State Increases EV Subsidy
Bhubaneswar: As per the decision of the State Cabinet, the Government on Wednesday enhanced the subsidy for buying electronic vehicles (EV) in the State. As per a notification issued by State Commerce and Transport Department, the Government will provide subsidy of Rs 5000 per kWh for registration of EV in Odisha. The maximum subsidy of Rs 20,000 will be provided...
ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ
ଭୁବନେଶ୍ୱର : ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ମଇ ମାସ ୧ ତାରିଖରୁ ବିଭାଗ ଓ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଚାଲୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି । ଏହି କଣ୍ଟ୍ରୋଲ୍ ରୁମ୍ ଦାୟିତ୍ୱରେ ଜଣେ ପ୍ରଥମ ଶ୍ରେଣୀ ଅଧିକାରୀ ରହିବେ । ଜୁନ୍ ୧୮ ଓ ୧୯ ତାରିଖରେ ପ୍ରତ୍ୟେକ ବର୍ଷ ଭଳି ସମସ୍ତ ଜିଲ୍ଲା ସଦର ମହକୁମା, ବନ୍ୟା/ ବାତ୍ୟା ଆଶ୍ରୟସ୍ଥଳୀ, ବ୍ଲକ ସ୍ତରରେ ମକ୍ ଡ୍ରିଲ୍ ଅନୁଷ୍ଠିତ ହେବ । ୩୧୭ଟି ଫାୟାର ଷ୍ଟେସନରେ ଆବଶ୍ୟକୀୟ ସନ୍ଧାନ...
ତମାଖୁ ନିୟନ୍ତ୍ରଣ ସଚେତନତା କର୍ମଶାଳା
ଭୁବନେଶ୍ୱର : ସମଗ୍ର ବିଶ୍ବରେ ତମାଖୁ ବ୍ୟବହାର ମୃତ୍ୟୁ ର ଅନ୍ୟତମ କାରଣ ବୋଲି ବିବେଚନା କରାଯାଉଛି ଓ ପ୍ରତିବର୍ଷ ୮ ନିୟୁତ ଲୋକ ତମାଖୁ ବ୍ଯବାହାର ଯୋଗୁଁ ମୃତ୍ୟୁ ବରଣ କରିଥାନ୍ତି । ଅଧିକାଂଶ କିଶୋର ୧୮ ବର୍ଷ ପୂର୍ବରୁ ଧୂମପାନ ଆରମ୍ଭ କରିଥାନ୍ତି ଓ ତମାଖୁ ଜନିତ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ଯାର ଶିକାର ହୋଇଥାନ୍ତି । ବହୁକ୍ଷେତ୍ରରେ ଯୁବଗୋଷ୍ଠୀ ସେମାନଙ୍କ ପରିବାର ସଦସ୍ୟଙ୍କ ଦ୍ଵାରା ମଧ୍ୟ ପ୍ରଭାବିତ ହୋଇ ଧୂମପାନ କରିଥାନ୍ତି । ତମାଖୁ ବ୍ୟବହାର ପଛରେ ଅନେକ କାରଣ...
ଖତ ବିକ୍ରି ପାଇଁ ତାଗିଦା
ଭୁବନେଶ୍ୱର : ରାଜ୍ୟର ସମସ୍ତ ପୌର ସଂସ୍ଥା ପକ୍ଷରୁ ପ୍ରସ୍ତୁତ ଜୈବିକ ମୋ ଖତର ବିକ୍ରୟ ଆଗାମୀ ଜୁଲାଇ ୩୧ ତାରିଖ ସୁଦ୍ଧା ଶେଷ କରିବା ନିମନ୍ତେ ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଛି । ଏ ନେଇ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ବିଭାଗୀୟ ଯୁଗ୍ମ ଶାସନ ସଚିବ ତଥା ସ୍ଵଛ ଭାରତ ମିଶନର ଅତିରିକ୍ତ ମିଶନ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ସମସ୍ତ ମହାନଗର ନିଗମର କମିଶନର , ପୌରପାଳିକା ଓ...
IREDA Achieves Record PAT
New Delhi: Indian Renewable Energy Development Agency Limited (IREDA), a largest Renewable Energy funding company in the country, has reported an all-time high annual Profit After Tax (PAT) of Rs. 865 crores and Profit Before Tax (PBT) of Rs. 1,139 crores in the financial year 2022-23. Thanks to the overdrive of dynamic IREDA CMD Shri Pradip Kumar Das's Team...
