Covid Interrupted TB Battle

0

Bhubaneswar: While detection and notification of tuberculosis (TB) patients in India was already a difficult task, the surge of the Covid-19 pandemic over the last two years had further toughened the battle, eminent expert on pulmonary diseases Dr. Digambar Behera has said. Thirty per cent of world’s tuberculosis patients were found in India which also accounted for 27 per cent...

ସମ୍ ଶିଶୁରୋଗ ବିଶେଷଜ୍ଞ ସମ୍ମାନିତ

0

ଭୁବନେଶ୍ୱର : ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ତଥା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁ ରୋଗ ବିଭାଗର ପ୍ରଫେସର ଡାକ୍ତର ମୃତ୍ୟୁଞ୍ଜୟ ଦାଶଙ୍କୁ ନଏଡା ଠାରେ ଅନୁଷ୍ଠିତ ୫୯ ତମ ଜାତୀୟ ଶିଶୁ ରୋଗ କର୍ମଶାଳାରେ ସମ୍ମାନଜନକ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସର ସର୍ବୋଚ୍ଚ ଫେଲୋସିପ୍ ସମ୍ମାନରେ ସମ୍ମାନିତ କରାଯାଇଛି । ଶିଶୁଙ୍କ ଯତ୍ନ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଡାକ୍ତରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଡାକ୍ତର ଦାଶ ଆଇଏପିର ପାଷ୍ଟ ପ୍ରେସିଡେଂଟ, ପ୍ରଫେସର...

ଫୋନ୍‍ ଉଠାଉ ନାହାନ୍ତି ସରକାରୀ ବାବୁ

0

ଭୁବନେଶ୍ୱର : ପୁଲିସ୍‍ ଅଧିକାରୀଙ୍କ ଠାରୁ ବିଭାଗୀୟ ସଚିବମାନଙ୍କ ମଧ୍ୟରୁ ଅଧିକାଂଶ ବିଧାୟକଙ୍କ ଫୋନ୍‍ ଉଠାଉ ନାହାନ୍ତି । ଜଣେ ଅଧେ କେହି ଫୋନ୍‍ ଧରୁଛନ୍ତି ନହେଲେ ପରେ ଫୋନ୍‍ କରୁଛନ୍ତି । ମୋ ଭଳି ପୁରୁଖା ସଦସ୍ୟଙ୍କର ଏଭଳି ଅବସ୍ଥା ହୋଇଥିବାବେଳେ ଅନ୍ୟମାନଙ୍କର ଅବସ୍ଥା କ’ଣ ହୋଇଥିବ ତାହା ବାଚସ୍ପତି ବିଚାର କରନ୍ତୁ ବୋଲି ଅତ୍ୟନ୍ତ କ୍ଷୋଭର ସହ ଆଜି ବିଧାନସଭାରେ କହିଥିଲେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର । ଶୂନ୍ୟକାଳରେ ଶ୍ରୀ ମିଶ୍ର ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀର...

Naveen Attends Assembly

Bhubaneswar: Chief Minister Naveen Patnaik attended the Budget session of Odisha Legislative Assembly which commenced here on Friday amid strict adherence to COVID-19 guidelines. He is attending House after two long years. Before attending the session, Mr.Patnaik also presided over a meeting of the Governing BJD Lawmakers Meet held in the Assembly premises and advised the Members on how to...

Maoists Are On Wane

Bhubaneswar: As many as 58 Maoist cadres have been neutralised in police action, 194 have been arrested and 108 surrendered during the last five years, Odisha Governor Ganeshi Lal said on Friday. While addressing the State Assembly on the inaugural day of the budget session, the Governor said Left Wing Extremism (LWE) was dealt with firmly during the last five...

ଖାଦ୍ୟ ଖରିଦ ସବସିଡ୍‍ ବଢି ବଢି ଚାଲିଛି

0

ଭୁବନେଶ୍ୱର : ଖାଦ୍ୟ ସାମଗ୍ରୀ ଖରିଦ ପାଇଁ ଓଡିଶାକୁ କେନ୍ଦ୍ର ସରକାର ଯୋଗାଉଥିବା ସବ୍‍ସିଡ୍‍ ପରିମାଣ ଗତ ୪ବର୍ଷ ଧରି ବଢି ବଢି ଚାଲିଛି । ୨୦୧୮-୧୯ ବର୍ଷରେ କେନ୍ଦ୍ର ସରକାର ଏଥିପାଇଁ ୪୬୫୧ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ୨୦୨୦-୨୧ ରେ ତାହା ପାଖାପାଖି ୯ହଜାର କୋଟି ଟଙ୍କା ରହିଥିଲା । କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି ସଂସଦରେ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି । ଏଥିରେ ଦର୍ଶାଯାଇଛି ଯେ ଖାଦ୍ୟ...

