ଓଡିଶାର ରେଳ ପ୍ରକଳ୍ପକୁ ଏନପିଜିର ସୁପାରିଶ
ନୂଆଦିଲ୍ଲୀ : ପିଏମ୍ ଗତିଶକ୍ତି ଅଧୀନରେ ଥିବା ନେଟୱାର୍କ ପ୍ଲାନିଂ ଗ୍ରୁପ୍ (ଏନପିଜି) ଏହାର ୪୬ ତମ ଅଧିବେଶନରେ ୪ ଟି ଭିତ୍ତିଭୂମି ପ୍ରକଳ୍ପ ଯାଞ୍ଚ ଏବଂ ସୁପାରିଶ କରିଥିବାବେଳେ ଏଥି ମଧ୍ୟରେ ଓଡିଶାର ଗୋଟିଏ ପ୍ରକଳ୍ପ ରହିଛି । ଓଡ଼ିଶାର ଜୁନାଗଡରୁ ନବରଙ୍ଗପୁର ଷ୍ଟେସନ ମଧ୍ୟରେ ନୂତନ ବ୍ରଡ-ଗଜ ଲାଇନ ର୍ନିମାଣ ପାଇଁ ରେଳ ମନ୍ତ୍ରଣାଳୟର ଏକ ପ୍ରକଳ୍ପ ଏନପିଜି ଦ୍ୱାରା ସମୀକ୍ଷା କରାଯାଇଥିଲା । ପ୍ରସ୍ତାବିତ ପ୍ରକଳ୍ପ ଜୁନାଗଡରୁ ନବରଙ୍ଗପୁର ପର୍ଯ୍ୟନ୍ତ ପ୍ରାୟ ୧୧୬ କିଲୋମିଟର ରହିଛି । ଏହି ନୂତନ ଲାଇନର...
Walk For Health
New Delhi: Union Ministry of Health & Family Welfare organised a walkathon event in New Delhi on the occasion of World Health Day. Union Health Minister, Mansukh Mandaviya along with Bharti Pravin Pawar, Minister of State for Health & Family Welfare, led the walkathon. The event was organised under the theme of ‘Health for All’. The aim of the...
PRASHAD Promotes Puri
Bhubaneswar: Puri, one of the Liberation Destination is being promoted by the Ministry of Tourism. In fact Ministry of tourism is promoting tourist destinations of India, including the Saptha Moksha Puri (Seven Liberation destinations), Puri, Ayodhya, Mathura, Maya (Haridwar), Kashi (Varanasi), Kanchi Avantika (Ujjain), and Dwaravati (Dwaraka, Gujarat), in a holistic manner. It undertakes promotional campaigns in domestic and...
ବଢିବ ନିଶାମୁକ୍ତ କେନ୍ଦ୍ର
ଭୁବନେଶ୍ୱର : ରାଜ୍ୟରେ ନିଶାଡିଙ୍କ ସଂଖ୍ୟା ସରକାରୀ ହିସାବରେ ୧୨ହଜାର ଟପିଥିବାବେଳେ ରାଜ୍ୟ ସରକାର ଅଧିକ ସଂଖ୍ୟାରେ ନିଶାମୁକ୍ତ କେନ୍ଦ୍ର ପ୍ରତିଷ୍ଠାର ଯୋଜନା କରୁଛନ୍ତି । ନିଶାମୁକ୍ତି ପାଇଁ କାର୍ଯ୍ୟକାରୀ ହେଉଥିବା ‘ଦିଶା’ ଯୋଜନାରେ ଏହିସବୁ କେନ୍ଦ୍ର ପ୍ରତିଷ୍ଠା ହେବ । ସରକାରୀ ସୂଚନା ଅନୁଯାୟୀ ୨୦୨୨-୨୩ରେ ନିଶାଡିଙ୍କ ସଂଖ୍ୟା ୧୨,୨୭୫ରେ ପହଞ୍ଚିଛି । ଏମାନେ ମୁଖ୍ୟତଃ ମଦ, ଗଞ୍ଜେଇ, ଅଫିିମ, ବ୍ରାଉନସୁଗାର, ଚରସ ଆଦି ସେବନ କରନ୍ତି । ୨୦୧୭-୧୮ରେ ରାଜ୍ୟରେ ନିଶାଡିଙ୍କ ସଂଖ୍ୟା ୯୩୬୬ ଥିବାବେଳେ ବର୍ଷକୁ ବର୍ଷ ଏହା ବୃଦ୍ଧି...
