କେବେ ସଫଳ ହେବ ରାଜ୍ୟ ମାମଲା ନୀତି ?

ଭୁବନେଶ୍ୱର : ମାମଲା ସଂଖ୍ୟା ହ୍ରାସ ସହ ସୀମିତ ସମୟ ମଧ୍ୟରେ ପୁରୁଣା ମାମଲାଗୁଡିକର ତ୍ୱରିତ ଫଏସଲା ଲାଗି ରାଜ୍ୟ ସରକାରଙ୍କ ମାମଲା ନୀତିରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ସଫଳ ହେଉନାହିଁ । ମାମଲା ସଂଖ୍ୟା କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲୁଥିବା ବେଳେ ଅପରାଧିକ ମାମଲାର ଦଣ୍ଡବିଧାନ ହାର ରାଜ୍ୟରେ ନଗଣ୍ୟ ରହୁଥିବା ବେଳେ ୫ ବର୍ଷରୁ ପୁରୁଣା ମାମଲା ସଂଖ୍ୟା ପ୍ରାୟ ୬ ଲକ୍ଷରେ ପହଞ୍ଚିଲାଣି । ମାମଲା ସଂଖ୍ୟା ହ୍ରାସ ପାଇଁ ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିସ ମୁତାବକ ୨୦୧୧...

Excavation Unearths Ganga Structure

0

Puri: Archeological Survey of India (ASI) on 17 May revealed that a lion sculpture traced during excavation for the Heritage Corridor Project in Puri, could dates back to Ganga Dynasty. ASI’s Bhubaneswar Circle Superintending Archaeologist Arun Kumar Mallick, who along with a team of experts, rushed to Puri for inspection of the damaged lion sculpture recovered during exaction of the...

ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ  ଆରମ୍ଭ ହୋଇଥିବା ହାଇସ୍କୁଲ ରୂପାନ୍ତରଣ-କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି । ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏକ ଉଚ୍ଚସ୍ତରୀୟ  ସମୀକ୍ଷା  ବୈଠକରୁ ଏହା ଜଣାପଡିଛି ।  ରାଜ୍ୟ ଲୋକସେବା  ଭବନରୁ ଡ଼ିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି  ବୈଠକରେ  ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗ  ପ୍ରମୁଖ ଶାସନ ସଚିବ  ଶ୍ରୀ ବିଷ୍ଣୁପଦ ସେଠୀ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ  ବୈଷୟିକ  ଏବଂ ପ୍ରଶାସନିକ  ବିଷୟ ଆଲୋଚନା ନିମନ୍ତେ  ଉପସ୍ଥାପନ କରିଥିଲେ...

ସମରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ

0

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ ସଫଳତାର ସହ ଅଟୋଲଗସ୍ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଛି । ଜଟିଳ ବୋନ୍‌ମ୍ୟାରୋ ପ୍ରତ୍ୟାରୋପଣ ଦ୍ୱାରା ଓ ଅତ୍ୟାଧୁନିକ କ୍ରାଇଓପ୍ରିଜରଭେସନ୍ ପ୍ରକ୍ରିୟାରେ ଜଣେ ୩୩ ବର୍ଷୀୟ ଲିମ୍ଫୋମା (ଏକ ପ୍ରକାର ରକ୍ତ କର୍କଟ ରୋଗ)ରେ ପୀଡ଼ିତ ଥିବା ଯୁବକଙ୍କର ସଫଳ ଚିକିତ୍ସା କରାଯାଇଥିବା ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ହସ୍ପିଟାଲ୍‌ର କ୍ଲିନିକାଲ ହେମାଟୋଲୋଜି ଏବଂ ହେମାଟୋ ଅଙ୍କୋଲୋଜି ବିଭାଗର ମୁଖ୍ୟ...

ହେଲମେଟ ପିନ୍ଧୁନଥିବା ଚାଳକଙ୍କ ବିରୁଦ୍ଧରେ ଅଭିଯାନ

0

କଟକ: ଜାତୀୟ ତଥା ରାଜ୍ୟ ରାଜପଥରେ ହେଲମେଟ ନ ପିନ୍ଧି ମୋଟର ଚାଳିତ ଦୁଇ ଚକିଆ ଯାନ ଚଳାଚଳ ବିରୁଦ୍ଧରେ ଚାଲିଥିବା ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଅଭିଯାନରେ ଗତ ଦୁଇ ଦିନରେ ମୋଟ 3333 ଟି ଚାଲାଣ ଜାରି କରାଯାଇଛି | ରାଜ୍ୟ ପରିବହନ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା NH / SH ରେ ହେଲମେଟ ନ ପିନ୍ଧି ଦୁଇ ଚକିଆ ଯାନ ଚଳାଚଳ ପାଇଁ 3190 ଆରୋହୀଙ୍କୁ ଚାଲାଣ ଦିଆଯାଇଥିଲା । ଟାଉନ ଅଞ୍ଚଳରେ 462 ଆରୋହୀଙ୍କୁ ହେଲମେଟ ନ ପିନ୍ଧିବା ପାଇଁ...

