Biofuel Boosts Cleaner Country
Mumbai: Secretary, Ministry of Petroleum and Natural Gas, Pankaj Jain highlighted the role of Biofuels and the importance of G20 countries collaboration in achieving the full potential of biofuels, for a cleaner and greener tomorrow. He was addressing the Global Biofuel Alliance Seminar, organised by MoP&NG on the side lines of the 3rd Energy Transition Working Group Meeting here...
Odisha Gets Vande Bharat
Bhubaneswar: Prime Minister, Narendra Modi laid the foundation stone and dedicated to the nation, several railway projects worth more than Rs 8000 crores in Odisha via video conferencing today. The projects include flagging off the Vande Bharat Express between Puri and Howrah, laying the foundation stone for the redevelopment of Puri and Cuttack railway stations, dedication of 100% electrification...
ଓଡିଶା ବିକିଛି ୧.୫୫ କୋଟି ଲିଟର ଇଥାନେଲ
ଭୁବନେଶ୍ୱର : ପେଟ୍ରୋଲରେ ଇଥାନେଲ ମିଶ୍ରଣ ଉପରେ କେନ୍ଦ୍ର ସରକାର ଜୋର ଦେବା ସହିତ ୨୩ଟି ରାଜ୍ୟରୁ ୮୦କୋଟି ଲିଟରରୁ ଅଧିକ ଇଥାନେଲ ଖରିଦ କରିଛନ୍ତି । ଏଥି ମଧ୍ୟରେ ଓଡିଶାରୁ ୧.୫୫ କୋଟି ଲିଟର ଇଥାନେଲ ଖରିଦ କରିଥିବା ଜଣାଯାଇଛି । ତେବେ କେନ୍ଦ୍ର ସରକାରଙ୍କୁ ସବୁଠାରୁ ଅଧିକ ୧୩.୪୮ କୋଟି ଲିଟର ଇଥାନେଲ ବିକ୍ରି କରିଛି ଉତ୍ତରପ୍ରଦେଶ । ଏଥିସହିତ ଓଡିଶାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ୧.୯୦ କୋଟି ଲିଟର ଇଥାନେଲ ବିକ୍ରି କରିଥିବାବେଳେ ଆନ୍ଧ୍ରପ୍ରଦେଶ ୩.୯୮ କୋଟି ଲିଟର, ଛତିଶଗଡ...
ବିକାଶ ପାଇଁ ପାହାଡ ଧ୍ୱଂସ
ଭୁବନେଶ୍ୱର : ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ନୀଳାଦ୍ରିବିହାରର ବୁଦ୍ଧଜୟନ୍ତୀ ପାର୍କ ଓ ଡିଫେନ୍ସ କଲୋନୀ ମଧ୍ୟରେ ଥିବା ପାହାଡ଼କୁ ଡିନାମାଇଟ୍ରେ ଫଟାଇ ଏବଂ ବୁଲ୍ଡୋଜର ଲଗାଇ ତାଡି ଦିଆଯିବା ଫଳରେ ଭରତପୁର ଅଭୟାରଣ୍ୟ ନିକଟରେ ଥିବା ଏହି ସୁନ୍ଦର ପାହାଡ଼ଟି ତାହାର ପରିଚିତି ହରାଇବା ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସର କାରଣ ହେଉଛି । ବୁଦ୍ଧଜୟନ୍ତୀ ପାର୍କ ବସ୍ତୁତଃ ଏହି ପୁରୁଣା ପାହାଡ଼ର ଏକ ଅଂଶବିଶେଷ । ଏହି ପାହାଡ଼ର ନିମ୍ନ ଅଂଶକୁ ସରକାର ପ୍ଲଟିଂ କରି...
Politics Over ADR Report
Bhubaneswar: Just a day after release of the report on Association for Democratic Reforms (ADR) on analysis of income of different political parties of India, politics hots up in the state over BJD’s income. Opposition BJP and Congress criticized the BJD over the receipt of Rs 291 crore fund from unknown sources during the financial year 2021-22, as reported...
ଗୁରୁବାର ଗଡିବ ବନ୍ଦେ ଭାରତ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁବାର ଦିନ ଓଡିଶାରେ ୮୦୦୦ କୋଟି ଅଧିକ ମୂଲ୍ୟର ଅନେକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବା ସହିତ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପୁରୀ ଏବଂ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଟ୍ରେନ୍ ଓଡିଶାର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚମବଙ୍ଗର ପଶ୍ଚିମ...
ସହରାଞ୍ଚଳ ରୂପାନ୍ତରଣ କର୍ମଶାଳା
ଭୁବନେଶ୍ୱର : ସରକାରଙ୍କ ୫ଟି ପଦକ୍ଷେପ ଅନୁଯାୟୀ ଆଜି ସହରାଞ୍ଚଳ ରୂପାନ୍ତରଣ ଉପରେ ପୌର ସଂସ୍ଥାଗୁଡ଼ିକର ର୍ନିବାଚିତ ପ୍ରତିନିଧୀଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଲୋକସେବାଭବନରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଭିନ୍ନ ପୌରସଂସ୍ଥାର ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନସିଲରମାନେ ଯୋଗ ଦେଇଥିଲେ । ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ ହେଉଛି ପୌରାଞ୍ଚଳରେ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ସଚେତନ କରିବା ଏବଂ ଏହା କିଭଳି ରାଜ୍ୟର ପୌରାଞ୍ଚଳରେ ଥିବା ଗରିବ ଲୋକଙ୍କ ଉପକାରରେ ଆସିବ ତାହାକୁ...
ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମୀକ୍ଷା
ପୁରୀ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ ଆଜି ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଚଳିତବର୍ଷ ରଥଯାତ୍ରା ନିମନ୍ତେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ନବଯୌବନ ଦର୍ଶନ ଠାରୁ ଶ୍ରୀଗୁଣ୍ଡିଚା ଏବଂ ବାହୁଡା ସରିବା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଯୋଗାଣ ନିଶ୍ଚିତ କରାଇବା ପାଇଁ ଆଗୁଆ ପୂର୍ଣ୍ଣ ପ୍ରସ୍ତୁତି ରେ ରହିବା ପାଇଁ ଶ୍ରୀମତୀ ପଣ୍ଡିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକ ରେ ମୁଖ୍ୟତଃ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ...
ସମ୍ରେ ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମ
ଭୁବନେଶ୍ୱର : ପୂର୍ବାଂଚଳ ନିମନ୍ତେ ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମର ଦୁଇ ଦିନିଆ ଜୋନାଲ୍ ଟାକ୍ସଫୋର୍ସ ବୈଠକ ଆସନ୍ତା ୧୮ ଓ ବ୯ ତାରିଖ ଦୁଇ ଦିନ ଧରି ଇନ୍ଷ୍ଟିୁଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ରେ ଆୟୋଜିତ ହେବ । ଦେଶରେ ଟିବି ଭଳି ବ୍ୟାଧିକୂ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ମୁଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ଜାତୀୟ ସ୍ତରରେ ଯୋଜନାମୂଳକ କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ବୈଠକ ବେଶ ଗୁରୁତ୍ୱ ବହନ କରେ ବୋଲି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ପଲ୍ମୁନାରୀ...
PM To Flag Off VB Express
Bhubaneswar: Prime Minister Narendra Modi will flag off the first Vande Bharat Express (VB) Train from Puri to Howrah route on May 18. Shri Modi will launch the high-speed train service through videoconferencing mode from New Delhi while Governor Ganeshi Lal, Chief Minister Naveen Patnaik, Union Education Minister Dharmendra Pradhan and Union Railway Minister Ashwini Vaishnaw will be present at...