ଅବକାରୀ ଧରପଗଡରେ ରେକର୍ଡ ଗିରଫ

0

ଭୁବନେଶ୍ୱର : ପୌର ନିର୍ବାଚନ ସମୟରେ ଫେବୃୟାରୀ ୨୫ତାରିଖରୁ ଅବକାରୀ ବିଭାଗ ଚଳାଇଥିବା ସ୍ୱତନ୍ତ୍ର ଅଭିଯାନରେ ୩ହଜାରରୁ ଅଧିକ ବ୍ୟକ୍ତି ଗିରଫ ହୋଇଥିବାବେଳେ ୧୧କୋଟି ଟଙ୍କାରୁ ଅଧିକ ନିଶା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏହି ସମୟରେ ଅବକାରୀ ବିଭାଗ ୩୮୯୫ଟି ମାମଲା ରୁଜୁ କରିଥିବା ଜଣାଯାଇଛି । ପୌର ର୍ନିବାଚନ ସମୟରେ ଯେଭଳି ବେଆଇନ୍‍ ନିଶା କାରବାର ସଂକ୍ରାନ୍ତୀୟ କୌଣସି ଘଟଣା ନଘଟେ ସେଥିପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ଅବକାରୀ କମିଶନ ଆଶିଷ କୁମାର ସିଂହ କ୍ଷେତ୍ର ଅଧିକାରୀ ଓ...

ସମ୍ ଅଲ୍ଟିମେଟରେ ଅତ୍ୟାଧୁନିକ ଇୟୁଏସ୍ ଅସ୍ତ୍ରୋପଚାର

0

ଭୁବନେଶ୍ୱର : ସମ୍ ଅଲ୍ଟିମେଟ୍ ମେଡିକେୟାରର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ଡାକ୍ତରମାନେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଅଲ୍‌ଟ୍ରାସାଉଣ୍ଡ (ଇୟୁଏସ୍‌) ବ୍ୟବହାର କରି ସଫଳତାର ସହ ଜଣେ ୨୭ ବର୍ଷୀୟ ରୋଗୀଙ୍କ ପାଚନ ଗ୍ରନ୍ଥିରେ ଜମା ହୋଇଥିବା ତରଳ ପଦାର୍ଥ ବାହାର କରିପାରିଛନ୍ତି । ଏଭଳି ଅତ୍ୟାଧୁନିକ ଅସ୍ତ୍ରୋପଚାର ପଦ୍ଧତି ଦେଶର ମାତ୍ର ଅଳ୍ପ କେତେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ରହିଛି । ଏ ସମ୍ପର୍କରେ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଅୟସକାନ୍ତ ସିଂହ କହିଛନ୍ତି ଯେ ଏହି ଇୟୁଏସ୍ ଦ୍ୱାରା ସିଷ୍ଟୋଗ୍ୟାଷ୍ଟ୍ରୋଷ୍ଟୋମୀ ଅସ୍ତ୍ରୋପଚାର ପଦ୍ଧତି ଅଧିକ ସହଜ...

SOA On Water Call

Bhubaneswar: Students of the Institute of Business and Computer Studies (IBCS), faculty of management sciences of SOA, observed the World Water Day on Tuesday by taking a pledge to conserve water and make judicious use of the precious liquid. Prof. Anup Kumar Samantaray, Dean of IBCS, led the students and faculty members in taking the pledge. Several guests, who attended the...

Team Excise On Record Seizure

0

Cuttack: Team State Excise has made a record number of arrests and seizures during the Urban Election in the State. Ashish Singh, Commissioner State Excise led a Special Drive against crimes under Excise & NDPS Act during the period from 25 February to 24 March, in view of smooth conduct of the General Election to Urban Local Bodies, 2022. Mr.Singh is...