ସୋଆ ଏବଂ ଆର୍ଏସ୍ବି ଟ୍ରାନ୍ସମିସନ୍ସ ବୁଝାମଣା
ଭୁବନେଶ୍ୱର : ଶିଳ୍ପ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ନିମନ୍ତେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି ଟ୍ରାନ୍ସମିସନ୍ସ( ଆଇ) ଲିମିଟେଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି । ପ୍ରୋସେସ୍ ସିମୁଲେସନ୍ସ, ନ୍ୟୁମରିକାଲ୍ ମଡେଲିଂ, ଅପ୍ଟିମାଇଜେସନ୍ ଅଫ୍ ଟେକ୍ନିକ୍ସ ଭଳି ବିଭିନ୍ନ ବୈଜ୍ଞାନିକ ପଦ୍ଧତିକୁ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ସୋଆର ପ୍ରୋ-ଭାଇସ୍ ଚାନ୍ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆର୍ଏସ୍ବି ଆର୍ଏସ୍ବି ଟ୍ରାନ୍ସମିସନ୍ସ (ଆଇ)...
ବାବୁଙ୍କ ଉପରେ ବିରୋଧି ନେତା ଖପ୍ପା
ଭୁବନେଶ୍ୱର : ଗୋଟିଏ ସ୍ଥାନରେ ଏକାଧିକ ବର୍ଷ ଧରି ଦାୟିତ୍ୱ ତୁଲାଉଥିବା ବାବୁଙ୍କ ଉପରେ ଖପ୍ପା ହୋଇଛନ୍ତି ବିରୋଧିଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର । ଆଜି ବିଧାନସଭାରେ ଦୁଇ ନେତା ବାବୁମାନେ ଗୋଟିଏ ସ୍ଥାନରେ ଏକାଧିକ ବର୍ଷ ଦରି କାର୍ଯ୍ୟ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଜି ଶୂନ୍ୟକାଳରେ ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ର ପ୍ରଥମ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଜଣେ ଜଣେ ଅଧିକାରୀ ଦୀର୍ଘଦିନ ଧରି...
Move On Energy Transition
Bhubaneswar: A meeting of the State Level Steering Committee on Energy Transition was held under the Chairmanship of Chief Secretary Pradeep Jena to discuss the State’s plan for energy transition. Additional Chief Secretary, Energy department Nikunja Bihari Dhal outlined the agenda for discussion. During the presentation, Sri Dhal said that a holistic plan is being prepared covering all the forms...
Protest Blocks Coastal Highway
New Delhi: The National Highways Authority of India (NHAI) has invited tenders for construction of an ambitious Coastal Highway project in three stretches. However, tender for Kakatpur-Earsama stretch has been halted due to steep protests by locals over the proposed route. This was informed by Union Minister of Road Transport and Highways, Nitin Gadkari in Rajya Sabha on Wednesday. In a written reply...
MLAs Demand Pay Hike
Bhubaneswar: Members cutting across party lines in Odisha Legislative Assembly on Wednesday demanded a hike in the salary and allowances of sitting members and the pension of former members. The issue was raised by Congress legislature party leader Narasingha Mishra during the Zero Hour which was supported by MLAs from the BJP and the Treasury Bench. Speaker Bikram Keshari Arukh...
ଉପକୂଳ ରାଜପଥ ପାଇଁ କାକଟପୁର, ଏରସମା କଣ୍ଟା
ଭୁବନେଶ୍ୱର : ଉପକୂଳ ରାଜପଥ ପ୍ରକଳ୍ପ ରାସ୍ତାରେ ଏବେ କାକଟପୁର-ଏରସମା କଣ୍ଟା । ଏହି ଦୁଇ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ କାର୍ଯ୍ୟ ଆଗେଇ ପାରୁ ନାହିଁ । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି ରାଜପଥ ପ୍ରକଳ୍ପ ଦୁଇ ଭାଗରେ ବିଭକ୍ତ । ଗୋଟିଏ ଟାଙ୍ଗି ନିକଟସ୍ଥ ରାମେଶ୍ୱର ଠାରୁ...
ମାଗଣା ଚାଉଳ ଅପେକ୍ଷାରେ ୯୯ ହଜାର
ଭୁବନେଶ୍ୱର : ମାଗଣା ଚାଉଳ ମିଳୁଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବାପାଇଁ ୯୯ ହଜାରରୁ ଅଧିକ ଆବେଦନପତ୍ର ହସ୍ତଗତ ହୋଇଛି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷ ଆଇନ୍ ରେ ୩,୭୬,୫୯, ୬୪୮ ଜଣ...
କ୍ଷୀରରେ ମିଶୁଛି ଚିନି ଓ ଲୁଣ
ଭୁବନେଶ୍ୱର : ଓମଫେଡ୍ ଯୋଗାଉଥିବା କ୍ଷୀରରେ ଆବଶ୍ୟକତା ଅନୁସାରେ ଦୁଗ୍ଧ ଗୁଣ୍ଡ, ଚିନି, ଖାଇବାଲୁଣ ଆଦି ମିଶ୍ରଣ କରାଯାଉଛି । ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ଯୋଗାଣ ହେଉଥିବା ଓମଫେଡ୍ କ୍ଷୀରରେ ମିଶ୍ରଣ ହେଉଥିବା ସାମଗ୍ରୀ ସଂକ୍ରାନ୍ତରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଚଳିତ ଆର୍ଥିକ ବର୍ଷରେ ଓମଫେଡ୍...
ବନାଗ୍ନି ରୋକିବାକୁ ସ୍ୱତନ୍ତ୍ର ଟାସ୍କ ଫୋର୍ସ
ଭୁବନେଶ୍ୱର : ରାଜ୍ୟରେ ବନାଗ୍ନିକୁ ପ୍ରଶମନ କରିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ବନାଗ୍ନି ପ୍ରଶମନ ନିମନ୍ତେ ପଞ୍ଚାୟତ ସ୍ତରରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯିବ । ସଂପୃକ୍ତ ଅଂଚଳର ସରପଞ୍ଚ, ସ୍ଥାନୀୟ ଜନ ପ୍ରତିନିଧି, ମିଶନ ଶକ୍ତି, ସ୍ଥାନୀୟ କ୍ଲବ୍ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ମାନଙ୍କୁ ଏହି ଅଭିଯାନରେ ସାମିଲ୍ କରାଯାଇ ପ୍ରାଥମିକତା ଭିତ୍ତିରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯିବ । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ...
ସୋଆ ଏବଂ ଶୈଳବାଳା ମହାବିଦ୍ୟାଳୟ ମଧ୍ୟରେ ବୁଝାମଣା
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଏବଂ କଟକ ସ୍ଥିତ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଇନ୍ଟର୍ଣ୍ଣସିପ୍ର ସୁଯୋଗ, ଫ୍ୟାକଲ୍ଟି ଏବଂ ଷ୍ଟାଫ୍ ଡେଭଲପ୍ମେଂଟ କାର୍ଯ୍ୟକ୍ରମ ଏବଂ ପାଠ୍ୟକ୍ରମର ଗୁଣବତାକୁ ବୃଦ୍ଧି କରିବା ନିମନ୍ତେ ମଙ୍ଗଳବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଏବଂ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ଗୃହବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଇନ୍ଦୁରେଖା ମହାପାତ୍ରଙ୍କ ମଧ୍ୟରେ ଏହି ବୁଝାମଣା...










