ଜନ ଔଷଧି କେନ୍ଦ୍ର ଖୋଲିବାରେ ଓଡିଶା ସପ୍ତମ
ଭୁବନେଶ୍ୱର : ଜନ ଔଷଧି କେନ୍ଦ୍ର ଜରିଆରେ ଲୋକଙ୍କୁ ଶସ୍ତାରେ ଔଷଧ ଯୋଗାଣ ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଥିବାବେଳେ ଏଭଳି କେନ୍ଦ୍ର ଖୋଲିବା କ୍ଷେତ୍ରରେ ଓଡିଶା ଦେଶରେ ସପ୍ତମ ସ୍ଥାନରେ ରହିଛି । ଓଡିଶାରେ ବର୍ତ୍ତମାନ ସୁଦ୍ଧା ୩୯୯ଟି ଜନଔଷଧି କେନ୍ଦ୍ର ଖୋଲିଥିବା ଜଣାଯାଇଛି । କେନ୍ଦ୍ର ସରକାର ଲୋକଙ୍କ ଔଷଧ ଖର୍ଚ୍ଚ କମାଇବାପାଇଁ ସମଗ୍ର ଦେଶରେ ଅଧିକରୁ ଅଧିକ ସଂଖ୍ୟାରେ ଜନ ଔଷଧି କେନ୍ଦ୍ର ଖୋଲିବା ଉପରେ ଜୋର ଦେଉଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଦେଶରେ ୧୦ହଜାର...
ରାଜପଥ ନିର୍ମାଣରେ ସର୍ବକାଳୀନ ରେକର୍ଡ
ଭୁବନେଶ୍ୱର : ରାଜ୍ୟରେ ଜାତୀୟ ରାଜପଥ ପ୍ରକଳ୍ପ ନିମନ୍ତେ ପ୍ରାୟ ୨୦ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ହୋଇ କାର୍ଯ୍ୟକାରୀ କରାଯାଉଛି । ଏହା ସର୍ବକାଳୀନ ରେକର୍ଡ ବୋଲି ଜଣାଯାଇଛି । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସଦ୍ୟତମ ସମୀକ୍ଷାରୁ ଏହା ଜଣାଯାଇଛି । ରାଜ୍ୟରେ ନୂତନ ଭାବରେ ୧୫୭୪ କିଲୋମିଟର ଲମ୍ବ ଜାତୀୟ ରାଜପଥ ପାଇଁ ୨୦,୩୯୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେନ୍ଦ୍ର ସରକାର ଗମନାଗମନ...
ହାତୀ ଆକ୍ରମଣରେ ସର୍ବାଧିକ ମୃତ୍ୟୁ
ଭୁବନେଶ୍ୱର : ସମଗ୍ର ଦେଶରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଓଡିଶାରେ ସର୍ବାଧିକ । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାରୁ ଏହା ଜଣାଯାଇଛି । ଏହି ସୂଚନା ଅନୁଯାୟୀ ଦେଶର ୧୪ଟି ରାଜ୍ୟରେ ହାତୀ ସହିତ ମୁହାଁମୁହିଁ ହେବା ଫଳରେ ଲୋକମାନେ ମୃତ୍ୟୁମୁଖରେ ପଡୁଛନ୍ତି । ଏଥିରେ ଓଡିଶା ସବୁଠାରୁ ଆଗରେ ରହିଛି । ୨୦୧୯-୨୦ ବର୍ଷରେ ହାତୀ-ମଣିଷ ଲଢେଇରେ ଓଡିଶାରେ ୧୧୭ଜଣ ମୃତ୍ୟୁ କରିଥିଲେ ଯାହାକି ଦେଶର ଅନ୍ୟ ରାଜ୍ୟ ତୁଳନାରେ...