ଲୁଣ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ
ଭୁବନେଶ୍ୱର : ଓଡ଼ିଶା ପାଇଁ ବର୍ଷକୁ ପ୍ରାୟ ୭ଲକ୍ଷ ମେଟ୍ରିକ୍ଟନ୍ ଲୁଣ ଆବଶ୍ୟକ ଥିବାବେଳେ ରାଜ୍ୟରେ ୭ହଜାର ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ଲୁଣ ବି ଉତ୍ପାଦିତ ହୋଇପାରୁନାହିଁ । ଫଳରେ ଘରୋଇ ବ୍ୟବହାର ଓ ଶିଳ୍ପ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଗୁଡିକ ଉପରେ ଲୁଣ ପାଇଁ ନିର୍ଭରଶୀଳ । ଅର୍ଥନୀତି ବିଶେଷଜ୍ଞମାନେ କହିଛନ୍ତି ଯେ ଲୁଣ ଉତ୍ପାଦନ ଲାଗି ଓଡ଼ିଶାର ଯେଉଁ ପ୍ରାକୃତିକ ଭିତ୍ତିଭୂମି ରହିଛି ତାହାର ପୂର୍ଣ୍ଣ ଉପଯୋଗ କରାଯାଇପାରିଲେ ୫୦ହଜାରରୁ ଊର୍ଦ୍ଧ୍ୱ କର୍ମନିଯୁକ୍ତି ସୃଷ୍ଟି ହେବା ସହିତ ରାଜ୍ୟର...
Urge For Highway Patrolling
Bhubaneswar: The State Government has asked the National Highways Authority of India (NHAI) to ensure regular patrolling on NH stretches and immediate removal of break-down and accident-hit vehicles from the roads. Principal Secretary Commerce and Transport Department, Usha Padhee has written a letter to the Chief General Manager of NHAI, Odisha recently. In her letter, Shrimati Padhee said Zero Fatality Week...
ଓଡିଆରେ ନାମଫଳକ ନଲେଖିଲେ ୨୫ହଜାର ଜୋରିମାନା
ଭୁବନେଶ୍ୱର : ଚଳିତ ମାସଠାରୁ ଓଡ଼ିଆ ଭାଷାର ନାମଫଳକ ଖିଲାପକାରୀଙ୍କୁ ୭ଦିନିଆ ନୋଟିସ ଦିଆଯିବ । ଏହାପରେ ମଧ୍ୟ ଯଦି ଅଧିନିୟମର ଅନୁପାଳନ ନହୁଏ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଜୋରିମାନା/ ଲାଇସେନ୍ସ ରଦ୍ଦ କରାଯିବ । ପ୍ରଥମଥର ଖିଲାପକାରୀଙ୍କୁ ୫୦୦୦ ଟଙ୍କା ଜୋରିମାନା ଏବଂ ଦ୍ୱିତୀୟଥର ଖିଲାପକାରୀଙ୍କୁ ୨୫୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ । ରାଜ୍ୟ ସରକାରଙ୍କ ପୂର୍ବ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା । ଏଥିନିମିତ୍ତ ଶ୍ରମ...
ସୁଧହାର ଅପରିବର୍ତ୍ତିତ ରଖିଲା ଆରବିଆଇ
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ସୁଧହାର ନୀତି ଅପରିବର୍ତ୍ତିତ ରଖିଛି । ଆଜି ରିଜର୍ଭ ବ୍ୟାଙ୍କର ୟୁଟ୍ୟୁବ ଚ୍ୟାନେଲରେ ଏହି କେନ୍ଦ୍ରୀୟ ବ୍ୟାଙ୍କର ଦ୍ୱିମାସିକ ବିତ୍ତୀୟନୀତି (ମନିଟାରୀ ପଲିସି) ସମ୍ପର୍କରେ ତଥ୍ୟ ପ୍ରଦାନ କରି ଆରବିଆଇର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମନିଟାରୀ ପଲିସି କମିଟି (ଏମ୍ପିସି) ରେପୋ ରେଟ୍କୁ ୬.୫୦%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛିି । ରେପୋ ରେଟର ଅର୍ଥ ହେଲା ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କକୁ ଯେଉଁ ସୁଧ ହାରରେ ଋଣ...
ସାମୁଦ୍ରିକ ଖାଦ୍ୟ ରପ୍ତାନିର ବ୍ୟାପକ ସୁଯୋଗ
ଭୁବନେଶ୍ୱର : ଓଡ଼ିଶାରେ ଦୀର୍ଘ ୪୮୦ କିମି ଉପକୂଳ ଓ ବ୍ୟାପକ ଖାରିପାଣି ଅଞ୍ଚଳ ଯୋଗୁ ରାଜ୍ୟରେ ବ୍ୟାପକ ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଓ ରପ୍ତାନୀର ସୁଯୋଗ ରହିଛି । ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଗତ ୨୦ ବର୍ଷ ମଧ୍ୟରେ ୧୨ ଗୁଣ ବୃଦ୍ଧି ପାଇଛି । ୨୦୨୧-୨୨ରେ ଏହି ରପ୍ତାନୀ କାରବାର ୪ ହଜାର ୫୨୬ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ସାମୁଦ୍ରିକ ଖାଦ୍ୟ ରପ୍ତାନୀ ପରିମାଣ ଏହି ସମୟରେ ୮ ଗୁଣା ବୃଦ୍ଧି ପାଇ ୧୦,୬୪୪ ମେଟି୍ରକ୍ ଟନ୍ରୁ...
State Hikes Minimum Wage
Bhubaneswar: With the beginning of the new financial year, the State Government has revised minimum daily wages of unskilled, semi-skilled, skilled and highly-skilled labourers in the State. According to an official notification issued by the State Labour Commissioner Dr N. Thirumala Naik, the daily wages of the labourers has been increased by hiking their Variable Dearness Allowance (VDA) by Rs...










