BJP Demands Action On Jagdev
Bhubaneswar: BJP National Spokesperson Sambit Patra on Sunday demanded stern action against the Odisha MLA Prashant Jagdev who plowed his SUV into a crowd injuring several BJP workers and cops. Mr.Patra, who arrived here today morning, visited the injured persons at AIIMS Bhubaneswar. Later, holding a press conference, he highly condemned the incident and said it has maligned the image...
ଖୁବଶୀଘ୍ର ହୋଇପାରେ ବ୍ରଜରାଜନଗର ଉପନିର୍ବାଚନ
ଭୁବନେଶ୍ୱର : ବର୍ଷା ଋତୁ ଆସିବା ପୂର୍ବରୁ ଯେକୌଣସି ସମୟରେ ଖାଲି ପଡିଥିବା ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇପାରେ । ଏଥିଲାଗି ବିଭିନ୍ନ ମହଲରେ ପ୍ରସ୍ତୁତି ଚାଲିଥିବା ବେଳେ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ଏହି ଉପନିର୍ବାଚନ ବେଶ୍ ଗୁରୁତ୍ୱ ବହନ କରିବ । ବ୍ରଜରାଜନଗର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା କିଶୋର ମହାନ୍ତିଙ୍କର ଆକସ୍ମିକ ମୃତ୍ୟୁ ଯୋଗୁଁ ଏହି ଆସନଟି ଖାଲି ପଡିଛି । ସ୍ୱର୍ଗତ ମହାନ୍ତି ପୂର୍ବରୁ ଝାରସୁଗୁଡାର ବିଧାୟକ ଥିବାବେଳେ ବିଧାନସଭାର ମୁଖ୍ୟ ସଚେତକ ଓ...
MCL Turns Top Most Producer
Sambalpur: Mahanadi Coalfields Limited (MCL) on Saturday crossed 157 Million Tonnes (MT) mark in coal production in the current fiscal (FY22) surpassing the previous high achieved by any other company, to become the leading coal producing company in the country. On March 12, 2022, the company produced 7.62 lakh tonnes of dry fuel which is the highest in a single...
ଚାଷୀଙ୍କୁ ମିଳୁନି ବିହନ ପ୍ରୋତ୍ସାହନ ରାଶି
ଭୁବନେଶ୍ୱର : ରାଜ୍ୟରେ ନୂତନ ଅମଳକ୍ଷମ ଧାନ ବିହନ ଉତ୍ପାଦନ କରିଥିବା ଚାଷୀଙ୍କୁ ପ୍ରୋତ୍ସାହନ ରାଶି ମିଳୁନାହିଁ । ପାଖାପାଖି ଛଅ ହଜାର ଚାଷୀଙ୍କର ପ୍ରାୟ ୯ କୋଟି ଟଙ୍କା ରାଜ୍ୟ ସରକାରଙ୍କ ଉପରେ ଗଡୁଛି । ଏହି ଟଙ୍କା ପାଇବାକୁ ଏବେ ବିହନ ଚାଷୀମାନେ ଚାହିଁ ବସିଛନ୍ତି । ରାଜ୍ୟରେ ପୁରାତନ ଧାନ ବିହନ ବଦଳରେ ନୂତନ ଧାନ ବିହନ ଉତ୍ପାଦନ କରି ଚାଷୀଙ୍କୁ ଯୋଗାଇବା ପାଇଁ କେନ୍ଦ୍ର ସରକାର ବ୍ରିଙ୍ଗିଙ୍ଗ ଗ୍ରିନ୍ ରିଭୋଲ୍ୟୁସନ ଟୁ ଇଷ୍ଟର୍ଣ୍ଣ ଇଣ୍ଡିଆ (ବିଜିଆରଇଆଇ) ଯୋଜନା ଜରିଆରେ...
ସମସ୍ତ ଜିଲ୍ଲା ପରିଷଦ ହାତେଇ ନେଲା ବିଜେଡି
ଭୁବନେଶ୍ୱର : ଶାସକ ବିଜୁ ଜନତାଦଳ ସମସ୍ତ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବାରେ ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ଐତିହାସିକ ବିଜୟ ଏବଂ ଶକ୍ତିଶାଳୀ ଭୋଟରଙ୍କ ଅପାର ବିଶ୍ୱାସର ଫଳାଫଳ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏକ ପ୍ରମୁଖ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୁବକ, ଶିକ୍ଷିତ ତଥା ଦଳର ଦକ୍ଷ କର୍ମୀଙ୍କୁ ଜିଲା ପରିଷଦର ସଭାପତି ଭାବରେ ମନୋନୀତ କରିଛନ୍ତି ଏବଂ ସେମାନଙ୍କୁ ନେତୃତ୍ୱ ପ୍ରଦାନ ପାଇଁ ଦୀର୍ଘ...
ଜଗଦେବଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ
ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏବେ ଦଳରେ ନାହାନ୍ତି ଏବଂ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗତକାଲି ଠାରୁ ବିଜେଡି ଦାବି କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଚିଲିକା ବିଧାୟକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଆଜି ଓଡିଶା ବିଜେପି ତାହାର ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି । ଗତକାଲି ଆମେ ମଧ୍ୟ ଏହି ଦାବି କରିସାରିଛୁ ଯେ...
