66.63 % Polling
Bhubaneswar: An average 66.63 percent polling was registered for the by-election to Dhamnagar (SC) Assembly constituency in Bhadrak district, office of Chief Electoral Officer (CEO) said. The voting started at 7 AM under tight security at 252 polling booths and continued till 6 PM. Voters were seen standing in long queues to exercise their voting right. Barring a few untoward incidents,...
ଓଡିଆରେ ପଢେଇବାକୁ ଅଧ୍ୟାପକ କୁନ୍ଥୁ କୁନ୍ଥୁ
ଭୁବନେଶ୍ୱର : ଓଡିଆ ଭାଷାରେ ଓଏଏସ୍ ପଦବୀ ପାଇଁ ପରୀକ୍ଷା କରାଇବାକୁ ରାଜ୍ୟ ସରକାର ସ୍ଥିର କରିଥିବାବେଳେ ଅଧ୍ୟାପକମାନେ କିନ୍ତୁ ଛାତ୍ରଛାତ୍ରୀଙ୍କୁ ଓଡିଆ ଭାଷାରେ ପଢାଇବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ଅଧିକାଂଶ ସ୍ଥାନରେ ପିଲାଙ୍କୁ ଓଡିଆ ଭାଷା ପରିବର୍ତ୍ତେ ଇଂରାଜୀରେ ପଢିବା ଏବଂ ପରୀକ୍ଷା ଦେବାକୁ ପ୍ରବର୍ତ୍ତାଉଥିବା ଲକ୍ଷ୍ୟ କରାଯାଉଛି । ବର୍ତ୍ତମାନ ମହାବିଦ୍ୟାଳୟଗୁଡିକରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ନାମଲେଖା ପରେ ପାଠପଢା ଆରମ୍ଭ ହୋଇଛି । ତେବେ ଓଡିଶା ଲୋକସେବା ଆୟୋଗ ଓଡିଆ ଭାଷାରେ ପରୀକ୍ଷା କରିବା ଖବର...
ଗଙ୍ଗୁଆ ଓ ଦୟା ପାଣି ଚିଲିକାକୁ ବିପଦ
ଭୁବନେଶ୍ୱର : ରାଜଧାନୀର ଉପକଣ୍ଠରେ ପ୍ରବାହିତ ଗଙ୍ଗୁଆ ଓ ଦୟାନଦୀର ଜଳ ଭୟଙ୍କର ଭାବେ ପ୍ରଦୂଷିତ ହୋଇଥିବାରୁ ତାହାକୁ ପ୍ରଦୂଷଣମୁକ୍ତ କରିବାଲାଗି ବାରମ୍ବାର ଘୋଷଣା କରାଯାଉଥିଲେ ମଧ୍ୟ ଏଯାବତ୍ ଏ ଦିଗରେ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଅନ୍ୟ ପକ୍ଷରେ ଏହି ଦୁଇ ନଦୀର ପ୍ରଦୂଷିତ ଜଳ ଏକ ପ୍ରକାର ବିଷାକ୍ତ ଅବସ୍ଥାରେ ଥିବାରୁ ତାହା ତଳମୁଣ୍ଡରେ ଥିବା ଚିଲିକା ହ୍ରଦକୁ ସଂକ୍ରମିତ କରିପାରେ ବୋଲି ପରିବେଶ ବିଜ୍ଞାନୀମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ତିରିଶ ବର୍ଷ ତଳେ ଗଙ୍ଗୁଆ...
ବିଭ।ଗର ସମସ୍ତ କ।ର୍ଯ୍ୟ ଓଡିଆରେ
ଭୁବନେଶ୍ୱର : ଆମେ ସମସ୍ତେ ଆମର ଓଡିଆ ଭ।ଷ। ,ସ।ହିତ୍ୟ ଓ ସଂସ୍କୃତିକୁ ଭଲ ପ।ଇବ। ଆବଶ୍ୟକ । ଓଡିଶ।ର ଉନ୍ନତି ପ।ଇଁ ନିଷ୍ଠ।ର ସହିତ କ।ର୍ଯ୍ୟ କରିବ। ସହ ବିଭ।ଗର ସମସ୍ତ କ।ର୍ଯ୍ୟ ଓଡିଆ ଭ।ଷ।ରେ କର।ଯିବ। ପ।ଇଁ ସର୍ବ।ଧିକ ଗୁରୁତ୍ୱ ଦିଆଯିବ।କୁ ବିଭ।ଗରେ ନୂତନ ଭ।ବେ ଯେ।ଗଦ।ନ କରିଥିବ। ଓଡିଆ ଭ।ଷ।, ସ।ହିତ୍ୟ,ସଂସ୍କୃତି ବିଭ।ଗର ଅତିରିକ୍ତ ମୁଖ୍ୟ ଶ।ସନ ସଚିବ ଶ୍ରୀ ସତ୍ୟବ୍ରତ ସ।ହୁ ପ୍ରକ।ଶ କରିଛନ୍ତି । ଏ ସଂପର୍କରେ ସେ ବିଭ।ଗୀୟ ସମସ୍ତ ଅଧିକ।ରୀ ଓ କର୍ମଚ।ରୀମ।ନଙ୍କୁ ଆବଶ୍ୟକ...
ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଭୁବନେଶ୍ୱର : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ ପ୍ରତିରକ୍ଷା ବାଲିଷ୍ଟିକ କ୍ଷେପଣାସ୍ତ୍ର (ବିଏମଡି) ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ସଫଳ ପରୀକ୍ଷଣ ହୋଇଛି । ୨ ନଭେମ୍ବର, ୨୦୨୨ରେ ଉପକୂଳସ୍ଥିତ ଏପିଜେ ଅବଦୁଲ କାଲାମ ଦ୍ବୀପରୁ ଅଧିକ ମାରକ ଉଚ୍ଚତା ପରିଧି ସହିତ ଏହି ଇଣ୍ଟରସେପ୍ଟର ଏଡି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ବିଭିନ୍ନ ଭୌଗଳିକ ସ୍ଥାନରେ ରହିଥିବା ସବୁ ବିଏମଡି ଅସ୍ତ୍ର ପ୍ରଣାଳୀ ଉପକରଣକୁ ସାମିଲ କରାଯାଇ ଏହି ଫ୍ଲାଇଟ୍ ଟେଷ୍ଟ ସମ୍ପାଦନ କରାଯାଇଥିଲା । ଏଡି-୧ ହେଉଛି ଏକ ଦୀର୍ଘ...
ବିଏସକେୱାଇ ରେ ୧୧୯୧ କୋଟି ଖର୍ଚ୍ଚ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରି ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ପ୍ଲାଟଫର୍ମରେ ଏହି ଯୋଜନା ସଂପର୍କରେ ବହୁତ ଭଲ ମତାମତ ମିଳିଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଏହା ଏକ ଭଲ ଯୋଜନା ଏବଂ ରାଜ୍ୟର ଲୋକଙ୍କୁ ବିନା ପଇସାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ। ସମୀକ୍ଷାରୁ ଜଣାଯାଇଛି ଯେ...
Sahu Takes Culture Charge
Bhubaneswar: Additional Chief Secretary (ACS) to Government of Odisha, Satyabrata Sahu on 1 November took charge of Odia Language, Literature and Culture Department. Heads of various sections of the Department including Director of Culture Ranjan Kumar Das welcomed ACS Mr. Sahu to the Department. “We all must love our Odia Language, Literature and Culture. For the development of Odisha, all have...
All Set For D’Nagar By-Poll
Bhubaneswar: Chief Electoral Officer (CEO), Odisha, Sushil Kumar Lohani has made elaborate arrangements for the by-Poll to Dhamnagar Assembly Constituency. Polling parties, EVMs, election materials, security arrangements – all are in place. CEO, Mr.Lohani said that Polling parties have reached their booths. Polling parties pertaining to the rural and distant places have been disbursed yesterday while the polling teams mostly...
16.76% GST Growth
Bhubaneswar: The State has recorded 16.76% growth in progressive GST collection upto October of current financial year 2022-23 in compare to the same period of previous financial year. The progressive collection of Gross GST till October '22 is Rs. 27901.38 crore against Rs. 23897.20 crore, Finance Department sources said. Odisha has recorded Gross GST collection of Rs. 3769.44 Cr. during October...
Chopra Takes DFPD Charge
New Delhi: Senior Odisha cadre IAS officer Sanjeev Chopra has assumed charge as Secretary, Department of Food and Public Distribution in the Ministry of Consumer Affairs, Food & Public Distribution with effect from October 31, 2022. Chopra, a 1990 Batch IAS officer of Odisha Cadre, has completed his B.Com Honours and M.B.A. from FMS, Delhi University. Later, he completed his...