Pact For BharatNet
Bhubaneswar: A tripartite agreement was signed between Odisha Power Transmission Corporation Limited (OPTCL), Odisha Computer Application Centre (OCAC) and Bharat Sanchar Nigam Limited (BSNL) for rolling out of broadband facility in BharatNet Phase-II area on revenue sharing basis with BSNL. The agreement was signed in the august presence of Electronics & IT Minister Tusharkanti Behera, Principal Secretary Manoj Kumar Mishra,...
SOA On Animal Care
Bhubaneswar: The Urban Veterinary Hospital, set up here by Siksha ‘O’ Anusandhan (SOA) a year ago, has so far treated 5527 animals and birds for different ailments, according to Prof. Bramhadev Pattnaik, Dean of SOA’s Institute of Veterinary Sciences and Animal Husbandry (IVSAH). The hospital, which is equipped with a laboratory, a functional operation theatre and other clinical gadgets, was...
Prez Visits Similipal
Baripada: President Droupadi Murmu on Friday visited Similipal Tiger Reserve (STR) and undertook a safari to site wildlife animals and enjoy the natural beauty of the flora and fauna.Shrimati Murmu, who is on a three-day visit to home district Mayurbhanj, stayed at her house in Rairangpur on Thursday night. Though she was scheduled to stay at a government bungalow...
Coal On Connect Mode
New Delhi: M. Nagaraju, Additional Secretary, Ministry of Coal chaired a meeting to assess the progress of First Mile Connectivity (FMC) projects of Coal Companies.Ministry of Coal takes up 67 FMC projects (59 – CIL, 5- SCCL & 3 – NLCIL) with a capacity to load885 MT coal per annum.These projects will be completed by 2027. In order to eliminate...
ଧରଣୀଧର ଭୂୟାଁଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ, କେନ୍ଦୁଝର ନାଗରିକ ପରିଷଦ, ଭୁବନେଶ୍ୱର ଏବଂ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତି, ଭୁବନେଶ୍ୱର ତରଫରୁ ଏହି ସତ୍ୟନିଷ୍ଠ ସଂଗ୍ରାମୀଙ୍କୁ ସ୍ଥାନୀୟ ଇଏସ୍ଆଇ ହସ୍ପିଟାଲ ଅବସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଓଡ଼ିଆ ଭାଷା, ସାହିତ୍ୟ ଓ...
ଚାଷୀଙ୍କର କୌଶଳ ବିକାଶ ହିଁ ଦେଶ ଉନ୍ନତିର ଭିତିଭୂମି
ଭୁବନେଶ୍ୱର : ଏକବିଂଶ ଶତାଦ୍ଦୀରେ ଚାଷୀମାନଙ୍କର କୌଶଳ ବିକାଶ ହିଁ ଦେଶ ଉନ୍ନତି ର ଭିତିଭୂମି । ଏଥି ନିମନ୍ତେ ସବୁ ସ୍ତରରେ କର୍ମଶାଳା ଆୟୋଜିତ ହୋଇ କୌଶଳ ବିକାଶକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ରେ ଅନୁଷ୍ଠିତ ଏକ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦ୍ୱାରା ପରିଚାଳିତ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯୁବବର୍ଗଙ୍କୁ ଏହି କୌଶଳ ବିକାଶରେ ସାମିଲ କରିବା...
କେନ୍ଦୁପତ୍ର ହିତାଧିକାରୀଙ୍କୁ ୧୧୧ କୋଟି
ଭୁବନେଶ୍ୱର : କେନ୍ଦୁପତ୍ର ହିତାଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି । ଦୁଇଟି ପର୍ଯ୍ୟାୟକୁ ମିଶାଇ କେନ୍ଦୁପତ୍ର ହିତାଧିକାରୀମାନେ ୧୯୪ କୋଟି ଟଙ୍କାର ସହାୟତା ପାଇବେ, ଯାହା କି ଗୋଟିଏ ଫସଲ ବର୍ଷରେ ଏକ ସର୍ବକାଳୀନ ରେକର୍ଡ । ରାଜ୍ୟ...










