ଦାୟିତ୍ୱ ନେଲେ ବିଷ୍ଣୁପଦ
ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ବିଷ୍ଣୁପଦ ସେଠୀ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ପ୍ରମୁଖ ଶାସନ ସଚିବଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ବିଭାଗର କାର୍ଯ୍ୟଧାରା ତଥା ମହାମାରୀ କରୋନା ପରିପ୍ରେକ୍ଷୀରେ ବିଭାଗ ତରଫରୁ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ । ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ ବିଭାଗ ଦ୍ୱାରା କାର୍ଯ୍ୟକାରୀ...
SOS Village Launches 24X7 Ambulance
Bhubaneswar: SOS Children’s Villages of India, the country’s largest childcare NGO dedicated to the welfare of the children who have lost or at the risk of losing parental care, has launched a free 24x7 ambulance service in the city, exclusively for Covid patients who require emergency admission in hospitals. The ambulance service has come as a boon for the Covid...
କରୋନାକୁ ପରାସ୍ତ କଲେ ୯୮ ବର୍ଷୀୟା ବୃଦ୍ଧା
ଭୁବନେଶ୍ୱର: କୋଭିଡ୍-୧୯ର ଦ୍ୱିତୀୟ ଲହରୀକୁ ନେଇ ସାରା ଭାରତବାସୀ ଏବେ ଭୟଭିତ । ଲକଡାଉନ ଓ ସଟଡାଉନ ଭିତରେ ସମସ୍ତେ ଏବେ ଗୃହବନ୍ଦୀ । ଆଉ କିଏ ପୁଣି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏ ସମସ୍ତ ଭୟ ଓ ଆଶଙ୍କା ଓ ସଂକ୍ରମଣ ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍ରୁ ଆସିଛି ଏକ ଖୁସିର ଖବର । ଭୁବନେଶ୍ୱର ସ୍ଥିତ ଏହି ହସ୍ପିଟାଲରେ କରୋନାକୁ ପରାସ୍ତ କରିଛନ୍ତି ୯୮ ବର୍ଷୀୟା ଜଣେ ବୃଦ୍ଧା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର...
ଟିକାଦାନ ସ୍ଥଳ ବିଶୃଙ୍ଖଳାର କେନ୍ଦ୍ରବିନ୍ଦୁ
ଭୁବନେଶ୍ୱର : କରେନା କାଳରେ ସଂକ୍ରମଣ ରୋକିବାପାଇଁ ଟିକା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱଆରୋପ କରୁଥିବାବେଳେ ସଂଖ୍ୟାଧିକ ଟିକାକରଣ କେନ୍ଦ୍ରରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏଠାରୁ କରୋନା ସଂକ୍ରମଣ ବୃଦ୍ଧିପାଇବା ଘେନି ଆଶଙ୍କା ଉପୁଜୁଛି । ରାସ୍ତାଘାଟରେ ଅମାନିଆନେ ଯେମିତି ପୁଲିସ୍ କାର୍ଯ୍ୟାନୁଷ୍ଠାନ ସତ୍ୱେ ବିଶୃଙ୍ଖଳା ଆଚରଣ କରୁଛନ୍ତି ସେହିପରି ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଟିକାକରଣ କେନ୍ଦ୍ରଗୁଡିକ ବିଶୃଙ୍ଖଳାର କେନ୍ଦ୍ରବିନ୍ଦୁ ପାଲଟିଛି । ଟିକାକରଣକୁ ସୁବ୍ୟବସ୍ଥିତ କରିବାପାଇଁ ଅନ୍ଲାଇନ୍ରେ ସ୍ଳଟ୍ ବୁକିଂ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି...
ବୈଷୟିକ ପାଠ୍ୟକ୍ରମରେ ନିଯୁକ୍ତି ନଗଣ୍ୟ
ଭୁବନେଶ୍ୱର : ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଇଞ୍ଜିନିୟରିଂ ଓ ଡିପ୍ଲୋମା ପଢ଼ୁଥିବା ଛାତ୍ରଛାତ୍ରୀମାନେ ଅତି ନଗଣ୍ୟ ପରିମାଣର ନିଯୁକ୍ତି ପାଉଥିବାରୁ ଧୀରେ ଧୀରେ ବୈଷୟିକ ଶିକ୍ଷା ପ୍ରତି ମୋହ କମିବାରେ ଲାଗିଛି । ବୈଷୟିକ ଶିକ୍ଷା ବଦଳରେ ସେମାନେ ସୂଚନା ପ୍ରଯୁକ୍ତି ଓ ଅନ୍ୟାନ୍ୟ ରୋଜଗାର ଭିତ୍ତିକ ଶିକ୍ଷା ପ୍ରତି ଆଗ୍ରହୀ ହେଉଛନ୍ତି । ମିଳିଥିବା ସୂଚନାନୁଯାୟୀ ୨୦୨୦-୨୧ ବର୍ଷରେ ୫୧ହଜାରରୁ ଅଧିକ ପିଲା ଆଇଟିଆଇରେ ନାମ ଲେଖାଇଥିବା ବେଳେ ପଲିଟେକ୍ନିକ୍ରେ ୩୨ହଜାରରୁ ଅଧିକ ଓ ବିଟେକ୍ରେ ୧୧ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ...
