Notification For Prez Poll

0

Bhubaneswar: The Election Commission of India (ECI) on Wednesday issued formal notification for election to the next President of India. Chief Electoral Officer (CEO) SK Lohani has republished three notifications of the ECI to elect the successor of Ram Nath Kovind. As per the notifications, the nominations can be filed till June 29 while scrutiny of papers will be done on...

୧୧ବର୍ଷ ଧରି ଶିଳାନ୍ୟାସରେ ଫୁଟ୍‍ ଓଭରବ୍ରିଜ୍‍

0

ଭୁବନେଶ୍ୱର : ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ପାଇଁ ୧୧ବର୍ଷ ତଳେ ୧୨ଜଣ ଓଜନଦାର ନେତା ସମ୍ମିଳିତ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଏଯାବତ୍‍ ତାହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏଥିଘେନି ଛାତ୍ରୀମାନଙ୍କ ପକ୍ଷରୁ ବାରମ୍ବାର ଆପତ୍ତି ଉଠାଯିବା ସହ ପଦାଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ କିଛି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ୫-ଟି କର୍ତ୍ତୃପକ୍ଷଙ୍କ ନଜରକୁ ଏହା ଆଣିବା ଲାଗି ତତ୍ପରତା ପ୍ରକାଶ ପାଇଛି । ୨୦୧୧ ମସିହା ଅଗଷ୍ଟ...

ପଞ୍ଚାୟତ ମୁଖ୍ୟାଳୟରେ ହେବ ଜନସେବା କେନ୍ଦ୍ର

0

ଭୁବନେଶ୍ୱର : ପଞ୍ଚାୟତ ସ୍ତରରେ ଲୋକଙ୍କୁ ଇ-ସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ପ୍ରତି ପଞ୍ଚାୟତ ଅଫିସ୍‍ରେ ଗୋଟିଏ କରି ଜନସେବା କେନ୍ଦ୍ର ପ୍ରତିଷ୍ଠା କରାଯିବ । ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ଏଥିପାଇଁ ରାଜ୍ୟ ଆଇଟି ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯିବ । ଏହାଦ୍ୱାରା ଲୋକେ ସେବା ପାଇବା ସହିତ ବ୍ୟାପକ ଆତ୍ମନିଯୁକ୍ତି ସୃଷ୍ଟି କରାଯାଇ ପାରିବ । ଏଥିପାଇଁ ଖସଡା ପ୍ରସ୍ତୁତ ହୋଇଥିବାବେଳେ ପଞ୍ଚାୟତିରାଜ ବିଭାଗ ସହିତ ଏଥିପାଇଁ ସମନ୍ୱୟ ରକ୍ଷା କରାଯାଉଛି । ଚୂଡାନ୍ତ...

ଦେଶରେ ୫ମ ସ୍ଥାନରେ ଆଇଟିଇଆର

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଟାଇମ୍ସ ଇଞ୍ଜିନିୟରିଂ ର‌୍ୟାଙ୍କିଙ୍ଗ୍ ସର୍ଭେ ୨୦୨୨ରେ ଦେଶର ଶ୍ରେଷ୍ଠ ୫ଟି ଇଞ୍ଜିନିୟରିଂ କଲେଜ ମଧ୍ୟରେ ସ୍ଥାନ ହାସଲ କରିଛି । ଦେଶବ୍ୟାପୀ ୧୭୦ଟି ଶିକ୍ଷାନୁଷ୍ଠାନକୁ ନେଇ କରାଯାଇଥିବା ଏହି ସର୍ଭେରେ ଆଇଟିଇଆର୍ ୫ମ ସ୍ଥାନ ହାସଲ କରିଥିବା ବେଳେ ୧୨୫ଟି ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକର ଅନ୍ୟ ଏକ ତାଲିକାରେ ଦ୍ୱିତୀୟ ସ୍ଥାନ ଓ ପୂର୍ବାଂଚଳରେ ଏକ ନମ୍ବର ସ୍ଥାନ...