ଜାଲ୍ ଦସ୍ତଖତରେ ବିଧବାଙ୍କ ଜମି ହଡପ
ଭୁବନେଶ୍ୱର : ଜମି ମାଲିକଙ୍କ ଅଜାଣତରେ ଜମି ବିକ୍ରି ହୋଇଯାଉଛି । ସବରେଜିଷ୍ଟ୍ରାର ଅଫିସରେ ବିକ୍ରି କବଲା ବି ସମ୍ପାଦିତ ହେଉଛି । ଏଥିଲାଗି ଜମି ମାଲିକଙ୍କ ପୁରୁଣା ଫଟୋ, ଦସ୍ତଖତ ଓ ଆଙ୍ଗୁଠିଛାପ ଆଦିର କମ୍ପ୍ୟୁଟର ଏଡିଟିଂ କରାଯାଉଥିବା ଘେନି ସରକାରଙ୍କ ନିକଟରେ ଗୁରୁତର ଅଭିଯୋଗ ଆଣିଛନ୍ତି କଟକ ମହାନଗରର ଜଣେ ବିଧବା ମହିଳା । ଜିଲ୍ଲା ସବରେଜିଷ୍ଟ୍ରାରଙ୍କ ଠାରୁ ଆରମ୍ଭକରି ଉପ ଜିଲ୍ଲାପାଳ, ଜିଲ୍ଲାପାଳ, ଆଇଜିଆର ଆଦିଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ସମ୍ପୃକ୍ତ ବିଧବା ମହିଳା ଏବେ ତାଙ୍କ ଜମିର ସୁରକ୍ଷା...
ରାଜଧାନୀକୁ ମିଳିଛି ୨୫ହଜାର ଘର
ଭୁବନେଶ୍ୱର : କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା - ସହରୀ ଯୋଜନାରେ ଗତ ଛଅ ବର୍ଷ ମଧ୍ୟରେ ଭୁବନେଶ୍ୱର ସହର ପାଇଁ ୨୫ହଜାରରୁ ଅଧିକ ଘର ମଞ୍ଜୁର କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୫୬୦ଟି ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଗତ ଦୁଇବର୍ଷ ଧରି ଗୃହ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଜଣାଯାଇଛି । କେନ୍ଦ୍ର ସରକାର ୨୦୧୭-୧୮ ରୁ ୨୦୨୨-୨୩ ବର୍ଷ ମଧ୍ୟରେ ଭୁବନେଶ୍ୱର ସହର ପାଇଁ ପିଏମ୍ଏୱାଇ-ୟୁ ରେ ମୋଟ୍ ୨୫,୧୮୧ ଟି ଗୃହ ମଞ୍ଜୁର କରିଛନ୍ତି...
ସୋଆ ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍ କୁ ପ୍ରଶଂସା
ଭୁବନେଶ୍ୱର : ଆଇଏମଏମ୍ଟି ପରିସରରେ ଚାଲିଥିବା ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀର ତୃତୀୟ ଦିନ ରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍ କୁ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି ଏଆଇସିଟିଇ ଅଧ୍ୟକ୍ଷ୍ୟ ପ୍ରଫେସର ଟି.ଜି ସୀତାରାମ । ପ୍ରଫେସର ସୀତାରାମ ସୋଆର ସିଆଇଆଇ ଏଗଜିବିଟର ବୁଥ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟାର୍ଟ ଅପ୍ର ପ୍ରଶଂସା କରିଥିଲେ । ଏହି ଅବସରରେ ସୋଆର ଆଡିସ୍ନାଲ ଡିନ୍...
State Boosts Sports Infra
Bhubaneswar: Development of low-cost infrastructure at the district-level is imperative in order to promote sports culture, said Sports & Youth Services Minister Tusharkanti Behera here on Tuesday. Behera along with Sports & Youth Services Secretary R Vineel Krishna were part of the delegation from Odisha at the two-day conference – ‘Chintan Shivir’ of Ministers of Youth Affairs and Sports...
BJP Slams BJD Over Violence
Bhubaneswar: Continuing its attack on the Governing BJD over Sambalpur violence, BJP on Tuesday alleged that the ruling party is protecting the perpetrators and conspirators of the communal violence. Addressing a press conference here, ex-President of Odisha BJP, Samir Mohanty said that lawlessness is prevailing in the State. As the law and order situation has deteriorated, it has created a...










