State Makes Hallmarking Mandatory
Bhubaneswar: As per the Union Government’s new norms, Hallmarking of gold jewellery has been made mandatory in eight districts of Odisha, Food Supplies and Consumer Welfare Minister Ranendra Pratap Swain said on Tuesday. “As per the Central Government guidelines, mandatory Hallmarking has been implemented in 8 districts of #Odisha namely Balasore, Bhadrak, Cuttack, Ganjam, Jajpur, Khurda, Mayurbhanj & Sambalpur,” Swain...
2.5K Cr For Primary Health Infra
Bhubaneswar: To ensure quality health services to people in rural areas, the State Government has decided to provide free diagnosis facilities at Primary Health Centres (PHCs) and Community Health Centres (CHCs). About Rs 2454 crores will be spent in next five years for creating required infrastructure. Additional Chief Secretary, Health, PK Mohapatra outlined the technical and administrative details to...
Covid Deaths Close To 4K
Bhubaneswar: With the reporting fresh 40 deaths on Tuesday, the total fatalities due to Covid-19 in Odisha inches close towards 4,000. The total death toll in Odisha now reached 3970. According to the information shared by the Health and Family Welfare Department, Khordha district continued to report high death cases at 7, followed by Bargarh, Cuttack & Nayagarh, which...
୪ହଜାର ମୁହାଁ କରୋନା ମୃତ୍ୟୁ
ଭୁବନେଶ୍ୱର : ରାଜ୍ୟରେ କରେନା ମୃତ୍ୟୁ ସଂଖ୍ୟା ୪ହଜାର ମୁହାଁ ହୋଇଛି । ଗତ ୨୪ଘଣ୍ଟାରେ କରୋନା ଆଉ ୪୦ଜଣଙ୍କ ଜୀବନ ନେବାପାରେ ମୋଟ୍ ମୃତ୍ୟୁସଂଖ୍ୟା ୩୯୭୦ରେ ପହଞ୍ଚିଛି । ଯେଉଁ ହାରରେ ଦୈନିକ ମୃତ୍ୟୁ ହେଉଛି ତାହା ଜାରି ରହିଲେ ଆଉ ଗୋଟିଏ ଦିନ ମଧ୍ୟରେ ଏହା ୪ହଜାରକୁ ଅତିକ୍ରମ କରିଯିବ । ମୃତ୍ୟୁବରଣ କରିଥିବା ୪୦ଜଣଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୭ଜଣ ରହିଛନ୍ତି । ଏହାକୁ ମିଶାଇ ଖୋରଧା ଜିଲ୍ଲାରେ ସର୍ବାଧିକ ୬୪୦ଜଣ ମୃତ୍ୟୁବରଣ କଲେଣି । ଏଥି ସହିତ ନୟାଗଡା,...
ମହିଳା ଗୋଷ୍ଠିକୁ ୪ଲକ୍ଷ ଟଙ୍କାର ଋଣ
ଭୁବନେଶ୍ୱର : ୨୦୨୨-୨୩ ଆର୍ଥିକବର୍ଷ ସୁଦ୍ଧା ପ୍ରତ୍ୟେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଯେଭଳି ୪ଲକ୍ଷ ଟଙ୍କାର ଋଣ ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ବ୍ୟାଙ୍କ୍ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ହେଲେ ବ୍ୟାଙ୍କ୍ଗୁଡିକ ଏ କ୍ଷେତ୍ରରେ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି । ରାଜ୍ୟ ସରକାର ଫ୍ଲାଗସିପ୍ ଯୋଜନାରେ ମିଶନ ଶକ୍ତିକୁ ସାମିଲ କରିବା ସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି (ଏସ୍ଏଚ୍ଜି)ଗୁଡିକୁ ଅଧିକରୁ ଅଧିକ ଋଣ ଯୋଗାଣର ଯୋଜନା କରୁଥିବାବେଳେ ଗତ ତିନିବର୍ଷର ହିସାବରୁ ଜଣାଯାଇଛି ଯେ ବ୍ୟାଙ୍କ୍ଗୁଡିକ ପ୍ରତ୍ୟେକ...