ନୂଆ କମିଶନରଙ୍କ ୧୯୨୯ କେନ୍ଦ୍ର ପରିଦର୍ଶନ
ଭୁବନେଶ୍ୱର : ନୂତନ ଭାବେ ଯୋଗ ଦେଇଥିବା ବିଏମସି କମିଶନର ସଞ୍ଜୟ କୁମାର ସିଂହ ଆଜି ଭୁବନେଶ୍ୱର ସ୍ମାର୍ଟ୍ ସିଟି ଲିମିଟେଡରେ ଅହୋରାତ୍ର ହେଲ୍ପଲାଇନ୍ ୧୯୨୯ କେନ୍ଦ୍ର ପରିଦର୍ଶନ କରି ଏହାର ସେବାକୁ ତ୍ୱରାନ୍ୱିତ୍ୱ କରିବାକୁ ନିର୍ଦେଶ ଦେଇଛନ୍ତି । ଏହି ୧୯୨୯ କେନ୍ଦ୍ରକୁ ପ୍ରସାରିତ କରିବା ଦିଗରେ କମିଶନର ଜାଣିବାକୁ ଚାହିଁଥିଲେଯେ, ଇନକମିଙ୍ଗ୍ କଲ୍ , ଆଉଟ୍ ଗୋଇଙ୍ଗ୍ କଲ୍ ଏବଂ ଡାକ୍ତରଙ୍କ ପରାମର୍ଶ ସେବା ନିମନ୍ତେ ପାଇଁ କେତୋଟି ୱାର୍କ୍ ଷ୍ଟେସନ୍ କାର୍ଯ୍ୟ କରୁଛି । ତେବେ ବର୍ତମାନ ୧୯୨୯ କେନ୍ଦ୍ର...
Rajaswa Ratha For Doorstep Service
Bhubaneswar: In view of the prevailing COVID-19 pandemic, Odisha Government has decided to deliver public services pertaining to Revenue and Disaster Management Department at their doorsteps through Rajaswa Ratha. Revenue and Disaster Management Department Principal Secretary Bishnupada Sethi has written a letter to Collectors of 29 districts to emulate Ganjam’s model to provide revenue services to the public through Rajaswa Ratha during...
୭୮୬ ଡାକ୍ତରଙ୍କ ନାମ ନିଯୁକ୍ତି ପାଇଁ ସୁପାରିଶ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ଡାକ୍ତରୀ ପଦବୀ ପାଇଁ ନିଯୁକ୍ତି ପରୀକ୍ଷା କରିବାକୁ ୧୯/୦୨/୨୦୨୧ରେ ଓଡ଼ିଶା ଲୋକସେବା ଆୟୋଗକୁ ପ୍ରସ୍ତାବ ଆସିଥିଲା । କୋଭିଡ୍ ସମୟରେ ଏହି ପଦବୀଗୁଡ଼ିକ ଯଥାଶୀଘ୍ର ପୂରଣ କରିବା ଏକାନ୍ତ ଅପରିହାର୍ଯ୍ୟ ଥିବାରୁ ଯେତେ ସମ୍ଭବ ଖୁବ୍ କମ୍ ସମୟ ମଧ୍ୟରେ ଏହି ନିଯୁକ୍ତି ପରୀକ୍ଷା ସମାହିତ କରି ଫଳାଫଳ ପ୍ରକାଶ କରିବା ଓଡ଼ିଶା ଲୋକସେବା ଆୟୋଗ ପାଇଁ ଏକ ବଡ଼ ଅହ୍ୱାନ ଥିଲା । ଏଣୁ ଏହି ପରୀକ୍ଷାକୁ କମ୍ପ୍ୟୁଟର ମାଧ୍ୟମରେ କରିବାକୁ...
Sethi Gets Information & PR
Bhubaneswar: State Government has given the charge of Information and Public Relations to Senior IAS Officer Bishnupada Sethi.1995 batch IAS officer Mr.Sethi, Principal Secretary, Revenue & Disaster Management with additional charge of Principal Secretary, Odia Language, Literature & Culture Department will remain in additional charge of Principal Secretary, Information & Public Relations in addition to his own duties. 1995-batch IAS...
ୱାର୍ଡ ସ୍ତରରେ କୋଭିଡ୍ ମୁକାବିଲା ପାଇଁ ଅନୁରୋଧ
ଭୁବନେଶ୍ୱର: ରାଜ୍ୟରେ ଗାଁ ଓ ୱାର୍ଡ଼ ସ୍ତରରେ କୋଭିଡ-୧୯ର ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ନେଇ ‘କୋଭିଡ୍ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ କୋଭିଡ୍-୧୯ର ସଠିକ୍ ମୁକାବିଲା କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ବିଷୟରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଶ୍ରୀ ପ୍ରଧାନ ଏହା ଟ୍ୱିଟ କରି ସୂଚନା ଦେଇଛନ୍ତି...










