ଲୁହାପଥର ଉତ୍ପାଦନ ୩୫% ବଢିଛି

0

ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷରେ ଏପ୍ରିଲ୍‍ରୁ ଜାନୁୟାରୀ ମଧ୍ୟରେ ଓଡିଶାରେ ଲୁହାପଥର ଉତ୍ପାଦନ ଗତବର୍ଷ ତୁଳନାରେ ୩୫ ପ୍ରତିଶତ ବୃଦ୍ଧି ପାଇଛି । କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ଯୋଶୀ ସଂସଦରେ ଏହି ସୂଚନା ଦେଇଛନ୍ତି । ବିଜେପି ସାଂସଦ ଜୁଏଲ ଓରାମ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଦର୍ଶାଇଛନ୍ତି ଯେ ୨୦୨୦-୨୧ ବର୍ଷର ଏପ୍ରିଲ୍‍ରୁ ଜାନୁୟାରୀ ମଧ୍ୟରେ ୮୧,୨୨୬,୦୦୦ ମେଟ୍ରିକ ଟନ୍‍ ଲୁହାପଥର ଉତ୍ପାଦନ ହୋଇଛି ଯାହା ପୂର୍ବ ବର୍ଷର ଏହି ସମୟ ତୁଳନାରେ ୧,୦୯,୬୭୫,୦୦୦ ଟନ୍‍ ବୃଦ୍ଧି ପାଇଛି...

୫-ଟି ଆଧାରରେ ଯୁଗ୍ମ ଜଙ୍ଗଲ ପରିଚାଳନା

ଭୁବନେଶ୍ୱର : ଓଡ଼ିଶାର ଯୁଗ୍ମ ଜଙ୍ଗଲ ପରିଚାଳନା (ଜେ.ଏଫ୍‌.ଏମ୍‌.) ମୋଡ଼େଲ ବିଷୟରେ ଆଜି ଏକ ଦିନିକିଆ  ବୈଦ୍ଧିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।  ଏହାକୁ ଉଦ୍‌ଘାଟନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଓଡ଼ିଶାର ଜେ.ଏଫ୍‌.ଏମ୍‌ କୌଶଳ ଏକ  ସଫଳ ମୋଡ଼େଲ ଭାବେ  ପ୍ରମାଣିତ ହୋଇଛି । ବିକେନ୍ଦ୍ରୀକୃତ  ଜଙ୍ଗଲ ପରିଚାଳନା, କ୍ଷେତ୍ରସ୍ତରୀୟ ସମନ୍ୱୟ ଏବଂ ଲୋକମାନଙ୍କର ସକ୍ରିୟ ସହଯୋଗ ଯୋଗୁ ବିଗତ ବର୍ଷ ମାନଙ୍କରେ  ଲଗାତାରଭାବେ ଜଙ୍ଗଲର ପରିସର, ଘନତା ଏବଂ ବନ୍ୟ-ଜନ୍ତୁରେ ବୃଦ୍ଧି ଘଟିଛି...

ଇଟ୍‌ ସ୍ମାର୍ଟ ସିଟିଜ୍‌ ଚାଲେଞ୍ଜ ଜିତିଲା ରାଉରକେଲା

0

ଭୁବନେଶ୍ୱର : ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜି ଇଟ୍‌ସ୍ମାର୍ଟ ସିଟିଜ୍‌ ଚାଲେଞ୍ଜ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ଏହି ଚାଲେଞ୍ଜରେ ଓଡ଼ିଶାର ରାଉରକେଲା ସମେତ ଦେଶର ୧୧ଟି ସହର ବିଜୟୀ ହୋଇଛନ୍ତି । ଏବେ ଏହି ୧୧ଟି ସହର ଚାଲେଞ୍ଜର ଅଧିକ ଗଭୀର  ସମ୍ପୃକ୍ତି (ଡିପର ଏନଗେଜମେଣ୍ଟ) ସ୍ତରରେ ପ୍ରବେଶ କରିଛନ୍ତି । ଫଳରେ ପୂର୍ବରୁ ପରୀକ୍ଷାମୂଳକ ପର୍ଯ୍ୟାୟରେ ଏସବୁ ସହରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ଦୀର୍ଘସ୍ଥାୟୀ ଆଧାରରେ କାର୍ଯ୍ୟକାରୀ କରାଯିବ । ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ...