ବିଜେଡି ଆଚରଣରେ ଓଡିଶା ଲଜ୍ଜିତ
ଭୁବନେଶ୍ୱର :ନିର୍ବାଚନ ହେଉଛି ଗଣତନ୍ତ୍ରର ଗୋଟିଏ ପ୍ରମୁଖ ଅଂଶ ଏବଂ ଜୟ ପରାଜୟ ନିର୍ବାଚନର ଗୋଟିଏ ଅଂଶ । ୪ଟି ରାଜ୍ୟରେ ନିର୍ବାଚନ ସମାପ୍ତ ହୋଇଛି ଏବଂ ଭାରତୀୟ ଜନତା ପାର୍ଟି ସମସ୍ତ ରାଜ୍ୟରେ ଜୟଲାଭ କରିଛି । କୈାଣସି ଗୋଟିଏ ରାଜ୍ୟରେ ନିର୍ବାଚନ ପରବର୍ତୀ ହିଂସା ଘଟିନାହିଁ ବା ବିଜେପି କାର୍ଯ୍ୟକର୍ତା ହିଂସାକାଣ୍ଡ ଭିଆଇ ନାହାନ୍ତି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦେଶ ହେଉଛି ଓଡିଶା । ଶାନ୍ତ, ବିନମ୍ରତା ହେଉଛି ଓଡିଆଙ୍କ ସ୍ୱତନ୍ତ୍ର ପରିଚୟ । କିନ୍ତୁ ଶାସକ ବିଜେଡିର ହିଂସାତ୍ମକ...
ରାଜପଥ କାର୍ଯ୍ୟରେ ଜମି ଅଧିଗ୍ରହଣ ବାଧକ
ଭୁବନେଶ୍ୱର : ଜାତୀୟ ରାଜପଥ ନିର୍ମାଣ ଓ ସମ୍ପ୍ରସାରଣ କ୍ଷେତ୍ରରେ ଜମି ଅଧିଗ୍ରହଣ ବାଧକ ସାଜିଛି । ରାଜ୍ୟର ପ୍ରାୟ ୧୦ଟି ସ୍ଥାନରେ ଏଭଳି ସମସ୍ୟା ଦେଖା ଦେଇଥିବାବେଳେ କ୍ଷତିପୂରଣ ଅର୍ଥ ବି ବଣ୍ଟନ ହୋଇପାରୁ ନାହିଁ । ବିଭିନ୍ନ ରାଜପଥ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚୂଡାନ୍ତ କରିବା ସହିତ ଠିକାଦାରମାନଙ୍କୁ ଏହାର ହସ୍ତାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ କରିବାଲାଗି ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ କହୁଛନ୍ତି । ଏପରିକି କ୍ଷତିପୂରଣ ପ୍ରଦାନରେ ବିଳମ୍ବ ହେଉଥିବା ସଡକଗୁଡିକର କିଛି କିଛି ଅଂଶକୁ ସମ୍ପୂର୍ଣ୍ଣ...
ପ୍ରାର୍ଥୀଙ୍କ ପ୍ରଚାରରେ ଖରା ସାଜିଛି କାଳ
ଭୁବନେଶ୍ୱର : ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ପ୍ରଚାରରେ ଏବେ ଖରା କାଳ ସାଜିଛି । ପ୍ରଚଣ୍ଡ ଖରା ଓ ଗରମ ଯୋଗୁଁ ପ୍ରାର୍ଥୀମାନେ ଏବେ ଦଳ ବଳ ଧରି ସକାଳ ଓ ସଞ୍ଜରେ ପ୍ରଚାରକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି । ଆସନ୍ତା ୧୪ ତାରିଖରୁ ତାତି ବଢିବା ନେଇ ସୂଚନା ଜାରି ହୋଇଥିବାରୁ ପ୍ରାର୍ଥୀମାନେ କିଭଳି ପ୍ରଚାର କରିବେ ସେହି ଚିନ୍ତାରେ ପଡିଗଲେଣି । ରାଜ୍ୟର ୩ଟି ମହାନଗର ନିଗମ ସହିତ ମ୍ୟୁନିସିପାଲିଟି ଓ ଏନ୍ଏସି ଗୁଡିକରେ ନିର୍ବାଚନ ହେଉଛି । ଆସନ୍ତା ୨୪...
ବନ୍ଧା ହୋଇ ଜେଲ୍ ଯିବେ ଜଗଦ୍ଦେବ
ଭୁବନେଶ୍ୱର : ଜନସାଧାରଣଙ୍କ ଉପରେ ଗାଡି ଚଢାଇ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇ ଜେଲ୍ ଯିବେ । ବର୍ତ୍ତମାନ ଲୋକଙ୍କ ମାଡରେ ଆହତ ହୋଇ ଚିକିତ୍ସାଧିନ ବିଧାୟକ ସୁସ୍ଥ ହେଲାପରେ ଗିରଫ ହେବେବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଆଜି ବାଣପୁର ଠାରେ ବିଧାୟକ ଶ୍ରୀ ଜଗଦ୍ଦେବ ଗାଡି ଚଢାଇ ଦେବାଯୋଗୁଁ ୧୦ଜଣ ପୁଲିସ୍ କର୍ମଚାରୀଙ୍କ ସହିତ ମୋଟ୍ ୨୨ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ବାଣପୁର ଥାନା ଅଧିକାରୀ ଓ ଜଣେ...









