ସଦ୍ଗତି ପାଇଁ...

BJD Seal On Barsha

0

Bhubaneswar: The Governing Biju Janata Dal (BJD) on Monday fielded Barsha Singh Bariha, daughter of late MLA Bijaya Ranjan Singh Bariha, as its candidate for by-poll to the Padampur Assembly Constituency in Bargarh district. “Barsha Singh Bariha, wife of Smruti Sourav Baliarsingh is the Biju Janata Dal candidate for by-election to 01-Padampur Assembly constituency,” BJD President and Chief Minister Naveen...

ଚାଷୀଙ୍କ ଚାପରେ ଫେରିଲା ବିଜେପି

0

ଭୁବନେଶ୍ୱର : ପଦ୍ମପୁର ବିଧାନସଭା ଆସନରେ ନାମାଙ୍କନପତ୍ର ଦାଖଲ ପାଇଁ ଆଜି ବିରାଟ ପଟୁଆରରେ ଯାଇଥିବା ବିଜେପି ପ୍ରାର୍ଥୀ ଚାଷୀଙ୍କ ଚାପରେ ନାମାଙ୍କନପତ୍ର ଦାଖଲ ନକରି ଫେରି ଆସିଛି । ଚାଷୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଦଳ ଏଭଳି ପଦକ୍ଷେପ ନେଇଛି ବୋଲି ବିଜେପି କହିଥିବାବେଳେ ଦଳର ବରିଷ୍ଠ ନେତାମାନେ ଧାରଣାରତ ଚାଷୀ ନେତାଙ୍କ ସହ ତୁହାକୁ ତୁହା ଆଲୋଚନା ଚଳାଇଛନ୍ତି । ପୂର୍ବ ଘୋଷଣା ଅନୁଯାୟୀ ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଦଳ ବଳ ଧରି ନାମାଙ୍କନପତ୍ର ଦାଖଲ ସକାଶେ ଉପଜିଲ୍ଲାପାଳଙ୍କ...

ବର୍ଷାଙ୍କ ନାମରେ ବିଜେଡିର ମୋହର

0

ଭୁବନେଶ୍ୱର : ପଦ୍ମପୁର ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀଭାବେ ବର୍ଷା ସିଂହ ବରିହାଙ୍କ ନାମରେ ମୋହର ମାରିଛି ବିଜେଡି । ବର୍ଷା ହେଉଛନ୍ତି ପଦ୍ମପୁରର ସ୍ୱର୍ଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ । ବିଜେଡି ପ୍ରାର୍ଥୀ ଭାବେ ସ୍ୱର୍ଗତ ବିଧାୟକଙ୍କ ପତ୍ନି, ପୁତୁରାବୋହୁ ଓ ଝିଅଙ୍କ ନାମ ଚର୍ଚ୍ଚାରେ ଥିବାବେଳେ ଶେଷରେ ଝିଅ ବର୍ଷାଙ୍କୁ ବିଜେଡି ପ୍ରାର୍ଥୀ କରିଛି । ତେବେ ବର୍ଷା ବିବାହିତା ଏବଂ ସେ ହେଉଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବିଜେପିର...

Prez Connects To Students

0

New Delhi: Students from various schools met the President of India, Droupadi Murmu at Rashtrapati Bhavan Cultural Centre (RBCC) this morning on 14 November. Speaking on the occasion, the President said that childhood is the most beautiful phase of life. Children are accepted as they are. This is what makes them so alive. Today we are celebrating this innocence and purity...