Self Help Group Credit Flow Lackluster
Bhubaneswar: While the State Government is attaching top priority to its flagship program—Mission Shakti and also taking all possible measures to ensure sufficient credit flow for the Self Help Groups (SHGs), the achievement of Banks in this regard is lackluster. In fact the banks in the states like Kerala are providing loan to the tune of Rs 4 lakh per...
ନିର୍ବାଚନ ପାଇଁ ବିଜେଡି, ବିଜେପିର ସଜବାଜ
ଭୁବନେଶ୍ୱର : ମୁଣ୍ଡ ଉପରେ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନ ଥିବା ଦୃଷ୍ଟିରୁ ରାଜନୈତିକ ତତ୍ପରତା ପ୍ରକାଶ ପାଉଛି । ଏହାକୁ ଆଖିଆଗରେ ରଖି ବିଜୁ ଜନତାଦଳ ତୃଣମୂଳରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବ୍ୟାପକ ପ୍ରସ୍ତୁତି ଚଳାଇଥିବାବେଳେ ପରିସ୍ଥିତିର ମୁକାବିଲା ଲାଗି ବିଜେପି ମଧ୍ୟ ଅଣ୍ଟା ଭିଡୁଛି । ତେବେ କଂଗ୍ରେସ ଓ ଅନ୍ୟ ରାଜନୈତିକଦଳମାନଙ୍କ ପକ୍ଷରୁ ରାଜ୍ୟରେ ସେଭଳି କିଛି ପ୍ରାକ୍ ପ୍ରସ୍ତୁତି ଲକ୍ଷ୍ୟ କରାଯାଉ ନାହିଁ । ଏବେ ରାଜ୍ୟରେ ପ୍ରାୟ ସମସ୍ତ ପୌରସଂସ୍ଥା ଦାୟିତ୍ୱରେ ସରକାରୀ ଅଧିକାରୀମାନେ ଅଛନ୍ତି ।...
ପରୀକ୍ଷା ଫଳକୁ ନେଇ ରାସ୍ତାରୋକ
ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାଫଳ ବାହାରିବାର ଗୋଟିଏ ଦିନ ପରେ ଆଜି ରାଜଧାନୀରେ ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଛନ୍ତି । କୋଭିଡ ପାଇଁ ପରୀକ୍ଷା ବାତିଲ ଲାଗି ପୂର୍ବରୁ ରାସ୍ତାରୋକ ହୋଇଥିବାବେଳେ ଆଜି କିନ୍ତୁ ପରୀକ୍ଷା ଫଳ ବିଭ୍ରାଟକୁ ନେଇ ରାସ୍ତାରୋକ କରିଛନ୍ତି । ଓଡିଶା ଶିକ୍ଷା ଇତିହାସରେ ପ୍ରଥମଥର ପାଇଁ ବିନା ପରୀକ୍ଷାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଥିଲା । ନବମ ଓ ଦଶମଶ୍ରେଣୀ ପରୀକ୍ଷା ନମ୍ବରକୁ ଆଧାର କରି ମାଧ୍ୟମିକ ଶିକ୍ଷାବୋର୍ଡ କର୍ତ୍ତୃପକ୍ଷ ପିଲାଙ୍କ ଫଳ ପ୍ରକାଶ ପାଇଁ ନୂଆ ଫର୍ମୁଲା...
ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେବ ରୋଗନିର୍ଣ୍ଣୟ ସୁବିଧା
ଭୁବନେଶ୍ୱର : ଉଭୟ ଗ୍ରାମ ଏବଂ ସହରାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ କମ୍ୟୁନିଟି ହେଲ୍ଥ୍ ସେଣ୍ଟର ମାନଙ୍କରେ ଖୁବ୍ଶିଘ୍ର ରୋଗନିର୍ଣ୍ଣୟ ପରୀକ୍ଷା ପାଇଁ ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ସୃଷ୍ଟି କରାହେବ । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାପଡିଛି । ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରାଥମିକ ଚିକିତ୍ସା ବ୍ୟବସ୍ଥାର...
BJP Chalks Out Road Map
Bhubaneswar: The state unit of the BJP on Monday held its Executive Body meeting through virtual mode and approved various political resolutions on political and social issues related to Odisha. BJP approved the draft proposals on 10 important political and social issues in its executive body meeting held at the party State headquarters on Monday. The meeting was held under the...