Drive Against Helmet-less Driving

0

Bhubaneswar:Helmet-less driving is a major cause of accidents and grievous injury across Odisha. To curb it, the State Government has launched a state-wide special drive against riding two-wheelers without wearing helmets on national and state highways. The State Transport Authorities have issued a total of 3333 challans in the last couple of days, officials said on Tuesday. As many as 3190...

Criminal Cases Against ZP Members

Bhubaneswar: As many as 82 out of 726 analyzed Zilla Parishad (ZP) members, who have elected during the recently concluded Panchayat Elections, have declared criminal cases against themselves. The Odisha Election Watch and Association for Democratic Reforms (ADR), who analysed the self-sworn affidavits of the victorious candidates, have said this in its latest report released on Tuesday. The ADR has analysed...

Naveen Likely To Campaign 

Bhubaneswar: BJD Supremo and Chief Minister Naveen Patnaik likely to campaign for party candidate Alaka Mohanty during ensuing by-election to Brajrajnagar Assembly constituency in Jharsuguda district. The Governing Biju Janata Dal (BJD) on Tuesday announced its list of 40 star campaigners for the by-poll. Chief Minister Naveen Patnaik is on top of star campaigners while names of several Ministers, MPs,...

ସରକାରୀ ଭତ୍ତା ପାଇଁ ମୃତ୍ୟୁ ପ୍ରମାଣପତ୍ର ଲୋଡାନାହିଁ

ଭୁବନେଶ୍ୱର : ସାମାଜିକ ନିରାପତ୍ତା ଯୋଜନାରେ ଭତ୍ତାଟିଏ ପାଇବା ଲାଗି ବିଧବାମାନଙ୍କୁ ସରକାରଙ୍କଠାରୁ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ଆଣି ଦାଖଲ କରିବା ଆବଶ୍ୟକ ନାହିଁ । ସ୍ୱାମୀଙ୍କ ମୃତ୍ୟୁ ହୋଇଛି ବୋଲି ସେ ନିଜେ ଏକ ଘୋଷଣାପତ୍ର ଦେବେ ଓ ଏହାକୁ ସ୍ଥାନୀୟ ବ୍ଲକ୍‍, ପଞ୍ଚାୟତ କିମ୍ବା ପୌରସଂସ୍ଥା ଅଧିକାରୀ ତଦାରଖ କରି ସମ୍ମତି ପ୍ରଦାନ କଲେ ଉକ୍ତ ମହିଳାଙ୍କୁ ଭତ୍ତା ମିଳିବ । ରାଜ୍ୟ ସରକାର ୨୦୧୯ ମସିହାରେ ଏ ସଂକ୍ରାନ୍ତୀୟ ସଂକଳ୍ପ ଜାରି କରିଥିଲେ ମଧ୍ୟ ଗାଁ ଗହଳର ଅନେକ...

କେତେ ସହାୟକ ହେବେ ଛତିଶିଗଡି ନେତା ?

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ ସହ ଓଡିଶାର ବିବାଦ ଲାଗି ରହିଥିବାବେଳେ ହୀରାକୁଦର ତଳମୁଣ୍ଡରେ ମହାନଦୀର ଶଯ୍ୟା ଅଧିକାଂଶ ସ୍ଥାନରେ ଶୁଖିଲା ପଡିଛି । ଅଥଚ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏବେ ଛତିଶଗଡ ନେତାଙ୍କ ଉପରେ ବିଭିନ୍ନ ପ୍ରାର୍ଥୀ ଓ ଦଳ ଭରସା କରୁଛନ୍ତି । ବ୍ରଜରାଜନଗରରେ ହେଉଥିବା ବିଧାନସଭା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଯେଉଁ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି ସେଥିରେ ୫ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ରମଣ ସିଂହଙ୍କ...