1500 Cr Spending On KDR-BLNG Rail

0

 New Delhi: The Government of Odisha has signed two Memorandums of Understanding (MoUs) with the Ministry of Railways to provide land free of cost for two ongoing new railway line projects, Union Railways Minister Ashwini Vaishnaw told Lok Sabha on Wednesday. In a written reply to a question of BJP MP Basanta Panda, the Railways Minister said the State Government...

Ore Production Gets 35% Growth

0

New Delhi: The State of Odisha has witnessed a 35 per cent growth in production of iron ore during the period April to January of 2021-22, in comparison to the same period of last financial year. Union Mines Minister Pralhad Joshi has informed this in Parliament on Wednesday. While giving a written reply to a question asked by senior BJPMP...

ପ୍ରଦର୍ଶନୀ ପଡ଼ିଆରେ ହେବ ଓଡ଼ିଶା ଦିବସ

ଭୁବନେଶ୍ୱର : ଆଗାମୀ ଅପ୍ରେଲ ୧ ତାରିଖରେ ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ସହ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଳନ କରିବାକୁ ସ୍ଥିର କରାଯାଇଛି । ଆଜି ପୂର୍ବାହ୍ନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆହୁତ ହୋଇ ଏ ସଂକ୍ରାନ୍ତୀୟ ବିଭିନ୍ନ ବିଷୟ ଉପରେ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ଦିବସ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ହୋଇଥିବାରୁ ଏହି କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଭାବରେ ଉଭୟ ରାଜ୍ୟ ଓ...

Storm Over Bay Of Bengal

Bhubaneswar: A low pressure area brewing over central parts of south Bay of Bengal, which will intensify into a cyclonic storm over the Bay of Bengal around March 21. However, the system will have no impact on Odisha, the IMD said on Wednesday. The low pressure area lay over central parts of south Bay of Bengal. It is likely to...

JFM Odisha Scripts Success

0

Bhubaneswar: Odisha model of Joint Forest Management (JFM) through decentralization, convergence and community participation has proved successful in growth of the forest. This was known from the discussions on the outcomes of an independent third party assessment study of JFM in the State. The results of the empirical study were placed in the one day colloquium held here today...

Axe On Six More

Bhubaneswar: The State Government on Wednesday gave compulsory retirement to six more officials on grounds of corruption and inefficiency. The six government servants include three engineers, a police inspector, an additional civil supply officer (ACSO) and district welfare officer (DWO). With this, the State government has sacked 158 corrupt and inefficient officials, so far. The executive engineers are Saroj Kumar Das, Dayanidhi...

ଦୃଷ୍ଟିହୀନ ଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି

0

ଭୁବନେଶ୍ୱର : ମାସିକ ଋତୁସ୍ରାବ ସମୟରେ କିଭଳି ସ୍ୱଚ୍ଛତା ଅବଲମ୍ବନ କରାଯିବ ସେ ନେଇ ଦୃଷ୍ଟିହୀନ ଛାତ୍ରୀମାନଙ୍କୁ ସଚେତନ କରାଯାଇଛି । ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରୀମାନଙ୍କ ସହିତ ଏ ନେଇ ଆଲୋଚନା କରିଛନ୍ତି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡଃ ସ୍ତିତିପ୍ରଜ୍ଞା ଦଳବେହେରା । ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପିଷ୍ଟ ଓଡ଼ିଶା ଶାଖାର ମହିଳା ସେଲ୍ ପକ୍ଷରୁ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମାସିକ ଋତୁସ୍ରାବ...