ସମବାୟ ବିଭାଗର ରଣନୀତି ପ୍ରସ୍ତୁତ

0

ଭୁବନେଶ୍ୱର : ରାଜ୍ୟ ସରକାର ସମବାୟ ବ୍ୟବସ୍ଥା ମାଧ୍ୟମରେ ଫସଲ ବୀମା ଏବଂ କୃଷି ବଜାର ବ୍ୟବସ୍ଥାର ସୁବିଧା ଲାଗି ରଣନୀତି ପ୍ରସ୍ତୁତ କରୁଛନ୍ତି । ଏଥି ସହିତ ନାବାର୍ଡ ସହାୟତାରେ ପ୍ରାଥମିକ କୃଷି ଋଣ ସମିତି (ପାକ୍‍ସ)ର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ପଦକ୍ଷେପ ନିଆଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି)ର ବ୍ୟବହାର ଏବଂ ଆଇଟି ସମମବାୟ ସମିତିର ପ୍ରୋତ୍ସାହନ ଲାଗି ଯୋଜନା ରହିଛି । ନିକଟ ଭବିଷ୍ୟତରେ ସମବାୟ ବିଭାଗର ସମ୍ପ୍ରସାରଣ ରାଜ୍ୟ...

ସରୁନାହିଁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ

0

ଭୁବନେଶ୍ୱର : ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଆଇନ୍‍ ଅଦାଲତରେ ମାମଲା ଫଏସଲା କାର୍ଯ୍ୟ ବିଳମ୍ବିତ ହେଉଥିବା ଅଭିଯୋଗ ଆଣି ହାଇକୋର୍ଟରୁ ସୁପ୍ରିମ୍‍କୋର୍ଟ ପର୍ଯ୍ୟନ୍ତ ବିଭିନ୍ନ ଫୋରମରେ ଅନେକ ମାମଲା ଚାଲିଛି । ଏ ପ୍ରସଙ୍ଗରେ ବି ଓକିଲ ସଂଘ ଓ ଆଇନ୍‍ଜୀବୀ ପରିଷଦକୁ ବକ୍ତବ୍ୟ ରଖିବାପାଇଁ ନୋଟିସ୍‍ ହୋଇଛି । ଏହା ସତ୍ୱେ ବି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ଅନେକ ସ୍ଥାନରେ ପ୍ରାୟ ପ୍ରତିମାସରେ ଆନ୍ଦୋଳନ ଚାଲୁଛି । ପଶ୍ଚିମଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଦୀର୍ଘବର୍ଷ ଧରି ଆନ୍ଦୋଳନ ଚାଲିଛି ।...

ବିଛୁପାଲି – ଝରତରଭା ରେଳ ଲାଇନ ପ୍ରସ୍ତୁତ

0

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବିଛୁପାଲୀ ଏବଂ ଝରତରଭା ମଧ୍ୟରେ ୧୦.୬୫ କିଲୋମିଟର ବିଶିଷ୍ଟ ବ୍ରଡ ଗେଜ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରେଳ ସୁରକ୍ଷା ଅଯୁକ୍ତ ଏହି ନୂତନ ଭାବରେ ନିର୍ମିତ ରେଳ ଲାଇନର ଯାଞ୍ଚ କରି ଏହାର କାର୍ଯ୍ୟକ୍ଷମ ପାଇଁ ତାଙ୍କ ସମ୍ମତି ପ୍ରଦାନ କରିଛନ୍ତି | ନୂତନ ଭାବରେ ନିର୍ମିତ ରେଳ ଲାଇନର ସୁରକ୍ଷା ଦିଗଗୁଡିକ ଯଥା ରେଳ ଟ୍ରାକ୍, ସିଗନାଲିଂ ସିଷ୍ଟମ୍, ବ୍ରିଜ୍ ୱାର୍କସ୍ ଇତ୍ୟାଦି କାର୍ଯ୍ୟଗୁଡିକ ସିଆରଏସଙ୍କ ଦ୍ୱାରା ଯାଞ୍ଚ କରାଯାଇଅଛି...

Tech Boost For Co-ops

0

Bhubaneswar: Odisha Government has set in motion a pro-active strategy for delivery of Crop Insurance and Agricultural Marketing Services through the Co-operative system in the State. Secondly, all out efforts will be made to improve financial condition of the Primary Agricultural Credit Societies (PAC)s with NABARD’s Business Development Plan. And most importantly use of Information Technology (IT) to boost Co-opratives and...