Odisha Food Bags Global Awards

0

Bhubaneswar: Ace Mandarin Vir Vikram Yadav has brought laurels for the State. Principal Secretary Food Supplies and Consumer Welfare Shri Yadav has been honoured in USA with Global Planet Purpose Award: Drive For Results. CMO Odisha has tweeted: Using real time satellite image, the validity of paddy crops at farms is checked, ensuring transparent disbursal of Minimum Support Price. The...

Curfew Clamped In Sambalpur

Sambalpur: Following fresh violence incidents reported during Hanuman Jayanti procession in the town, Sambalpur district administration has clamped curfew for an indefinite period from Friday midnight in the Sambalpur town area. Upon receiving input on the current situation prevailing in the Sambalpur town area, Sambalpur Sadar sub-collector Pravash Chandra Dandasena has issued an order on late night of Friday. “A state...

ଖାଦ୍ୟ ନପାଇ ହିଂସ୍ର ହେଉଛନ୍ତି

0

ଭୁବନେଶ୍ୱର : ତାତି ବଢୁଥିବାବେଳେ ରାଜଧାନୀରେ ପଶୁ ପକ୍ଷୀମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ସହରରେ ଡ୍ରେନଗୁଡିକୁ ଢାଙ୍କି ଦିଆଯିବା ଏବଂ ଘରକୁ ଘର ବର୍ଜ୍ୟ ସଂଗ୍ରହ ହେବାପରେ ସହରର ପଶୁ ପକ୍ଷୀମାନେ ଖାଦ୍ୟ ଓ ପାଣି ସମସ୍ୟାରେ ପଡିଛନ୍ତି । ବର୍ତ୍ତମାନ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ବୁଲାକୁକୁର ଓ ଚଢେଇମାନେ ଅଧିକ ପାଣି ଆବଶ୍ୟକ କରୁଛନ୍ତି । ହେଲେ ସହଜରେ ସେମାନଙ୍କୁ ପାଣି ଟୋପାଏ ମିଳୁନାହିଁ । ଯଦି କୌଣସି ଠାରେ ଲୋକେ ଦୟା...

ସୁନା ଦୋକାନ ବିରୁଦ୍ଧରେ ଅଧିକ ମାମଲା

0

ଭୁବନେଶ୍ୱର : ରାଜ୍ୟର ପେଟ୍ରୋଲ ପମ୍ପ୍‍ରେ ଠକେଇ ନେଇ ଯେତିକି ମାମଲା ରୁଜୁ ହେଉଛି ତାହାଠାରୁ ଅଧିକ ମାମଲା ସୁନାଦୋକାନ ବିରୁଦ୍ଧରେ ହେଉଛି । ଗତ ତିନିବର୍ଷର ମାଓ ଓଜନ ଠକେଇ ପରିସଂଖ୍ୟାନରୁ ଏହା ଦେଖିବାକୁ ମିଳିଛି । ଗତ ଆର୍ଥିକ ବର୍ଷର ଫେବୃୟାରୀ ଶେଷ ସୁଦ୍ଧା ୨୨୬୦ଟି ବିଭିନ୍ନ ଧରଣର ଠକେଇ ମାମଳା ରୁଜୁ ହୋଇଥିବାବେଳେ ଏଥିରୁ ଗହଣା ମାମଲା ଥିଲା ୨୮୧ଟି । ଏହି ସମୟରେ ପେଟ୍ରୋଲ ପମ୍ପଗୁଡିକ ବିରୁଦ୍ଧରେ ୧୬୧ଟି ମାମଲା ରୁଜୁ ହୋଇଥିଲା । ତେବେ ସର୍ବାଧିକ ମାମଲା...

ସୋଆରେ ଫୁଡ ଫେଷ୍ଟିଭାଲ୍

0

ଭୁବନେଶ୍ୱର : ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଦିନ ଏକ ଫୁଡ୍‌ଫେଷ୍ଟିଭାଲ୍ ଆୟୋଜିତ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତିରେ ସୋଆର ଛାତ୍ରଛାତ୍ରୀ ଓ ଫାକଲ୍ଟି ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଫୁଡ୍ ଫେଷ୍ଟିଭାଲ୍‌ରେ ୧୪ଟି ଖାଦ୍ୟ ଷ୍ଟଲ୍‌ରେ ଓଡ଼ିଶାର ବିଭିନ୍ନ ରୂଚୀକର ଖାଦ୍ୟ ପରଶା ଯାଇଥିଲା । ଏହି ଫୁଡ୍ ଫେଷ୍ଟିଭାଲ୍‌କୁ ସୋଆର କୂଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟନ କରିଥିଲେ । ସୋଆ କ୍ୟାମ୍ପସ-୨ରେ ଆୟୋଜିତ ଏହି...

TSM Celebrates MBS

0

Dhenkanal: Tata Steel Meramandali (TSM) marked the auspicious occasion of Odia New Year and Maha Bisuba Sankranti (MBS) with a grand celebration, bringing together students, villagers, and women to honour the rich cultural heritage of Odisha at Kusupanga village in Odapada block of Dhenkanal district. The event, coordinated by Tata Steel Foundation, featured weeklong activities involving more than 300 participants...

Odia New Year Begins

0

Bhubaneswar: Maha Bishuba Sankranti also known as Pana Sankranti, which is also treated as Odia New Year was celebrated with much fanfare across the State on Friday. This traditional festival marks the beginning of the Odia calendar month of Baisakha and is observed with great enthusiasm by people of all ages and communities in Odisha. People across Odisha, especially in rural...

Covid Cases On Rise

0

Bhubaneswar: After a gap of more than five months, Covid-19 cases again started surging in Odisha. The State has reported 258 fresh cases and a death on Friday. According to a Health Department Bulletin, 258 persons above 18 years have been found infected with the virus while 173 persons have been recovered from the disease in the past 24 hours....

More Arrests In Sambalpur

0

Bhubaneswar: Taking strong and immediate action on communal violence erupted during a Hanuman Jayanti motorcycle rally on Wednesday evening, police arrested at least 32 persons and identified another 25 persons involved in the incident. Speaking to Media persons here on Friday, Sambalpur Superintendent of Police (SP), B. Gangadhar said 32 persons have been arrested in the past three days for creating violence in...

ତରବରିଆ ଗଛ କଟା ଯୋଗୁଁ ଲୋକେ ସିଝୁଛନ୍ତି

ଭୁବନେଶ୍ୱର : ପ୍ରଚଣ୍ଡ ରୌଦ୍ରତାପରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଥିବାବେଳେ କଟକରୁ ଜଗତ୍‍ସିଂହପୁର ଯାଉଥିବା ଲୋକେ ଗଛ ଛାଇଟିକେ ନପାଇ ଏକ ପ୍ରକାର ସିଝି ଯାଉଛନ୍ତି । ଜମି ଅଧିଗ୍ରହଣ ପୂର୍ବରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତାର ଦୁଇ ପାଶ୍ୱର୍ରୁ ହଜାର ହଜାର ବଡ ଓ ଛୋଟ ଗଛକୁ ତରବରିଆ ଭାବେ କାଟି ଦେଇଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । କଟକ ଜଗତ୍‍ସିଂହପୁର ରାସ୍ତାର କନ୍ଦରପୁର ଠାରୁ ନୂଆଗାଁ ପର୍ଯ୍ୟନ୍ତ ୮୧ କିଲୋମିଟର ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ହାତକୁ...