ସେନାରେ ଚାରି ବର୍ଷିଆ ଅଗ୍ନିବୀର ନିଯୁକ୍ତି

0

ନୂଆଦିଲ୍ଲୀ : ସେନାବାହିନୀରେ ନିୟୋଜିତ ହୋଇ ଦେଶ ସେବା କରିବା ଲାଗି ଭାରତୀୟ ଯୁବବର୍ଗଙ୍କୁ ସୁଯୋଗ ମିଳିବ । ଏଥିପାଇଁ ଏକ ଆକର୍ଷଣୀୟ ନିଯୁକ୍ତି ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ଯୋଜନାର ନାମ ରଖାଯାଇଛି ‘ଅଗ୍ନିପଥ’ ଏବଂ ଏଥିରେ ନିଯୁକ୍ତି ପାଇବାକୁ ଥିବା ଯୁବକଯୁବତୀମାନଙ୍କୁ ‘ଅଗ୍ନିବୀର’ କୁହାଯିବ । ଅଗ୍ନିପଥ ଯୋଜନା ମାଧ୍ୟମରେ ଦେଶପ୍ରେମୀ ଏବଂ ଅନୁପ୍ରାଣିତ ଯୁବକଯୁବତୀମାନଙ୍କୁ ଚାରି ବର୍ଷର ଅବଧି ଲାଗି ସେନାବାହିନୀରେ ସାମିଲ ହୋଇ ଦେଶସେବା କରିବା ଲାଗି ସୁଯୋଗ ମିଳିବ । ଏକ ଯୁବ...

Hati Besha’ Darshan For Devotees

0

Puri: Over a lakh of devotees from across the globe are in Puri on Tuesday to get a glimpse of ‘Hati Besha’ Lord Jagannath and siblings Balabhadra and Goddess Subhadra on the auspicious occasion of Snana Purnima. The devotees stand in a long queue to witness the divine rituals of the Lords. Soon after the holy Jalabhiseka (bathing ceremony) on...

ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ନିଯୁକ୍ତି

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସବୁ ବିଭାଗ ଓ ମନ୍ତ୍ରଣାଳୟର ମାନବ ସମ୍ବଳ ସ୍ଥିତି ସମୀକ୍ଷା କରିଛନ୍ତି । ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ସରକାରଙ୍କ ଦ୍ଵାରା ମିଶନ ମୋଡରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ଲାଗି ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରାଯାଇଛି; ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ବିଭାଗ ଓ ମନ୍ତ୍ରଣାଳୟର ମାନବ ସମ୍ବଳ ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ସରକାରଙ୍କ...

Satya’s New Jagannath Bhajan Out

0

Bhubaneswar:  On the auspicious occasion of Debasnana Purnima, a new Bhajan of Veteran Bureaucrat and Jagannath devotee Satyabrata Sahu was released on Tuesday. Mr. Sahu has sung the Bhajan titled ‘Thaau Re Kalia ThaauTo Snahana Setiki Thhau’ very beautifully. The 4.41 minutes long Bhajan has been uploaded in Youtube (https://www.youtube.com/watch?v=UhKEqQVcC2s) Lyrics have been composed by Arun Mantri while music has been...

ଓଡିଶାର ଗଣପର୍ବ ରଜ ଆରମ୍ଭ

0

ଭୁବନେଶ୍ୱର : ଆଜି ଠାରୁ ତିନି ଦିନ ବ୍ୟାପି ଓଡିଶାର ଗଣପର୍ବ ରଜ ଆରମ୍ଭ ହୋଇଛି । ଆଜି ପହିଲି ରଜରେ ଓଡିଶାର ଗାଁ ଠୁ ସହର ଯାଏ ପିଠା ପଣାର ମହକ ସହିତ ରଜ ପାନ ଓ ଦୋଳିଖେଳ ଜମିଛି । ଆଉ ଦୁଇ ଦିନ ଧରି ସାରା ଓଡିଶାରେ ଏହା ପାଳନ କରାଯିବ । ରଜ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କରୋନା ମହାମାରୀର ପ୍ରକୋପ ଯୋଗୁଁ ବିଗତ ଦୁଇ ବର୍ଷଧରି ରଜପର୍ବ ଏକ ପ୍ରକାର...

Scanner On Teachers Certificate

0

Bhubaneswar: Amid allegations of fake certificates furnished by several teachers of Government Schools, the State Government has decided to scan certificates of all teachers recruited in the past three years.   This decision was taken at a high-level meeting held under the Chairmanship of Development Commissioner PK Jena here on Monday. Principal Secretary Bishnupada Sethi along with senior officers of the...